କୋରାପୁଟରେ ଏବେ ବି ବଞ୍ଚିଛି ବାର୍ଟର ପଦ୍ଧତି

Spread the love

କୋରାପୁଟରେ ଏବେ ବି ବଞ୍ଚିଛି ବାର୍ଟର ପଦ୍ଧତି

ଜୟପୁର/କୋରାପୁଟ: ଯୁଗ ବଦଳିଛି। ଲୋକେ ମହାକାଶରେ ପହଚିଂ ସାରିଥିଲେ ହେଁ ଏବେ ବି କୋରାପୁଟ ଜିଲ୍ଲାର ମହିଳାମାନେ ଅନେକ ବର୍ଷ ପୂର୍ବରୁ ପ୍ରଚଳିତ ଥିବା ବହୁ ପରମ୍ପରାକୁ ଆଜି ବି ଛାଡି ନାହାନ୍ତି। ସାଂପ୍ରତିକ ଯୁଗରେ ବୈଦ୍ୟୁତିକ ଯନ୍ତ୍ର ଚାଳିତ ଓଜନ ମେସିନ୍ ଓ ନିକତୀରେ ଓଜନ କରି ବିଭିନ୍ନ ସାମଗ୍ରୀ ବିକ୍ରି କରାଯାଉଛି। ଆଜି ବି କୋରାପୁଟ ଜିଲ୍ଲାରେ ଚାଳିଛି ବାର୍ଟର ପଦ୍ଧତି।
କୋରାପୁଟ ଜିଲ୍ଲାର ଗ୍ରାମାଂଚଳର ମହିଳାମାନେ ଏବେ ବି ମାଣ, ଡବା, ଗ୍ଲାସରେ ଚୁଡ଼ା, କୋଳଥ, ବିରି, ଝୁଡୁଙ୍ଗ ମଂଜି, କାଙ୍ଗୁ ଚାଉଳ, ମୁଗ, କାନ୍ଦୁଲ ମଂଜି, ସୋୟାବିନ ମଞ୍ଜି, କାଜୁ ମଂଜି ଆଦି ବିକ୍ରି କରୁଛନ୍ତି। କୋରାପୁଟ ଜିଲ୍ଲାସଦରମହକୁମା ଠାରୁ ଆରମ୍ଭ କରି ଜିଲ୍ଲାର ବିଭିନ୍ନ ସାପ୍ତାହିକହାଟରେ ଏ ସବୁ ଏହି ପଦ୍ଧତିରେ ବିକ୍ରି ହେଉଛି।
ସମୟ ବଦଳିଛି। କିନ୍ତୁ କେରାପୁଟ ଜିଲ୍ଲାର ଗ୍ରାମାଂଚଳର ମହିଳାମାନେ ଏବେ ଅନେକ ପୁରୁଣା ଅଭ୍ୟାସକୁ ଛାଡ଼ିପାରି ନାହାନ୍ତି। ମାଣ, ଡବା, ଗ୍ଲାସରେ ଚୁଡ଼ା, କୋଳଥ, ବିରି, ଝୁଡୁଙ୍ଗ ମଂଜି, କାଙ୍ଗୁ ଚାଉଳ, ମୁଗ, କାନ୍ଦୁଲ ମଂଜି, ସୋୟାବିନ ମଞ୍ଜି, କାଜୁ ମଂଜି ଆଦି ବିକ୍ରି କରୁଛନ୍ତି। କୋରାପୁଟ ଜିଲ୍ଲାସଦରମହକୁମା ଠାରୁ ଆରମ୍ଭ କରି ଜିଲ୍ଲାର ବିଭିନ୍ନ ସାପ୍ତାହିକହାଟରେ ଏ ସବୁ ଏହି ପଦ୍ଧତିରେ ବିକ୍ରି ହେଉଛି।
ତେବେ ଯୁଗ ବଦଳି ଯାଇଥିଲେ ହେଁ କୋରାପୁଟ ଜିଲ୍ଲାର ମହିଳାମାନେ ଏହି ରାଜରାଜୁଡା ଅମଳର ପରମ୍ପରା ବାରଟର ପଦ୍ଧତିକୁ ଛାଡି ପାରିନାହାନ୍ତି। ଲୋକେ ବି ଏହି ପଦ୍ଧତିକୁ ସହଜରେ ଗ୍ରହଣ କରୁଛନ୍ତି। ତେବେ ଏହି ଅତ୍ୟାଧୁନିକ ଯୁଗରେ ଆଉ କେତେ ଦିନ ଏହି ପଦ୍ଧତି ବଂଚି ରହିବ ତାହା ଦେଖିବାକୁ ବାକି ରହିଲା।

  • Related Posts

    ଜୟପୁରରେ କଂଗ୍ରେସ ଜିଲ୍ଲା ସଭାପତି ନିର୍ବାଚନ ବୈଠକ ଅନୁଷ୍ଠିତ।

    Spread the love

    Spread the loveକୋରାପୁଟ,ଜୟପୁର, ୫/୯ ଶୁକ୍ରବାର ଜୟପୁରର ବାବା ସାହେବ କଲ୍ୟାଣୀ ମଣ୍ଡପମ ଏବଂ ବାଙ୍କମଠରେ କୋରାପୁଟ ଜିଲ୍ଲା କଂଗ୍ରେସ କମିଟିର ସଭାପତି ପାଇଁ ଏକ ନିର୍ବାଚନ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଅଖିଳ ଭାରତ କଂଗ୍ରେସ କମିଟିର ମାନକ…

    ଦେଢ଼ କୋଟିର ଗ୍ରାମୀଣ ଶିଳ୍ପ ପାର୍କ ସ୍ଥାଣୁ

    Spread the love

    Spread the love*ବଜାର ବ୍ୟବସ୍ଥା ନାହିଁ, କଞ୍ଚାମାଲ ଅଭାବରେ ୧୨ ଏସ ହେଚ୍ ଜି  ଜୀବିକା ସଙ୍କଟ କୋରାପୁଟ, ୪ /୯ ବିଜୁ ଗ୍ରାମୀଣ ବହୁମୁଖୀ କୃଷି ଉଦ୍ୟୋଗୀ ଯୋଜନାରେ ୨୦୨୧-୨୨ରେ କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ୍‌ର ପଢେଇଗୁଡା ଗ୍ରାମରେ ୨…

    Leave a Reply

    Your email address will not be published. Required fields are marked *