ଧର୍ମ ମହାସଭା ଓ ସନାତନ ବୋର୍ଡର ଗଠନ ଉଦ୍ଦେଶ୍ୟରେ ସଭା

Spread the love

ଜୟପୁର: ହିନ୍ଦୁ ସମାଜ ଧର୍ମ ମହାସଭା ଓ ସନାତନ ବୋର୍ଡର ଗଠନ ଉଦ୍ଦେଶ୍ୟରେ ସଭା।ଜୟପୁର:ତା.୧୬.୧୧.୨୦୨୪ରିଖରେ ଦେବକୀ ନନ୍ଦନ ଠାକୁରଙ୍କୁ ଦ୍ବାରା ଆୟୋଜିତ ହେଉଥିବା ଧର୍ମ ମହାସଭା ଓ ସନାତନ ବୋର୍ଡର ଗଠନ ଉଦ୍ଦେଶ୍ୟରେ ଓଡିଶା, ଜୟପୁର ହିନ୍ଦୁ ସମାଜ ଆନୁକୁଲ୍ୟରେ ଅଦ୍ୟ ତା.୧୪-୧୧-୨୦୨୪ରିଖ ଗୁରବାର ସନ୍ଧ୍ୟା ଘ.୪.୦୦ମି. ସମୟରେ ରାଜାନଅର (ରଥ ପଡିଆ) ଛଳ ଠାରେ ସନାତନ ବୋର୍ଡର ଏକ ଧର୍ମ ସଂସଦ ସଭାର ଆୟୋଜନ କରାଯାଇଛି । ଏହି ସଭାର ମୁଖ୍ୟ ଲକ୍ଷ୍ୟ ଓ ଉଦ୍ଦେଶ୍ୟ୧)ସରକାରଙ୍କ ବିନା ହସ୍ତକ୍ଷେପରେ ସନାତନ ବୋର୍ଡର ଗଠନ କରାଯାଉ।୨)ଅନୁପ୍ରବେଶକାରୀ ମୁକ୍ତ ଭାରତ ଗଠନ କରାଯାର ।୩)ବିଶ୍ବ ପ୍ରସିଦ୍ଧ ତିରୁମାଲା ତିରୁପତି ଦେବସ୍ଥାନମ୍ ପ୍ରସାବରେ ଅପମିଶ୍ରଣକୁ ସଂପୂର୍ଣ ଜ୍ୟାୟିକ ଯାଞ୍ଚ କରାଯାଇ ସନାତନୀଙ୍କୁ ନ୍ୟାୟ ପ୍ରଦାନ କରାଯାଉ ।୪)ଶ୍ରୀକୃଷ୍ଣ ଜନ୍ମଭୂମିକୁ ଅତିକ୍ରମଣରୁ ସଂପୂର୍ଣ ମୁକ୍ତ କରାଯାଉ ।ଆଜିର ଏହି କାର୍ଯ୍ୟକ୍ରମର ମୁଖ୍ୟ ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସଂପୂର୍ଣ ଅବଗତି ନିମିତ୍ତ ତା.୧୬.୧୧.୨୦୨୪ରିଖ ଦିନ ଦିଲ୍ଲୀ ଠାରେ ହେବାକୁ ଥିବା ପୂଜ୍ୟ ଦେବକୀ ଜନ୍ଦନ ଠାକୁରଙ୍କ ଆହ୍ବାନ କ୍ରମେ ଏହି ଧର୍ମ ମହାସଭାର ସଂପୂର୍ଣ ବିଷୟର ଧାରା ବିବରଣୀ ପ୍ରେସ୍ ମିଡିଆ, ଟି.ଭି. ମାଧ୍ୟମରେ ଲୋକ ଲୋଚନକୁ ଅଣାଯିବ । ହିନ୍ଦୁ ସମାଜ ଜୟପୁର ଏହି ସମ୍ବାଦଟି ଦେବାକୁ ଅନୁରୋଧ କରିଥିଲେ।

  • Related Posts

    ଜୟପୁରରେ ମେନରୋଡ଼ରେ ପରିବା ବିକ୍ରି ପଛରେ ଦଲାଲ ଚକ୍ର, ଟ୍ରାଫିକ ସୁଧାର ଅଭିଯାନକୁ ବାଧା

    Spread the love

    Spread the loveଜୟପୁରରେ ମେନରୋଡ଼ରେ ପରିବା ବିକ୍ରି ପଛରେ ଦଲାଲ ଚକ୍ର, ଟ୍ରାଫିକ ସୁଧାର ଅଭିଯାନକୁ ବାଧ ଜୟପୁର ୧୩/୮  ଜୟପୁର ସହରର ମେନରୋଡ଼ କିମ୍ବା ଅନ୍ୟାନ୍ୟ ପଥଧାରରେ ପରିବା ବିକ୍ରି କରୁଥିବା ଅନେକ ଆଦିବାସୀ ନାରୀମାନେ ପ୍ରକୃତରେ ଗାଁରେ ଚାଷିତ…

    କେନ୍ଦୁପତ୍ର ଟ୍ରକ୍ ଯୋଗୁଁ କୋଲାବ ବ୍ରିଜ୍‌ରେ ଟ୍ରାଫିକ୍ ସମସ୍ୟା

    Spread the love

    Spread the loveଜୟପୁର/ବୈପାରିଗୁଡ଼ା, ୪/୮ କେନ୍ଦୁପତ୍ର ବୋଝେଇ ଟ୍ରକ୍ ଯୋଗୁଁ ବୈପାରିଗୁଡ଼ା ଅଞ୍ଚଳର କୋଟା ଛକ ନିକଟସ୍ଥ ସ୍ବଲପୁର କୋଲାବ ବ୍ରିଜ୍‌ରେ ଦୈନିକ ଟ୍ରାଫିକ୍ ସମସ୍ୟା ଜନ୍ମ ନେଉଛି। ଅଭିଯୋଗ ଅନୁଯାୟୀ, ମାଲକାନଗିରି ଜିଲ୍ଲାରୁ ଆସୁଥିବା ଏହି ଟ୍ରକ୍‌ଗୁଡିକ ନିୟମ ଉଲ୍ଲଂଘନ…

    Leave a Reply

    Your email address will not be published. Required fields are marked *