ବନ ମହୋତ୍ସବ ସପ୍ତାହିକ ଉପଲକ୍ଷେ ଜୟପୁର ପରିସରରେ ବୃକ୍ଷରୋପଣ ଅନୁଷ୍ଠିତ

Spread the love

ବନ ମହୋତ୍ସବ ସପ୍ତାହିକ ଉପଲକ୍ଷେ ଜୟପୁର ପରିସରରେ ବୃକ୍ଷରୋପଣ ଅନୁଷ୍ଠିତ

କୋରାପୁଟ: ଜୟପୁର , ଜିଲ୍ଲା ଆଇନ ସେବା ପ୍ରାଧିକରଣ,ଜୟପୁର ଏବଂ ବିଭାଗୀୟ ବନ ଅଧିକାରୀ ଙ୍କ ମିଳିତ ଆନୁକୂଲ୍ୟରେ  ବନ ମହୋତ୍ସବ ସପ୍ତାହ  ଅବସରେ ଜିଲ୍ଲା ଜଜ୍ ତଥା ଅଧକ୍ଷ୍ୟ ଶ୍ରୀ ପ୍ରଦୀପ କୁମାର ମହନ୍ତଙ୍କ ତତ୍ତ୍ବାବଧାନରେ ସ୍ଥାନୀୟ ଜିଲ୍ଲା ମୁଖ୍ୟ ଚିକାତ୍ସାଳୟ  ଜୟପୁର ପରିସରରେ ଆଜି ବୃକ୍ଷରୋପଣ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜିଲ୍ଲା ଜଜ୍ ତଥା ଅଧ୍ୟକ୍ଷ ଜିଲ୍ଲା ଆଇନ ସେବାପ୍ରାଧିକରଣ, ଜୟପୁର, ପ୍ରଥମେ ଆନୁଷ୍ଠାନିକ ଭାବରେ ଅନୁକୂଳ କରିଥିଲେ। ଜିଲ୍ଲା ଜଜ୍ ଙ୍କ ବ୍ୟତିତ୍ ବରିଷ୍ଠ ଦିୱନୀ ବିଚାରପତି ଶ୍ରୀ ସୂୟଂପ୍ରକାଶ ଦାସ, ସଚିବ ଜିଲ୍ଲା ଆଇନସେବା ପ୍ରାଧିକରଣ, ଶ୍ରୀମତୀ ପ୍ରଦ୍ୟାମୟୀ ସୁଜତା, ରେଜିଷ୍ଟ୍ରାର ସିଭିଲ କୋର୍ଟ ଶ୍ରୀ ବିଷ୍ମୁପ୍ରସାଦ ଦେବତା, ଏସ.ଡି.ଜେମ୍  ଶ୍ରୀ ସନ୍ତୋଷ ବାରିକ  ପ୍ରଥମ ଶ୍ରେଣୀ ବିଚାର ବିଭାଗ ଦଣ୍ଡଧିକାରି ହରମୋହନ ଦାସ, ଦ୍ଵିତୀୟଶ୍ରେଣୀ  ବିଚାର ବିଭାଗ ଦଣ୍ଡଧିକାରି କୁମାରୀ ପ୍ରଜ୍ଞା ସୁମନ ମହାପାତ୍ର, ଦୀକ୍ଷା ରାଉତରାଏ, ବିଭାଗୀୟ ବନ ଅଧିକାରୀ ଜୟପୁର ଶ୍ରୀ ପ୍ରତାପ ବେହେରା, ମୁଖ୍ୟ ଜିଲ୍ଲା ଚିକିତ୍ସା ଅଧିକାରୀ ଶ୍ରୀ ରବିନ୍ଦ୍ର କୁମାର ମିଶ୍ର, ହସ୍ପିଟାଲ ପରିଚାଳକା ଶ୍ରୀମତୀ ରୁପସୀ ମ୍ୟାଡାମ ଏବଂ ଜିଲ୍ଲା ଆଇନ ସେବାପ୍ରାଧିକରଣ କର୍ମଚାରୀବୃନ୍ଦ, ବିଭାଗୀୟ ବନସଂରକ୍ଷଣ କର୍ମଚାରୀ ବୃନ୍ଦ, ମେ଼ଡିକାଲ କର୍ମଚାରୀବୃନ୍ଦ ଇତ୍ୟାଦି ଅଂଶ ଗ୍ରହଣ କରି ବିଭିନ୍ନ ପ୍ରକାର ବୃକ୍ଷରୋପଣ କରିଥିଲେ।

  • Related Posts

    ଜୟପୁରରେ କଂଗ୍ରେସ ଜିଲ୍ଲା ସଭାପତି ନିର୍ବାଚନ ବୈଠକ ଅନୁଷ୍ଠିତ।

    Spread the love

    Spread the loveକୋରାପୁଟ,ଜୟପୁର, ୫/୯ ଶୁକ୍ରବାର ଜୟପୁରର ବାବା ସାହେବ କଲ୍ୟାଣୀ ମଣ୍ଡପମ ଏବଂ ବାଙ୍କମଠରେ କୋରାପୁଟ ଜିଲ୍ଲା କଂଗ୍ରେସ କମିଟିର ସଭାପତି ପାଇଁ ଏକ ନିର୍ବାଚନ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଅଖିଳ ଭାରତ କଂଗ୍ରେସ କମିଟିର ମାନକ…

    ଦେଢ଼ କୋଟିର ଗ୍ରାମୀଣ ଶିଳ୍ପ ପାର୍କ ସ୍ଥାଣୁ

    Spread the love

    Spread the love*ବଜାର ବ୍ୟବସ୍ଥା ନାହିଁ, କଞ୍ଚାମାଲ ଅଭାବରେ ୧୨ ଏସ ହେଚ୍ ଜି  ଜୀବିକା ସଙ୍କଟ କୋରାପୁଟ, ୪ /୯ ବିଜୁ ଗ୍ରାମୀଣ ବହୁମୁଖୀ କୃଷି ଉଦ୍ୟୋଗୀ ଯୋଜନାରେ ୨୦୨୧-୨୨ରେ କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ୍‌ର ପଢେଇଗୁଡା ଗ୍ରାମରେ ୨…

    Leave a Reply

    Your email address will not be published. Required fields are marked *