ମିଳିତ ଅଭିଯୋଗ ଶୁଣାଣି ଶିବିର l

ମିଳିତ ଅଭିଯୋଗ ଶୁଣାଣି ଶିବିର l


କୋରାପୁଟ:ଲକ୍ଷ୍ମୀପୁର ବ୍ଲକ କାର୍ଯ୍ୟାଳୟ ସଭାଗୃହ ଠାରେ ମିଳିତ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି Iକୋରାପୁଟ ଜିଲ୍ଲାପାଳ ଭି କୀର୍ତି ୱାସନ ଓ ଏସପି ରୋହିତ ବର୍ମା ଉପସ୍ଥିତ ରହି ସମୁଦାୟ ୪୮ ଟି ଅଭିଯୋଗ ଶୁଣିଥିଲେ । ସେଥ୍ ମଧ୍ୟରୁ ୨୫ ଟି ଗୋଷ୍ଠୀଗତ ଅଭିଯୋଗ ରହିଥ‌ିବା ବେଳେ ୨୩ ଟି ବ୍ୟକ୍ତିଗତ ଅଭିଯୋଗ ରହିଥିଲା Iଆୟୋଜିତ ଶିବିରରେ ୧୮ ଟି ଅଭିଯୋଗର ସମାଧାନ କରାଯାଇଥିବା ଜଣାପଡିଛି । ଲକ୍ଷ୍ମୀପୁର ବ୍ଲକ ମିଶନ ଶକ୍ତିର ମହିଳା ସ୍ଵୟଂ ସହାୟକ ଗୋଷ୍ଠୀକୁ ଏସବିଆଇ । ଏବଂ ୟୁଜିବି ପକ୍ଷରୁ ଋଣ ଅର୍ଥ ରାଶି ଚେକ ପ୍ରଦାନ କ ରା ଯାଇଥ୍ ଲ। 21 । ଜିଲ୍ଲା ପାଳ ଓ ଏ ପ୍ସି ଙ୍କ ଉପସ୍ଥିତି ରେ ଚେକ ପ୍ରଦା । ନ କରାଯାଇଥିଲା I ପାଇଥୁଲା I କୋରାପୁଟ ଜିଲ୍ଲା ପରିଷଦ ପରିଷଦ । ମୁଖ୍ୟ ଉନ୍ନୟନ ଅଧୁକାରୀ ତଥା ନିର୍ବାହୀ ।ପୁଟ ଉପ ଜିଲ୍ଲାପାଳ ପ୍ରେମଲାଲ ଶବର,ଜିଲ୍ଲା ଅଧୂକାରୀ ବେଣୁଧର ଶବର, କୋରାପୁଟ ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧୂକାରୀ ଡାକ୍ତର ବରୋଦା କାନ୍ତ ମିଶ୍ର ପ୍ରମୁଖଙ୍କ ସହ ଅନ୍ୟାନ୍ୟ ଜିଲ୍ଲାସ୍ତରୀୟ ଏବଂ ଜନ ପ୍ରତିନିଧ୍ ମାନେ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *