
ଭାରରେ ବୁହାହେଲେ ଦୁଇ ରୋଗୀ ,ସୁନାଗୁଡ଼ା ଗାଁକୁ ଆସିପାରିଲାନି ଆମ୍ବୁଲାନ୍ସ
ବୈପାରିଗୁଡ଼ା: ପାହାଡ଼ିଆ ଘାଟି ରାସ୍ତାରେ ପହଞ୍ଚି ପାରିଲା ନାହିଁ ଆମ୍ବୁଲାନ୍ସ | ଫଳରେ ଦୁଇଜଣ ରୋଗୀଙ୍କୁ ଦୁଇ କିଲୋମିଟର ଭାରରେ ବୋହିନେଲେ ସଂପର୍କୀୟ ও ମବାସୀ। ଏଭଳି ଦୃଶ୍ଯ ଦେଖିବାକୁ ବାକୁ ମିଳିଛି କୋରାପୁଟ ଜିଲ୍ଲା ବୈପାରିଗୁଡ଼ା ବ୍ଲକରେ |
ବୋଦାପୁ ପୁଟ ପଞ୍ଚାଯ ପଞ୍ଚାୟତ ସୁନାଗୁ ଗୁଡ଼ା ଗାଁର ସବିତା ପାଙ୍ଗି (27) ଏବଂ ଲକ୍ଷ୍ମୀ ଖରା (୧୮) ସମେତ ମତ ଆଉ କିଛି ମହିଳା ଏବଂ ଯୁବତୀ ପାହାଡ଼ ଉପରକୁ ବାଉଁଶ କରଡ଼ି ସଂଗ୍ରହ ପାଇଁ ଯାଇଥିଲେ । କିଛି ମହିଳା ବାଉଁଶ କରଡ଼ି ଆଣି ଘରକୁ ଫେରି ଆସିଥିଲେ | କିନ୍ତୁ ସବିତା ପାଙ୍ଗି ଏବଂ ଲକ୍ଷ୍ମୀ ଖରା ପାହାଡ଼ର ଶୀର୍ଷ ଭାଗକୁ ଯାଇ କରଡ଼ି କାଟୁଥିବା ବେଳେ ବାଘ କାନ୍ଦିବା ଶବ୍ଦ ଶୁଣି ଭୟଭୀତ ହୋଇ ଅଚେତ ହୋଇପଡ଼ିଥିଲେ | ଚେତା ଫେରିବା ପରେ ଘରେ
ପହଞ୍ଚିଥିଲେ। କିନ୍ତୁ ଦୁହେଁ ସଂପୂର୍ଣ୍ଣ ଭାବେ ଅସୁସ୍ଥ ହୋଇଯାଇଥିଲେ | ଦୁଇ ଦିନ ପର୍ଯ୍ୟନ୍ତ ସେମାନେ ସୁସ୍ଥ ନହେବାରୁ ଅନ୍ଧ ଅନ୍ଧବିଶ୍ବାସରେ ପଡ଼ି ଗ୍ରାମବାସୀ ଦୁହିଁଙ୍କୁ ବାଘଡ଼ୁମା (ଭୂତ) ଲାଗିଯାଇଛି ଭାବି ଗୁଣିଆକୁ ଡାକି ଚିକିତ୍ସା କର କରାଇଥିଲେ । ଆଜି ସ ସବିତା ଏବଂ ଲକ୍ଷ୍ମୀଙ୍କ ସ୍ଵାସ୍ଥ୍ୟବସ୍ଥା ଗୁରୁତର ହେବାରୁ ଦୁହିଁଙ୍କୁ ବୈପାରିଗୁଡା ମେଡିକାଲକୁ_ ଆଣିବା ପାଇଁ ନିଷ୍ପତ୍ତି ନେଇଥିଲେ । ପାହାଡ଼ିଆ ରାସ୍ତାରେ ଆମ୍ବୁଲାନ୍ସ ପହଞ୍ଚି ପାରୁନଥିବାରୁ ଦୁହିଁଙ୍କୁ ଭାରରେ ବୋହି ବୋହି କାତପଡ଼ା ଗ୍ରାମ ପର୍ଯ୍ୟନ୍ତ ଆଣିଥିଲେ । ଗେନ୍ଦ୍ରାଗୁଡ଼ା ପର୍ଯ୍ୟନ୍ତ ବାଇକ୍ରେ ଆଣିଥିଲେ। ଗେନ୍ଦ୍ରାଗୁଡ଼ାକୁ ଆମ୍ବୁଲାନ୍ସ ମ୍ବୁଲାନ୍ସ୍ ଆସିବା ପରେ ଦୁଇ ଜଣଙ୍କୁ ବୈପାରିଗୁଡ଼ା ସେ ମେଡିକାଲରେ ଭତ୍ତି କରାଯାଇଥିଲା | ବର୍ତମାନ ଦୁହେଁ ମେଡିକାଲରେ ଚିକିତ୍ସିତ ହେଉଥିବା ଜଣାପଡ଼ିଛି। ସେଠାରୁ
Leave a Reply