ବନମହୋତ୍ସବ ଉତ୍ସବରେ ବୃକ୍ଷ ରୋପଣ ଓ ଶପଥ ଗ୍ରହଣ।

Spread the love



ଜୟପୁର, ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ଜୟପୁର ରେ ବନମହୋତ୍ସବ ଉଦ୍ୟାପିତ କରାଯାଇଛି। ଏହି ଅବସରରେ ବିଦ୍ୟାଳୟର ସବୁଜ କ୍ଲବ ଓ ଶକ୍ତି କ୍ଲବ ର ସଭ୍ୟ, ସମସ୍ତ ଛାତ୍ରୀ, ଶିକ୍ଷକ ଓ କର୍ମଚାରୀ ଅନୁଷ୍ଠାନରେ ସକ୍ରିୟ ଭାଗ ନେଇଥିଲେ।


ବିଦ୍ୟାଳୟ ପରିସରରେ ଅନେକ ଔଷଧୀୟ ବୃକ୍ଷ, ଫଳ ମୂଳ ଓ ଅନ୍ୟାନ୍ୟ ଗଛ ବାପଣ କରାଯାଇଛି। ପରିବେଶ ସୁରକ୍ଷା ପାଇଁ ଅତି ଦାୟିତ୍ୱପୂର୍ଣ୍ଣ ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀ ଅଭିଷେକ କୁମାର ଭୂଏ ନେତୃତ୍ୱ ଦେଇଥିଲେ।
ସମାସ୍ତ ଛାତ୍ରୀ ଓ କର୍ମଚାରୀ ଏକଠି ହୋଇ ବୃକ୍ଷ ର ଯତ୍ନ ନେବା ଓ ପରିବେଶ ସୁରକ୍ଷା ନିମିତ୍ତ ନିଜ ଦାୟିତ୍ୱ ପୂରଣ କରିବା ପାଇଁ ଶପଥ ଗ୍ରହଣ କରିଥିଲେ। ଏହି ବନମହୋତ୍ସବ ଦ୍ୱାରା ଛାତ୍ରୀମାନଙ୍କ ମଧ୍ୟରେ ପରିବେଶ ସଚେତନତା ବୃଦ୍ଧି ପାଇଛି।


କାର୍ଯ୍ୟକ୍ରମର ସଫଳତା ପାଇଁ ପ୍ରଧାନ ଶିକ୍ଷୟିତ୍ରୀଙ୍କ ସହ ଅନ୍ୟାନ୍ୟ କର୍ମଚାରୀମାନେ ମଧ୍ୟ ସହଯୋଗ କରିଥିଲେ। ଏହି ପାଳନ ପରିବେଶ ସୁରକ୍ଷା ଉଦ୍ୟମରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ରୂପେ ଗ୍ରହଣ କରାଯାଉଛିା ଉଚ୍ଚ ବିଦ୍ୟାଳୟ, ଜୟପୁର ରେ ବନମହୋତ୍ସବ ଉଦ୍ୟାପିତ କରାଯାଇଛି। ଏହି ଅବସରରେ ବିଦ୍ୟାଳୟର ସବୁଜ କ୍ଲବ ଓ ଶକ୍ତି କ୍ଲବ ର ସଭ୍ୟ, ସମସ୍ତ ଛାତ୍ରୀ, ଶିକ୍ଷକ ଓ କର୍ମଚାରୀ ଅନୁଷ୍ଠାନରେ ସକ୍ରିୟ ଭାଗ ନେଇଥିଲେ।
ବିଦ୍ୟାଳୟ ପରିସରରେ ଅନେକ ଔଷଧୀୟ ବୃକ୍ଷ, ଫଳ ମୂଳ ଓ ଅନ୍ୟାନ୍ୟ ଗଛ ବାପଣ କରାଯାଇଛି। ପରିବେଶ ସୁରକ୍ଷା ପାଇଁ ଅତି ଦାୟିତ୍ୱପୂର୍ଣ୍ଣ ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀ ଅଭିଷେକ କୁମାର ଭୂଏ ନେତୃତ୍ୱ ଦେଇଥିଲେ।


ସମାସ୍ତ ଛାତ୍ରୀ ଓ କର୍ମଚାରୀ ଏକଠି ହୋଇ ବୃକ୍ଷ ର ଯତ୍ନ ନେବା ଓ ପରିବେଶ ସୁରକ୍ଷା ନିମିତ୍ତ ନିଜ ଦାୟିତ୍ୱ ପୂରଣ କରିବା ପାଇଁ ଶପଥ ଗ୍ରହଣ କରିଥିଲେ। ଏହି ବନମହୋତ୍ସବ ଦ୍ୱାରା ଛାତ୍ରୀମାନଙ୍କ ମଧ୍ୟରେ ପରିବେଶ ସଚେତନତା ବୃଦ୍ଧି ପାଇଛି।


କାର୍ଯ୍ୟକ୍ରମର ସଫଳତା ପାଇଁ ପ୍ରଧାନ ଶିକ୍ଷୟିତ୍ରୀଙ୍କ ସହ ଅନ୍ୟାନ୍ୟ କର୍ମଚାରୀମାନେ ମଧ୍ୟ ସହଯୋଗ କରିଥିଲେ। ଏହି ପାଳନ ପରିବେଶ ସୁରକ୍ଷା ଉଦ୍ୟମରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ରୂପେ ଗ୍ରହଣ କରାଯାଉଛି।

  • Related Posts

    ଜୟପୁରରେ କଂଗ୍ରେସ ଜିଲ୍ଲା ସଭାପତି ନିର୍ବାଚନ ବୈଠକ ଅନୁଷ୍ଠିତ।

    Spread the love

    Spread the loveକୋରାପୁଟ,ଜୟପୁର, ୫/୯ ଶୁକ୍ରବାର ଜୟପୁରର ବାବା ସାହେବ କଲ୍ୟାଣୀ ମଣ୍ଡପମ ଏବଂ ବାଙ୍କମଠରେ କୋରାପୁଟ ଜିଲ୍ଲା କଂଗ୍ରେସ କମିଟିର ସଭାପତି ପାଇଁ ଏକ ନିର୍ବାଚନ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଅଖିଳ ଭାରତ କଂଗ୍ରେସ କମିଟିର ମାନକ…

    ଦେଢ଼ କୋଟିର ଗ୍ରାମୀଣ ଶିଳ୍ପ ପାର୍କ ସ୍ଥାଣୁ

    Spread the love

    Spread the love*ବଜାର ବ୍ୟବସ୍ଥା ନାହିଁ, କଞ୍ଚାମାଲ ଅଭାବରେ ୧୨ ଏସ ହେଚ୍ ଜି  ଜୀବିକା ସଙ୍କଟ କୋରାପୁଟ, ୪ /୯ ବିଜୁ ଗ୍ରାମୀଣ ବହୁମୁଖୀ କୃଷି ଉଦ୍ୟୋଗୀ ଯୋଜନାରେ ୨୦୨୧-୨୨ରେ କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ୍‌ର ପଢେଇଗୁଡା ଗ୍ରାମରେ ୨…

    Leave a Reply

    Your email address will not be published. Required fields are marked *