କୋରାପୁଟ ସାଂସଦଙ୍କ ସହ ସରପଞ୍ଚ ସମିତିଙ୍କ ପଞ୍ଚାୟତ ସମିତି ମିଟିଙ୍ଗ ରୁ କକ୍ଷତ୍ୟାଗ l

Spread the love

କୋରାପୁଟ ସାଂସଦଙ୍କ ସହ ସରପଞ୍ଚ ସମିତିଙ୍କ ପଞ୍ଚାୟତ ସମିତି ମିଟିଙ୍ଗ ରୁ କକ୍ଷତ୍ୟାଗ

ବୈପାରିଗୁଡା :ପଞ୍ଚାୟତସମିତି କାର୍ଯ୍ୟାଳୟ ପରିସର ଭିତରେ ଥ‌ିବା ସଭାଗୃହ ଠାରେ ଆଜି ୯ମାସର ବ୍ୟବଧାନ ପରେ ବୈପାରିଗୁଡା ଗୋଷ୍ଟିଉନ୍ନୟନ ଶ୍ରୀଯୁକ୍ତଅଭିମନ୍ୟୁକବି ଅଧକ୍ଷତାରେ ହୋଇଥୂବାବେଳେ ଅଧୂକାରୀ ଶଥପତି ମିଟିଙ୍ଗପରିଚଳିତ ଏଥିରେ କୋରାପୁଟସାଂସଦ ହେବା ଦିନଠାରୁ ଗୁପ୍ତା କୋଟପାଡ଼ ପ୍ରଥମଥର ଲାଗି ୬ ବର୍ଷପରେ ମୁଖ୍ୟଅତିଥି ଭାବେ ଯୋଗଦେଇଥିଲେ ବୈପାରିଗୁଡା ପଞ୍ଚାୟତସମିତି ମିଟିଙ୍ଗକୁ ସାଂସଦ ଶ୍ରୀଯୁକ୍ତ ସପ୍ତଗିରିଶଙ୍କର ଭଲ୍ଲକା! ଏଥିରେ ଅନ୍ୟତମଅତିଥି ଭାବେ କୋରାପୁଟ ବିଧାୟକ ଶ୍ରୀଯୁକ୍ତ ରଘୁରାମମାଛ,ବୈପାରିଗୁଡା ପଞ୍ଚାୟତସମିତିଅଧକ୍ଷ ଶ୍ରୀଯୁକ୍ତ ପ୍ରଶାନ୍ତକୁମାରଗୁ ଉପାଧ୍ଯକ୍ଷା ଶ୍ରୀମତୀ ପୂର୍ଣ୍ଣିମାବାରିକ ନବରଙ୍ଗପୁର ସାଂସଦପ୍ରତିନିଧୂ ଶ୍ରୀ ନରେନ୍ଦ୍ର କାନ୍ଦିଳିଆ ବେ ବିଧାୟକପ୍ରତିନିଧୂଶ୍ରୀ ପ୍ରଭାକର ରାଓ ତହସିଲଦାରସୁଶ୍ରୀସ୍ନିଗ୍ଧାରାଣୀ ଚୌଧୁରୀ,AEଓJE ୨୦ଗୋଟି ପଞ୍ଚାୟତ ରୁ ଆସିଥିବା ସରପଞ୍ଚ ଓ ସମିତି ମେମ୍ବର ବୈପାରିଗୁଡା ବ୍ଲକରେରେ କାର୍ଯ୍ୟରତ ବିଭିନ୍ନ ସରକାରୀ କାର୍ଯ୍ୟାଳୟର ମୁଖ୍ୟ ଅଧୂକାରୀ ଉପସ୍ଥିତିରେ ପଞ୍ଚାୟତସମିତି ମିଟିଙ୍ଗ ଚାଲୁଥିବା ବେଳେ କୋରାପୁଟସାଂସଦ ଓ ବିଧାୟକ ଙ୍କ ଦ୍ବାରା ବ୍ଲକ ରେ କାର୍ଯ୍ୟରତ ବିଭିନ୍ନବିଭାଗୀୟ ଅଧୂକାରୀଙ୍କୁ ଙ୍କୁ ଶିକ୍ଷା ସ୍ବାସ୍ଥ୍ୟ ଓ ଗୋମନାଗମନ ଏଲେକ୍ଟ୍ରିକ ବିଷୟରେ ବୁଝିବା ସମୟରେ କିଛି ପଞ୍ଚାୟତ ର ସରପଞ୍ଚ ଓ ସମିତି କୋରାପୁଟବିଧାୟକ ବ୍ଲକକାମରେ ରିକମେଣ୍ଡ କିରିବା ଓ BDO ଙ୍କ ମନମୁଖୀକାର୍ଯ୍ୟ ବିରୁଦ୍ଧରେ ଅଭିଯୋଗ ଆଣି କକ୍ଷତ୍ୟାଗକରି ବାହାରକୁ ଚାଲି ଯାଇଥିବା ଦେଖୁବାକୁମିଳିଥିଲା BDO ଶ୍ରୀଶଥପତି ଆମକୁ କୌଣସି ସହଯୋଗ ନ କରି ସରକାରୀଦଳରେ ଯୋଗଦେଲେ ଆପଣମାନେ କାମପାଇବେ ବୋଲି କିଛିସରପଞ୍ଚ ଓ ସମିତି ଅଭିଯୋଗକରିଛନ୍ତି ଓ ମିଟିଙ୍ଗକୁ ବର୍ଜନକରି ଚାଲିଯାଇଥିବା ଦେଖୁବାକୁ ମିଳିଛି । ପରବର୍ତୀ ସମୀୟରେ BDOଓAE ଙ୍କ କିଛି ଲିଖୁତସର୍ଭ ରଖୁବାପରେ ମିଟିଙ୍ଗ ଆରମ୍ଭ ହୋଇଥିବା ଜଣାପଡିଛି କିନ୍ତୁ ଏଥିରେ ସାଂସଦ କିମ୍ବା ବିଧାୟକ ଏଥିରେ ଅନୁପସ୍ଥିତ ରହିଥିଲେ । ଏହାକୁ ବ୍ଲକ ର ସମାଜିକସୁରକ୍ଷାଅଧୂକାରୀ ଙ୍କ ଦ୍ବାରା ପରିଚାଳିତ ହୋଇଥିଲା ।

  • Related Posts

    ଜୟପୁରରେ କଂଗ୍ରେସ ଜିଲ୍ଲା ସଭାପତି ନିର୍ବାଚନ ବୈଠକ ଅନୁଷ୍ଠିତ।

    Spread the love

    Spread the loveକୋରାପୁଟ,ଜୟପୁର, ୫/୯ ଶୁକ୍ରବାର ଜୟପୁରର ବାବା ସାହେବ କଲ୍ୟାଣୀ ମଣ୍ଡପମ ଏବଂ ବାଙ୍କମଠରେ କୋରାପୁଟ ଜିଲ୍ଲା କଂଗ୍ରେସ କମିଟିର ସଭାପତି ପାଇଁ ଏକ ନିର୍ବାଚନ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଅଖିଳ ଭାରତ କଂଗ୍ରେସ କମିଟିର ମାନକ…

    ଦେଢ଼ କୋଟିର ଗ୍ରାମୀଣ ଶିଳ୍ପ ପାର୍କ ସ୍ଥାଣୁ

    Spread the love

    Spread the love*ବଜାର ବ୍ୟବସ୍ଥା ନାହିଁ, କଞ୍ଚାମାଲ ଅଭାବରେ ୧୨ ଏସ ହେଚ୍ ଜି  ଜୀବିକା ସଙ୍କଟ କୋରାପୁଟ, ୪ /୯ ବିଜୁ ଗ୍ରାମୀଣ ବହୁମୁଖୀ କୃଷି ଉଦ୍ୟୋଗୀ ଯୋଜନାରେ ୨୦୨୧-୨୨ରେ କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ୍‌ର ପଢେଇଗୁଡା ଗ୍ରାମରେ ୨…

    Leave a Reply

    Your email address will not be published. Required fields are marked *