ପରବ’ଅବସରରେ ନାଟକ ପ୍ରତିଯୋଗିତା।

Spread the love

ପରବ’ଅବସରରେ ନାଟକ ପ୍ରତିଯୋଗିତା।

ଜୟପୁର: ଜୟପୁର ମାଦଳା ସାହି ସ୍ଥିତ ମଣ୍ଡପରେ ‘ପରବ’ ଅବସରରେ ନାଟକ ପ୍ରତିଯୋଗିତା ଅନୁଷ୍ଠିତ, ଯୋଗଦେଲେ ଉପଜିଲ୍ଲାପାଳ ଶସ୍ୟା ରେଡ୍ଡୀ ପରବ ଅବସରରେ ଜିଲା ସୁଭିୟ ନାଟକ ପ୍ରତିଯୋଗିତା ଆଳି ଭାବୁ ୫ଟାରେ ଉଦଘାଟିତ ହୋଇଛି ।

ଜୟପୁର ମାଦଳା ସାହି ସ୍ଥିତ ଗୀତାଞ୍ଜଳି ମଣ୍ଡପ ଠାରେ ଆୟୋଜିତ ପ୍ରତିଯୋଗିତା କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଉପ ଜିଲାପାଳ ଆକାବରଣ ସସ୍ୟା ରେହି ଯୋଗ ଦେଇଥିଲେ ।

ସମ୍ମାନିତ ଅତିଥୁ ଭାବେ ପୌର ଅଧ୍ଯକ୍ଷ ନରେନ୍ଦ୍ର କୁମାର ମହାନ୍ତି, ଅବସର ପ୍ରାପ୍ତ ଜିଲା ସଂସ୍କୃତି ଅଧିକାର କୃଷ୍ଣ ଚନ୍ଦ୍ର ନିଶଙ୍କ, ସାସଂଦ ପ୍ରତିନିଧୂ ମନୋଜ ଆଚାରିୟ ଯୋଗ ଦେଇଥିଲେ । ନାଟକ ପ୍ରତି ଯୋଗିତାର ଳକ ଭାବେ ସୁଧାକର ପଟ୍ଟନାୟକ, ପ୍ରଶାନ୍ତ ମିଶ୍ର ସୁରେଶ ରାଉତ ଉପସ୍ଥିତ ଥିଲେ ।

  • Related Posts

    ଜୟପୁରରେ କଂଗ୍ରେସ ଜିଲ୍ଲା ସଭାପତି ନିର୍ବାଚନ ବୈଠକ ଅନୁଷ୍ଠିତ।

    Spread the love

    Spread the loveକୋରାପୁଟ,ଜୟପୁର, ୫/୯ ଶୁକ୍ରବାର ଜୟପୁରର ବାବା ସାହେବ କଲ୍ୟାଣୀ ମଣ୍ଡପମ ଏବଂ ବାଙ୍କମଠରେ କୋରାପୁଟ ଜିଲ୍ଲା କଂଗ୍ରେସ କମିଟିର ସଭାପତି ପାଇଁ ଏକ ନିର୍ବାଚନ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଅଖିଳ ଭାରତ କଂଗ୍ରେସ କମିଟିର ମାନକ…

    ଦେଢ଼ କୋଟିର ଗ୍ରାମୀଣ ଶିଳ୍ପ ପାର୍କ ସ୍ଥାଣୁ

    Spread the love

    Spread the love*ବଜାର ବ୍ୟବସ୍ଥା ନାହିଁ, କଞ୍ଚାମାଲ ଅଭାବରେ ୧୨ ଏସ ହେଚ୍ ଜି  ଜୀବିକା ସଙ୍କଟ କୋରାପୁଟ, ୪ /୯ ବିଜୁ ଗ୍ରାମୀଣ ବହୁମୁଖୀ କୃଷି ଉଦ୍ୟୋଗୀ ଯୋଜନାରେ ୨୦୨୧-୨୨ରେ କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ୍‌ର ପଢେଇଗୁଡା ଗ୍ରାମରେ ୨…

    Leave a Reply

    Your email address will not be published. Required fields are marked *