କୋରାପୁଟ ଜିଲ୍ଲାପାଳ ପାଇବେ ପିଏମ୍ ଆୱାର୍ଡ

କୋରାପୁଟ ଜିଲ୍ଲାପାଳ ପାଇବେ ପିଏମ୍ ଆୱାର୍ଡ


କୋରାପୁଟ, କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନାର ଉଲ୍ଲେଖନୀୟ କାର୍ଯ୍ୟକାରିତା ପାଇଁ କୋରାପୁଟ ଜିଲ୍ଲାପାଳ ପ୍ରଧାନମନ୍ତ୍ରୀ ଆୱାର୍ଡ ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି। ସମଗ୍ର ଦେଶରରେ କାର୍ଯ୍ୟକାରୀ ହେଉଥ‌ିବା ପ୍ରଧାନ ମନ୍ତ୍ରୀ ମାତୃ ବନ୍ଦନା ଯୋଜନା, ସକ୍ଷମ ଅଙ୍ଗନବାଡ଼ି ଓ ପୋଷଣ, ପିଏମ ସୂର୍ଯ୍ୟଘର ମୁକ୍ତ ବିଜୁଳି ଯୋଜନା, ପିଏମ ବିଶ୍ଵକର୍ମା, କିଷାନ କାର୍ଡ, ମିଶନ ଟୀକାକରଣ, ପିଏମ ଜନ ଆରୋଗ୍ୟ ଯୋଜନା, । ଏଥିପାଇଁ ଭାରତ ବର୍ଷର ଜିଲ୍ଲାକୁ ନେଇ ୭୧୨ଟି ଆକଳନ କରାଯାଇଥିଲା । ସେଥିମଧ୍ୟରୁ ଶ୍ରେଷ୍ଠ ପାଞ୍ଚଟି ଜିଲ୍ଲାକୁ ବଛାଯାଇ ଥିବା ବେଳେ , କୋରାପୁଟ ଜିଲ୍ଲା ଶ୍ରେଷ୍ଠ ବିବେଚିତ ହୋଇଥିଲା | ଆସନ୍ତା ୨୧ ତାରିଖରେ ନୂଆଦିଲ୍ଲୀରେ ପାଳିତ ହେବାକୁ ଥିବା ସିଭିଲ ସର୍ଭିସ ଡେ ଅବସରରେ ଜିଲ୍ଲାପାଳ ଭି. କୀର୍ତ୍ତି ଭାସନଙ୍କୁ ଚଳିତ ବର୍ଷର ପ୍ରଧାନମନ୍ତ୍ରୀ ଆୱାର୍ଡ ପ୍ରଦାନ କରାଯିବ ବୋଲି ଜଣାପଡ଼ିଛି ।ହରଘର ଜଳ (ଜଳ ଜୀବନ ମିଶନ), ପିଏମ ସହରାଞ୍ଚଳ ଆବାସ ଓ ପିଏମ ଗ୍ରାମାଞ୍ଚଳ ଆବାସ ଯୋଜନ ଜନା ଭଳି ସମସ୍ତ ଯୋଜନାକାର୍ଯ୍ୟକାରୀ କରିବା ସହ ସାଧାରଣ ଜନତା ନତା ଓ ପ୍ରଶାସନର ସହଭାଗିତ ହଭାଗିତାରେ ନିଜ ଦକ୍ଷତା କ୍ଷତା ପ୍ରତିପାଦନ କରି ଦେଶରେ ଶ୍ରେଷ୍ଠ ଜିଲ୍ଲାପାଳ ଭାବେ ମନୋନୀତ ହୋଇଛନ୍ତି

Leave a Reply

Your email address will not be published. Required fields are marked *