ନୂତନ,ସମନ୍ୱିତ ଶୀଶୁ ଵିକାଶ ଅଧିକାରୀ ଅଫିସ ରେ ବୈଠକ l

Spread the love

ନୂତନ,ସମନ୍ୱିତ ଶୀଶୁ ଵିକାଶ ଅଧିକାରୀ ଅଫିସ ରେ ବୈଠକ l

କୋରାପୁଟ ଜିଲ୍ଲା, ସୁନାବେଡ଼ା ଠାରେ ନୂଆ ଆଇ ସି ଡି ଏସ ଅଫିସ ଖଲା ଯାଇଛି। ମଙ୍ଗଳ ବାର ଦିନ ନଳିନୀ ବେହେରା (ସିଡିପିଓ) ନୂତନ କାଯ୍ୟାଳୟ ଠାରେ ସମସ୍ତ ଅଙ୍ଗନ ୱାଡି କର୍ମୀ ମାନଙ୍କୁ ନେଇ ଗତ ତା ୩/୧୨/୨୦୨୪ ରିଖ ଏକ ବୈଠକ କରିଥିଲେ l ବୈଠକରେ ସୁଭଦ୍ରା ଯଜନା ରେ ହିତାଧିକାରୀ ଙ୍କ ଇକେୟାଇସି , ଆଧାର ଲିଂକ୍ , ଡି ବି ଟି ମୋଡ଼ ଆଦି ବିଷୟ ରେ ଆଲୋଚନା କରି ଥିଲେ l
ଆସନ୍ତା ତା ୭/୧୨/୨୦୨୪ ରିଖ ସୁଦ୍ଧା ଶେଷ କରିବା ନିମନ୍ତେ ଅଙ୍ଗନ ୱାଡି କର୍ମି ମାନଙ୍କୁ କହିଥିଲେ l ଅଙ୍ଗନ ୱାଡି କର୍ମି ଘର ଘର ବୁଲି ସୁଭଦ୍ରା ଯୋଜନା ବିଷୟ ରେ ସଚେତନ କରିବା ସହ ଘର ପାଖ ସଫା ରଖିବା, ଗର୍ଭବତି ମହିଳା କେମିତି ଠିକ ସମୟ ରେ ଔଷଧ ଖାଇବେ, ନିଜର ଯତ୍ନ କେମିତି ନିଜେ ନେବେ ଏବଂ ତତ୍ ସହିତ ଛଟ ଛୁଆ ପାଇଁ ଅଣ୍ଡା, ଛତୁଆ, ଓ ପୃଷ୍ଟି ସାର ଖାଦ୍ୟ ଖାଇବେ, ଛୁଆ ଙ୍କ ପାଇଁ ଖେଳନା, ଝିଅ ମାନଙ୍କ ପାଇଁ ଯାହା ସରକାର ଙ୍କ ସୁବିଧା ଅଛି ତାହା ସବୁ ଆଲୋଚନା ମାଧ୍ୟମ ରେ ଜଣେଇ ଥିଲେ ଓ ପୁନର୍ବାର ଏ ସମ୍ବନ୍ଦେ ହେଲ୍ପ ଡେସ୍କ ମେମ୍ବର ମାନଙ୍କ ସହ ଆଲଚନା ମଧ୍ୟ କରିଥିଲେ ,ଶ୍ରୀମତି ନଳିନୀ ବେହେରା ଆଗକୁ କେମିତିଅଙ୍ଗନ ୱାଡି କର୍ମି ମାନେ ଦାୟିତ୍ୱ ନେଇ କାମ କରିବେ ଏ ନେଇ ସବୁ ଅଙ୍ଗନ ୱାଡି କେନ୍ଦ୍ର ପରିଦର୍ଶନ କୁ ଯିବେ ବୋଲି ଜଣେଇ ଥିଲେ l

  • Related Posts

    ଜୟପୁରରେ ମେନରୋଡ଼ରେ ପରିବା ବିକ୍ରି ପଛରେ ଦଲାଲ ଚକ୍ର, ଟ୍ରାଫିକ ସୁଧାର ଅଭିଯାନକୁ ବାଧା

    Spread the love

    Spread the loveଜୟପୁରରେ ମେନରୋଡ଼ରେ ପରିବା ବିକ୍ରି ପଛରେ ଦଲାଲ ଚକ୍ର, ଟ୍ରାଫିକ ସୁଧାର ଅଭିଯାନକୁ ବାଧ ଜୟପୁର ୧୩/୮  ଜୟପୁର ସହରର ମେନରୋଡ଼ କିମ୍ବା ଅନ୍ୟାନ୍ୟ ପଥଧାରରେ ପରିବା ବିକ୍ରି କରୁଥିବା ଅନେକ ଆଦିବାସୀ ନାରୀମାନେ ପ୍ରକୃତରେ ଗାଁରେ ଚାଷିତ…

    କେନ୍ଦୁପତ୍ର ଟ୍ରକ୍ ଯୋଗୁଁ କୋଲାବ ବ୍ରିଜ୍‌ରେ ଟ୍ରାଫିକ୍ ସମସ୍ୟା

    Spread the love

    Spread the loveଜୟପୁର/ବୈପାରିଗୁଡ଼ା, ୪/୮ କେନ୍ଦୁପତ୍ର ବୋଝେଇ ଟ୍ରକ୍ ଯୋଗୁଁ ବୈପାରିଗୁଡ଼ା ଅଞ୍ଚଳର କୋଟା ଛକ ନିକଟସ୍ଥ ସ୍ବଲପୁର କୋଲାବ ବ୍ରିଜ୍‌ରେ ଦୈନିକ ଟ୍ରାଫିକ୍ ସମସ୍ୟା ଜନ୍ମ ନେଉଛି। ଅଭିଯୋଗ ଅନୁଯାୟୀ, ମାଲକାନଗିରି ଜିଲ୍ଲାରୁ ଆସୁଥିବା ଏହି ଟ୍ରକ୍‌ଗୁଡିକ ନିୟମ ଉଲ୍ଲଂଘନ…

    Leave a Reply

    Your email address will not be published. Required fields are marked *