କୋରାପୁଟ ସାଂସଦଙ୍କ ବୈପାରିଗୁଡା ଗସ୍ତ

Spread the love

କୋରାପୁଟ ସାଂସଦଙ୍କ ବୈପାରିଗୁଡା ଗସ୍ତବୈପାରିଗୁଡା : କୋରାପୁଟଜିଲ୍ଲା ବୈପାରିଗୁଡାବ୍ଲକ ସଦର ମହକୁମାରେ ଥୂବା ରାସ୍ତା ଓ ଗୃହନିର୍ମାଣ ବିଭାଗର ଡାକବଙ୍ଗଳା ଠାରେ କର୍ମୀ ସମିଳନୀ ରେ ଯୋଗଦେଇଥିଲେ ସାଂସଦ ତଥାଟାୱାରମେନ ଶ୍ରୀଯୁକ୍ତ ସପ୍ତଗିରିଉଲ୍ଲକା ଆଜି କୋରାପୁଟ ସାଂସଦ ଶ୍ରୀଯୁକ୍ତ ସପ୍ତଗିରି ଉଲ୍କାକାଙ୍କୁ ବୈପାରିଗୁଡା କଂଗ୍ରେସପକ୍ଷରୁ ବ୍ଲକ ଭାବ୍ୟସ୍ବାଗତ ଉପସ୍ଥିତିରେ ବିରଖମ୍ବଙ୍କ ପୀଠଠାରେ ପୂଜାର୍ଚନା କରି ଢେମେସା, ନାଚ ବାଜାବାଣରେ ବୈପାରିଗୁଡା ମୁଖ୍ୟ ରାସ୍ତା ଦେଇ କର୍ମୀ ଙ୍କ ସହଚାଲିଚାଲି ଉପସ୍ଥିତଥିବା କର୍ମୀ ଙ୍କସଭାସ୍ଥଳପାଖକୁ ପହଁଚିଥିଲେ । ଆଜିର ଏହି କର୍ମୀସମିଳନୀରେ ସଭାପତିତ୍ବ କରିଥିଲେ କୋରାପୁଟ ସାଂସଦଙ୍କ ବୈପାରିଗୁଡା ପ୍ରତିନିଧୂ ଶ୍ରୀଯୁକ୍ତ ଜଗନ୍ନାଥ ବିଶୋଇ ମୁଖ୍ୟଅତିଥ୍‌ ଭାବେଶ୍ରୀଯୁକ୍ତ ସପ୍ତଗିରି ଉଲ୍ଲକା ଯୋଗଦେଇଥିବାବେଳେ ସଂମ୍ମାନୀତଅତିଥିଭାବେ କୋରାପୁଟ ବିଧାନସଭା ର କଂଗ୍ରେସଦଳ ପ୍ରାର୍ଥୀ ହୋଇଥିବା ଶ୍ରୀଯୁକ୍ତ କୃଷ୍ଣକୂଳଦୀପ କୋଟପାଡ଼ ବିଧାନସଭା ପ୍ରାର୍ଥୀ ଶ୍ରୀଯୁକ୍ତ ଅନାମଦିଆନ ପୂର୍ବତନ ମାଲକାନଗିରିର ବିଧାୟକ ଶ୍ରୀନିମାଇଁସରକାର କୋରାପୁଟ ରୁ ଆସିଥିବା ସାଂସଦଙ୍କପ୍ରତିନିଧୂ ଶ୍ରୀ ବାବୁଲାବେନିଆ ବୈପାରିଗୁଡା ବ୍ଲକର ଏକ ମାତ୍ରଜିଲ୍ଲାପରିଷଦ ଜୁନ୨ର କଂଗ୍ରେସର ଶ୍ରୀମତୀମଣୀଜାନି ଆଜିର କର୍ମୀସମିଳନୀରେ ଟାୱାରମେନ ସାଂସଦଶ୍ରୀଉଲ୍ଲକାତାଙ୍କର ବକ୍ତବ୍ୟରେ କହିଥିଲେଯେ ଚନ୍ଦ୍ରସୂର୍ଯ୍ୟଥୂବାପର୍ଯ୍ୟନ୍ତ କେହି କଂଗ୍ରସକୁ ଆମଠାରୁ ଦୁରେଇ ପାରିବନି ଆପଣମାନେପଞ୍ଚାୟତ ନିର୍ବାଚନ ପାଇଁ ସଜାଗରୁହନ୍ତୁ ବୋଲି କର୍ମୀଙ୍କୁ ଗୁରୁମନ୍ତ୍ରି ଦେଇଥିଲେ ଏହି କର୍ମୀସମିଳନୀରେ ବୈପାରିଗୁଡା ବ୍ଲକରବିଭିନ୍ନପଞ୍ଚାୟତ ରୁ ଆସିଥିବା କଂଗ୍ରେସସମତ ସମସ୍ତସରପଞ୍ଚ ସମିତିମେମ୍ବରଙ୍କ ସ‌ହ ୨୦ଗୋଟିପଞ୍ଚାୟତରୁ ବୋହୁ କଂଗ୍ରେସ ପ୍ରେମୀଯୋଗଦେଇଥିଲେ ଆଜିର ଏହି ସଭାରେ ବୈପାରିଗୁଡା ବ୍ଲକକଂଗ୍ରେସ ର ବରିଷ୍କୃକର୍ମୀ ବସତ୍ୟମହାନ୍ତି,ବାଲାଜିରାଓ,ଧନେଶ୍ବରମାଝୀ, ମହେନ୍ଦ୍ରଦଳେଇ, ପଦଲାମଖରା, ସୁଶାନୁମହାନ୍ତି, ସୁରେଶକୁମାର,ବବୁଲୁପାଳ,ଜଗନ୍ନାଥନାୟକ,ଧନସାଇଜାନୀ,ଘାସିନାଗ, କୁନାମହାନ୍ତି, ରଘୁମାଲି,ଗୋପୀଖୁଲ ଉପସ୍ଥିତରହି କର୍ମୀସମିଳନୀକୁ ସଫଲକରିଥିଲେ ।

  • Related Posts

    ଜୟପୁରରେ ମେନରୋଡ଼ରେ ପରିବା ବିକ୍ରି ପଛରେ ଦଲାଲ ଚକ୍ର, ଟ୍ରାଫିକ ସୁଧାର ଅଭିଯାନକୁ ବାଧା

    Spread the love

    Spread the loveଜୟପୁରରେ ମେନରୋଡ଼ରେ ପରିବା ବିକ୍ରି ପଛରେ ଦଲାଲ ଚକ୍ର, ଟ୍ରାଫିକ ସୁଧାର ଅଭିଯାନକୁ ବାଧ ଜୟପୁର ୧୩/୮  ଜୟପୁର ସହରର ମେନରୋଡ଼ କିମ୍ବା ଅନ୍ୟାନ୍ୟ ପଥଧାରରେ ପରିବା ବିକ୍ରି କରୁଥିବା ଅନେକ ଆଦିବାସୀ ନାରୀମାନେ ପ୍ରକୃତରେ ଗାଁରେ ଚାଷିତ…

    କେନ୍ଦୁପତ୍ର ଟ୍ରକ୍ ଯୋଗୁଁ କୋଲାବ ବ୍ରିଜ୍‌ରେ ଟ୍ରାଫିକ୍ ସମସ୍ୟା

    Spread the love

    Spread the loveଜୟପୁର/ବୈପାରିଗୁଡ଼ା, ୪/୮ କେନ୍ଦୁପତ୍ର ବୋଝେଇ ଟ୍ରକ୍ ଯୋଗୁଁ ବୈପାରିଗୁଡ଼ା ଅଞ୍ଚଳର କୋଟା ଛକ ନିକଟସ୍ଥ ସ୍ବଲପୁର କୋଲାବ ବ୍ରିଜ୍‌ରେ ଦୈନିକ ଟ୍ରାଫିକ୍ ସମସ୍ୟା ଜନ୍ମ ନେଉଛି। ଅଭିଯୋଗ ଅନୁଯାୟୀ, ମାଲକାନଗିରି ଜିଲ୍ଲାରୁ ଆସୁଥିବା ଏହି ଟ୍ରକ୍‌ଗୁଡିକ ନିୟମ ଉଲ୍ଲଂଘନ…

    Leave a Reply

    Your email address will not be published. Required fields are marked *