ଜୟପୁର ସଦର ମହକୁମାରେ ଆମ୍ବେଦକରଙ୍କ ଜୟନ୍ତୀ ପାଳିତ

ଜୟପୁର ସଦର ମହକୁମାରେ ଆମ୍ବେଦକରଙ୍କ ଜୟନ୍ତୀ ପାଳିତ

୧୪.୦୪.୨୫-ଜୟପୁର ସଦର ମହକୁମାରେ ସମ୍ବିଧାନ ପ୍ରଣେତା ଡଃ ବି. ଆର. ଆମ୍ବେଦକରଙ୍କ ଜୟନ୍ତୀ ପାଳିତ ହୋଇଯାଇଛି। ଜୟପୁର ଉପଜିଲ୍ଲାପାଳ କୁମାରୀ ଅକାବରମ୍ ସସ୍ଯ ରେଡ୍ଡୀ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତୀରେ ପୁଷ୍ପ ମାଲ୍ୟାର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀମତୀ ଯଶୋଦା ଗାଦବା, କିରାଣି-ତଥା-ଗ୍ରନ୍ଥାଗାରିକ ସନ୍ତୋଷ କୁମାର ସାହୁ ଓ ପୈାରପାଳିକା କାର୍ଯ୍ଯାଳୟର କର୍ମ କର୍ତ୍ତା ଓ ସାମ୍ବାଦିକ ପ୍ରମୁଖ ଯୋଗଦେଇ ଥିଲେ।

Leave a Reply

Your email address will not be published. Required fields are marked *