ସିଟିଜେନ୍ କମିଟି ପକ୍ଷରୁ ଉପଜିଲ୍ଲାପାଳଙ୍କୁ ଦାବିପତ୍ରଜୟପୁର: ଜୟପୁର ସିଟିଜେନ୍ କମିଟି ପକ୍ଷରୁ ଉପଜିଲ୍ଲାପାଳଙ୍କୁ ଶୁକ୍ରବାର ଦାବି ପତ୍ର ପ୍ରଦାନ କରାଯାଇଛି । ସହରର ଟ୍ରାଫିକ ବ୍ୟବସ୍ଥା ସୁଧାରିବା, ବେଆଇନ ଭାବେ ପାକିଂ, ରାସ୍ତା ଅବରୋଧ ହଟାଇବା, ଯଥାଶ୍ରୀଘ୍ର ଜଗନ୍ନାଥ ସାଗର ର ପୁନରୁଦ୍ଧାର ଏବଂ ଜୟପୁର ଜିଲ୍ଲା ମୂଖ୍ୟ ଚିକିତ୍ସାଳୟର ଆନୁସଙ୍ଗିକ ବ୍ୟବସ୍ଥାରେ ସୁଧାର ଆଣିବା ଭଳି ସମସ୍ୟାର ସମାଧାନ ପାଇଁ ଦାବି କରାଯାଇଛି। ଦାବିପତ୍ର ପ୍ରଦାନ ବେଳେ ଏସ୍ଡିପିଓ ପାର୍ଥ ଜଗଦୀଶ କଶ୍ୟପ ଉପସ୍ଥିତ ଥିଲେ। ସିଟିଜେନ୍ କମିଟି ପକ୍ଷରୁ ଉପସଭାପତି ଦେ ବେ ନ୍ଦ୍ର ବାହି ନୀପତି, ସଦସ୍ୟ ମଦନମୋହନ ନାୟକ, ସୁବାସ ପଣ୍ଡା, ଭବାନୀ ଚରଣ ଆଚାର୍ଯ୍ୟ, ଗୌରହରୀ ନାୟକ, ଅଭି ମନ୍ୟୁ ଭ ଟ୍ଟ ମି ଶ୍ର, ପରମେଶ୍ଵର ପାତ୍ର ପ୍ରମୁଖଙ୍କ ଉପସ୍ଥିତିରେ ଦାବିପତ୍ର ପ୍ରଦାନ କରାଯାଇଛି।
Leave a Reply