ମଦ୍ୟପ ଡ୍ରାଇଭରର ଉନ୍ମତ୍ତ କାଣ୍ତ ଫୁଲବାଡ଼ ନିକଟରେ ଟାଟା ମ୍ୟାଜିକ କୁ ଧକ୍କା, ଡ୍ରାଇଭର ଅଟକ

Spread the love

ମଦ୍ୟପ ଡ୍ରାଇଭରର ଉନ୍ମତ୍ତ କାଣ୍ତ ଫୁଲବାଡ଼ ନିକଟରେ ଟାଟା ମ୍ୟାଜିକ କୁ ଧକ୍କା, ଡ୍ରାଇଭର ଅଟକ

ଜୟପୁର:ଆଜି ଅପରାହ୍ନ ୪ଟା ସମୟରେ ଜୟପୁର ଜିଲ୍ଲା ଚିକିତ୍ସାଳୟ ନିକଟରେ ଥିବା ଜାତୀୟ ରାଜପଥରେ ଦୁର୍ଘଟଣା ଘଟିଛି।


ନବରଙ୍ଗପୁର ଠାରୁ ଜୟପୁର ଟାଟା ସୋରୁମ ଅଭିମୁଖେ ଆସୁଥିବା ଏକ ନମ୍ବର ବିହିନ ନୂଆ ମିନିଟ୍ରକ ଡ୍ରାଇଭର ଅତ୍ୟଧୂକ ମଦ୍ୟପାନ କରି ଗାଡି ଚଲାଇବା ସମୟରେ ପ୍ରଥମେ ରେଲୱେ ଛକ ନିକଟରେ ଏକ ପୋଲକୁ ଧକ୍କା ଦେଇଥିଲେ। ପରେ ସେ ଆଉଏମସି ନିକଟରେ ଥୁବା ଜ୍ୟୋତି ମିଲର ଏକ ମ୍ୟାଜିକ ଗାଡି ସହ ଧକ୍କା ଦେବା ସହ ରାସ୍ତା କଡରେ ଠିଆ ହୋଇ କଥା ହେଉଥିବା ଅଧ୍ୟାପକଙ୍କ ୟୁନିକନ ବାଇକ କୁ ଧକ୍କା ଦେଇଥିଲା। ଅଳ୍ପକେ ବର୍ତ୍ତିଯାଇଥିଲେ। ସଦର ପୁଲିସ ପହଁଚି ଡ୍ରାଇଭରକୁ ଅଟକ ରଖ୍ ତଦନ୍ତ କରୁଛି ।

  • Related Posts

    ଜୟପୁରରେ କଂଗ୍ରେସ ଜିଲ୍ଲା ସଭାପତି ନିର୍ବାଚନ ବୈଠକ ଅନୁଷ୍ଠିତ।

    Spread the love

    Spread the loveକୋରାପୁଟ,ଜୟପୁର, ୫/୯ ଶୁକ୍ରବାର ଜୟପୁରର ବାବା ସାହେବ କଲ୍ୟାଣୀ ମଣ୍ଡପମ ଏବଂ ବାଙ୍କମଠରେ କୋରାପୁଟ ଜିଲ୍ଲା କଂଗ୍ରେସ କମିଟିର ସଭାପତି ପାଇଁ ଏକ ନିର୍ବାଚନ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଅଖିଳ ଭାରତ କଂଗ୍ରେସ କମିଟିର ମାନକ…

    ଦେଢ଼ କୋଟିର ଗ୍ରାମୀଣ ଶିଳ୍ପ ପାର୍କ ସ୍ଥାଣୁ

    Spread the love

    Spread the love*ବଜାର ବ୍ୟବସ୍ଥା ନାହିଁ, କଞ୍ଚାମାଲ ଅଭାବରେ ୧୨ ଏସ ହେଚ୍ ଜି  ଜୀବିକା ସଙ୍କଟ କୋରାପୁଟ, ୪ /୯ ବିଜୁ ଗ୍ରାମୀଣ ବହୁମୁଖୀ କୃଷି ଉଦ୍ୟୋଗୀ ଯୋଜନାରେ ୨୦୨୧-୨୨ରେ କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ୍‌ର ପଢେଇଗୁଡା ଗ୍ରାମରେ ୨…

    Leave a Reply

    Your email address will not be published. Required fields are marked *