ପରବ ଅବସରରେ କ୍ରୀଡ଼ା କମ୍ପ୍ଲେକ୍ସ ଜୟପୁର ଠାରେ ଜିଲ୍ଲା ସ୍ତରୀୟ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ, ଯୋଗଦେଲେ କୋରାପୁଟ ଜିଲ୍ଲାପାଳ l

Spread the love

ପରବ ଅବସରରେ କ୍ରୀଡ଼ା କମ୍ପ୍ଲେକ୍ସ ଜୟପୁର ଠାରେ ଜିଲ୍ଲା ସ୍ତରୀୟ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ, ଯୋଗଦେଲେ କୋରାପୁଟ ଜିଲ୍ଲାପାଳ

ଜୟପୁର:ପରବ ଅବସରରେ ଜିଲା ସୁରିୟ କ୍ରୀଡା ପ୍ରତିଯୋଗିତା ଆଳି ଦିନ ୧୧ଟାରେ ଅନୁଷ୍ଠିତ ହୋଇଛି । କ୍ରୀଡା କଲକୁ ଜୟପୁର ଠାରେ ପ୍ରତିଯୋଗିତା ଅନୁଷ୍ଠିତ ହୋଇଛି । ଜିଲା ସ୍ମରିୟ କ୍ରିଡା ପ୍ରତିଯୋଗିତା ମୁଖ୍ୟ ଅତିଥି ଭାବେ କୋରାପୁଟ ଜିଲାପାଳ ଭି କିଭି ଭାସନ ଯୋଗ ଦେଇଥିଲେ । ସମ୍ମାନିତ ଅତିଥ‌ି ଭାବେ ଜୟପୁର ଉପ ଜିଲାପାଳ ଆକାବରମ ସସ୍ୟା ରେତ୍ତି, ଏବିଡିଓ ମନୋଜ ନାୟକ, ଜିଲା କ୍ରିଡା ଅଧୁକାରି ଜ୍ଞାନ ଜିତ ତ୍ରିପାଠୀ, ତହସିଲଦାର ସବ୍ୟସାଚି ଜେନା, ଉପଖଣ୍ଡ କ୍ରିଡା ସମ୍ପାଦକ ରବି ନାୟକ ପ୍ରମୁଖ ସ୍ଥିତ ଥିଲେ ।

  • Related Posts

    ଜୟପୁରରେ ମେନରୋଡ଼ରେ ପରିବା ବିକ୍ରି ପଛରେ ଦଲାଲ ଚକ୍ର, ଟ୍ରାଫିକ ସୁଧାର ଅଭିଯାନକୁ ବାଧା

    Spread the love

    Spread the loveଜୟପୁରରେ ମେନରୋଡ଼ରେ ପରିବା ବିକ୍ରି ପଛରେ ଦଲାଲ ଚକ୍ର, ଟ୍ରାଫିକ ସୁଧାର ଅଭିଯାନକୁ ବାଧ ଜୟପୁର ୧୩/୮  ଜୟପୁର ସହରର ମେନରୋଡ଼ କିମ୍ବା ଅନ୍ୟାନ୍ୟ ପଥଧାରରେ ପରିବା ବିକ୍ରି କରୁଥିବା ଅନେକ ଆଦିବାସୀ ନାରୀମାନେ ପ୍ରକୃତରେ ଗାଁରେ ଚାଷିତ…

    କେନ୍ଦୁପତ୍ର ଟ୍ରକ୍ ଯୋଗୁଁ କୋଲାବ ବ୍ରିଜ୍‌ରେ ଟ୍ରାଫିକ୍ ସମସ୍ୟା

    Spread the love

    Spread the loveଜୟପୁର/ବୈପାରିଗୁଡ଼ା, ୪/୮ କେନ୍ଦୁପତ୍ର ବୋଝେଇ ଟ୍ରକ୍ ଯୋଗୁଁ ବୈପାରିଗୁଡ଼ା ଅଞ୍ଚଳର କୋଟା ଛକ ନିକଟସ୍ଥ ସ୍ବଲପୁର କୋଲାବ ବ୍ରିଜ୍‌ରେ ଦୈନିକ ଟ୍ରାଫିକ୍ ସମସ୍ୟା ଜନ୍ମ ନେଉଛି। ଅଭିଯୋଗ ଅନୁଯାୟୀ, ମାଲକାନଗିରି ଜିଲ୍ଲାରୁ ଆସୁଥିବା ଏହି ଟ୍ରକ୍‌ଗୁଡିକ ନିୟମ ଉଲ୍ଲଂଘନ…

    Leave a Reply

    Your email address will not be published. Required fields are marked *