ଶିକ୍ଷକ କ୍ଷକ ଶିକ୍ଷା ବିଭାଗ ଓ ଜାତୀୟ ସେବା ଯୋଜନା ବ୍ୟୁରୋର ମିଳିତ ଉଦ୍ୟମରେ ରକ୍ତଦାନ ଶିବିର ଅନୁଷ୍ଠିତ ।

Spread the love

ଶିକ୍ଷକ କ୍ଷକ ଶିକ୍ଷା ବିଭାଗ ଓ ଜାତୀୟ ସେବା ଯୋଜନା ବ୍ୟୁରୋର ମିଳିତ ଉଦ୍ୟମରେ ରକ୍ତଦାନ ଶିବିର ଅନୁଷ୍ଠିତ ।ଜୟପୁର : ବିକ୍ରମ ଦେବ ବିଶ୍ଵବିଦ୍ୟାଳୟ ଜୟପୁର ର ଶିକ୍ଷକ ଶିକ୍ଷା ବିଭାଗ ଓ ଜାତୀୟ ସେବା ଯୋଜନା ବ୍ୟୁରୋର ମିଳିତ ଉଦ୍ୟମରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଅଛି। ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଦେବୀ ଦେ ପ୍ରସାଦ ମିଶ୍ର ଶିବିରକୁ ଉଦଘାଟନ କରି ସ୍ୱେଚ୍ଛାସେବୀ ମାନଙ୍କୁ ପ୍ରୋତ୍ସାହିତ କରିଥିଲେ । ସମ୍ମାନୀତ ଅତିଥି ଭାବରେ ସ୍ନାତକୋତ୍ତର ପରିଷଦର ଅଧ୍ଯକ୍ଷ ଡ଼ ପ୍ରଶାନ୍ତ କୁମାର ପାତ୍ର ଯୋଗଦେଇ ରିଥିଲେ। ଶିକ୍ଷକ ଶିକ୍ଷା ବିଭାଗର ବିଭାଗୀୟ କାର୍ଯ୍ୟକ୍ରମ ସଂଯୋଜକ ଡ଼ ମନୋରଞ୍ଜନ ରକ୍ତଦାନ ଶିବିରରେ ୫୨ ୟୁନିଟ୍ ରକ୍ତଦାନ ମହାପୁଣ୍ୟ ବୋଲି ଅଭିହିତ କରି? ମୁଖ୍ୟ ତଥା ଏନ୍ ଏସ୍ ଏସ୍ ବ୍ୟୁରୋର ପ୍ରଧାନଙ୍କ ତତ୍ବାବଧାନରେ ଆୟୋଜିତ ଏହି ର ସଂଗୃହୀତ ହୋଇଥିଲା। ଶିକ୍ଷକ ଶିକ୍ଷ ଶିକ୍ଷା ବିଭାଗର ମୁଖ୍ୟ ଡ଼ ମ ମନୋରଞ୍ଜନ ପ୍ରଧାନ, ସହକାରୀ ଫ ସ ର ଶ୍ରୀଲୋକେଶ କଶ ପ୍ରଧାନ, – ଅଧ୍ୟାପକ ୟପ୍ରି ତ୍ ଣ୍ଡେ,ସହାୟକ ସୁରଜ ବାହାଦୁରଙ୍କ ସମେତ ବିଶ୍ଵବିଦ୍ୟାଳୟର ଛାତ୍ର ଛାତ୍ରୀମାନେ ରକ୍ତଦାନ କରିଥିଲେ । ସୂଚନାଯୋଗ୍ୟ କି ରକ୍ତଦାନ ଶିବିର ବିଏଡ ପାଠ୍ୟକ୍ରମର ଏକ ଗୋଷ୍ଠୀ ଗୋଷ୍ଠୀଗତ ସେବାକାର୍ଯ୍ୟ । ରକ୍ତଦାନ ଶିବିରରେ ଜିଲ୍ଲା ଚିକିତ୍ସାଳୟ ତରଫରୁ ଅମ୍ଳାନ ଜେ ଜ୍ୟୋତି ଦାସ, ପ୍ରମୋଦ ଖୁଲ,ବି ପ୍ରତିଭା ପାତ୍ରଙ୍କ ସହ ମୋଟିଭେଟର ଭାବେ ପ୍ରମୋଦ ମୋଦ ରାଉଳ ଯୋଗଦାନ କରି ସ୍ୱେଛାସେବୀ ମାନଙ୍କୁ ଉତ୍ସାହିତ କରିଥିଲେ। ଏଭଳି କାର୍ଯ୍ୟକ୍ରମ ପାଇଁ ବିଶ୍ଵବିଦ୍ୟାଳୟର କୁଳପତି, କୁଳସଚିବ, ସିପିଜିସି, ଅର୍ଥ ନିୟନ୍ତ୍ରକ ସମେତ ସମସ୍ତ ବିଭାଗୀୟ ମୁଖ୍ୟମାନେ ଉଚ୍ଚ ପ୍ରଶଂସା କରିଥିଲେ।

  • Related Posts

    ଜୟପୁରରେ କଂଗ୍ରେସ ଜିଲ୍ଲା ସଭାପତି ନିର୍ବାଚନ ବୈଠକ ଅନୁଷ୍ଠିତ।

    Spread the love

    Spread the loveକୋରାପୁଟ,ଜୟପୁର, ୫/୯ ଶୁକ୍ରବାର ଜୟପୁରର ବାବା ସାହେବ କଲ୍ୟାଣୀ ମଣ୍ଡପମ ଏବଂ ବାଙ୍କମଠରେ କୋରାପୁଟ ଜିଲ୍ଲା କଂଗ୍ରେସ କମିଟିର ସଭାପତି ପାଇଁ ଏକ ନିର୍ବାଚନ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଅଖିଳ ଭାରତ କଂଗ୍ରେସ କମିଟିର ମାନକ…

    ଦେଢ଼ କୋଟିର ଗ୍ରାମୀଣ ଶିଳ୍ପ ପାର୍କ ସ୍ଥାଣୁ

    Spread the love

    Spread the love*ବଜାର ବ୍ୟବସ୍ଥା ନାହିଁ, କଞ୍ଚାମାଲ ଅଭାବରେ ୧୨ ଏସ ହେଚ୍ ଜି  ଜୀବିକା ସଙ୍କଟ କୋରାପୁଟ, ୪ /୯ ବିଜୁ ଗ୍ରାମୀଣ ବହୁମୁଖୀ କୃଷି ଉଦ୍ୟୋଗୀ ଯୋଜନାରେ ୨୦୨୧-୨୨ରେ କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ୍‌ର ପଢେଇଗୁଡା ଗ୍ରାମରେ ୨…

    Leave a Reply

    Your email address will not be published. Required fields are marked *