ଖବରଦାତାଙ୍କ ପକ୍ଷରୁ ଉପମୁଖ୍ୟମନ୍ତ୍ରୀ,
ଜିଲାପାଳଙ୍କୁ ସମ୍ମାନିତ l

Spread the love

ଖବରଦାତାଙ୍କ ପକ୍ଷରୁ ଉପମୁଖ୍ୟମନ୍ତ୍ରୀ, ଜିଲାପାଳଙ୍କୁ ସମ୍ମାନିତ

କୋରାପୁଟ:  କୋରାପୁଟ ପରବ ଉଦ୍‌ଯାପ ମୁଖ୍ୟ ଅତିଥ୍ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା  ଯୋଗ ଦେଇ ଜିଲାର ଦେଇ – ପର୍ଯ୍ୟଟନସ୍ଥଳୀ ପରିଦର୍ଶନ କରିଛନ୍ତି। ସମୟରେ କୋରାପୁଟ ଖରବଦାତାଙ୍କ ପକ୍ଷରୁ ଉପମୁଖ୍ୟମନ୍ତ୍ରୀ ଓ ଜିଲାପାଳ ଭି. କୀର୍ତି ଭାସନଙ୍କୁ ପେନ୍‌ସିଲ୍ ଫଟୋଚିତ୍ର  ସମ୍ମାନିତ କରାଯାଇଛି। ଜିଲାର ର୍ଯ୍ୟଟନସ୍ଥଳୀ ବୁଲି ଦେଖ‌ିବି ଅଧ‌ିକରୁ ଅଧ‌ିକ ପର୍ଯ୍ୟଟନ ସ୍ଥଳୀର ଉନ୍ନତି ହେବା ସହିତ ପର୍ଯ୍ୟଟନ ସ୍ଥଳୀର ଉନ୍ନତି ପାଇଁ ୮୦ କୋଟିରୁ ୧୦୦ କୋଟି କିପରି କରାଯାଇ ପାରିବ ସେ ନେଇ ରାଜ୍ୟ ସରକାର ଚିନ୍ତା କରୁଛନ୍ତି ବୋଲି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିତା କହିଛନ୍ତି I ଏହି ଅବସରରେରେ କୋରାପୁଟ ଖବରଦାତା ସୌମ୍ୟ ରଞ୍ଜନ ସାହୁ, ତ୍ରିଲୋଚନ ମହାରଣା, ଅମିତାର ବେହେରା ଓ ସିଏଚ୍ ଭଗବତୀ ଆଚାରୀ ପେନସିଲରେ ତିଆରି ଫୋଟ ଚିତ୍ର ପ୍ରଦାନ କରିଥିଲେ।

  • Related Posts

    ଜୟପୁରରେ କଂଗ୍ରେସ ଜିଲ୍ଲା ସଭାପତି ନିର୍ବାଚନ ବୈଠକ ଅନୁଷ୍ଠିତ।

    Spread the love

    Spread the loveକୋରାପୁଟ,ଜୟପୁର, ୫/୯ ଶୁକ୍ରବାର ଜୟପୁରର ବାବା ସାହେବ କଲ୍ୟାଣୀ ମଣ୍ଡପମ ଏବଂ ବାଙ୍କମଠରେ କୋରାପୁଟ ଜିଲ୍ଲା କଂଗ୍ରେସ କମିଟିର ସଭାପତି ପାଇଁ ଏକ ନିର୍ବାଚନ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଅଖିଳ ଭାରତ କଂଗ୍ରେସ କମିଟିର ମାନକ…

    ଦେଢ଼ କୋଟିର ଗ୍ରାମୀଣ ଶିଳ୍ପ ପାର୍କ ସ୍ଥାଣୁ

    Spread the love

    Spread the love*ବଜାର ବ୍ୟବସ୍ଥା ନାହିଁ, କଞ୍ଚାମାଲ ଅଭାବରେ ୧୨ ଏସ ହେଚ୍ ଜି  ଜୀବିକା ସଙ୍କଟ କୋରାପୁଟ, ୪ /୯ ବିଜୁ ଗ୍ରାମୀଣ ବହୁମୁଖୀ କୃଷି ଉଦ୍ୟୋଗୀ ଯୋଜନାରେ ୨୦୨୧-୨୨ରେ କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ୍‌ର ପଢେଇଗୁଡା ଗ୍ରାମରେ ୨…

    Leave a Reply

    Your email address will not be published. Required fields are marked *