ଲାଞ୍ଚ ନ ଦେଲେ ବଦଳି ଧମକ – ଶିକ୍ଷକଙ୍କ ପତ୍ନୀଙ୍କ ଗଭୀର ଅଭିଯୋଗ
ନନ୍ଦପୁର/କୋରାପୁଟ, ୨୦/୭ ନନ୍ଦପୁର ବ୍ଲକରେ କାର୍ଯ୍ୟରତ ଏକ ଶିକ୍ଷକଙ୍କୁ ଲାଞ୍ଚ ଦେବା ଚାପ ଦେଇ ଧମକ ଦିଆଯାଇଥିବା ଚମତ୍କାରିକ ଅଭିଯୋଗ ଉଠିଛି। ଶିକ୍ଷକ ଉମେଶ ମଲ୍ଲିକଙ୍କ କ୍ୟାନ୍ସର ପୀଡିତା ପତ୍ନୀ ଅଭିଯୋଗ କରିଛନ୍ତି ଯେ, ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଗୁରୁଦେବ…
ଧାନଭି ବାସିନ୍ଦାଙ୍କ ପାଇଁ ଅଭିଶାପ ବନିଲା ବାଇପାସ ରାସ୍ତା
ଜୟପୁର,୨୦/୭ ଧାନଭି ଟାଉନସିପ୍ ଅଂଚଳରେ ନିର୍ମାଣଧୀନ ବାଇପାସ ରାସ୍ତା ବାସିନ୍ଦାଙ୍କ ପାଇଁ ଅନୁଗ୍ରହ ନୁହେଁ, ବରଂ ଅଭିଶାପ ଭାବେ ପରିଣତ ହେଉଛି। ରାସ୍ତା ନିର୍ମାଣ କାର୍ଯ୍ୟ ପାଇଁ ଗଛିତ ଥିବା ପଥର ଗୁଣ୍ଡ ଏବଂ ମାଟି ବର୍ଷା ପାଇଁ ବହିଯାଇ ଅଂଚଳର…
ନୂଆ ଡିଆଇଜିଙ୍କୁ ସାମ୍ବାଦିକଙ୍କ ସ୍ଵାଗତ, ମାଲକାନଗିରି ହତ୍ୟାକାଣ୍ଡ ତଦନ୍ତ ଦାବି l
ଜୟପୁର, ୨୦ ଜୁଲାଇ (ସିମାଦ୍ରୀ): ଦକ୍ଷିଣ ପଶ୍ଚିମାଞ୍ଚଳ ନବନିଯୁକ୍ତ ଡିଆଇଜି ଡ଼ା. କନ୍ୱର ବିଶାଳ ସିଂଙ୍କୁ ଜିଲ୍ଲା ସାମ୍ବାଦିକମାନେ ଭେଟି ସ୍ଵାଗତ ଜଣାଇଛନ୍ତି। କଳିଙ୍ଗ ୟୁନିଅନ ଅଫ୍ ୱାର୍କିଙ୍ଗ ଜର୍ଣାଲିଷ୍ଟ ପକ୍ଷରୁ ଫୁଲତୋଡ଼ା ପ୍ରଦାନ କରି ଡିଆଇଜିଙ୍କୁ ଆଦର୍ଶ ସ୍ଵାଗତ ଦିଆଯାଇଥିଲା।ଏହି…
ନବରଙ୍ଗପୁରରେ ସାମାଜିକ ସୁରକ୍ଷା ସାହାଯ୍ୟ ପ୍ରଦାନ କାର୍ଯ୍ୟକ୍ରମ
ନବରଙ୍ଗପୁର,୨୦/୭ ନବରଙ୍ଗପୁର ସହର ସ୍ଥିତ ସାଇ କଲ୍ୟାଣମଣ୍ଡପରେ ଏକ ବିଶେଷ କାର୍ଯ୍ୟକ୍ରମରେ ପଞ୍ଚାୟତରାଜ ମନ୍ତ୍ରୀ ଶ୍ରୀ ରବିନାରାୟଣ ନାୟକ ୨୨ ଜଣ ହିତାଧିକାରୀଙ୍କୁ ସାମାଜିକ ସୁରକ୍ଷା ସହାୟତା ପ୍ରଦାନ କରିଛନ୍ତି।ଏହି କାର୍ଯ୍ୟକ୍ରମରେ ୨୦ ଜଣଙ୍କୁ ଶ୍ରବଣ ଯନ୍ତ୍ର ଓ ୨ ଜଣ…
ସବୁଜ ନବରଙ୍ଗପୁର ଗଠନକୁ ନେଇ ପରିବର୍ତ୍ତନ ଫାଉଣ୍ଡେସନ ର ଉଦ୍ୟମ | ଦେଢ ସେଂଖ୍ୟା ବୃକ୍ଷ ରୋପଣ।
ନବରଙ୍ଗପୁର, ୨୦/୭ ପରିବେଶ ସୁରକ୍ଷା ଓ ସବୁଜ ନବରଙ୍ଗପୁର ଗଠନକୁ ନେଇ ପରିବର୍ତ୍ତନ ଫାଉଣ୍ଡେସନ ର ସଭ୍ୟମାନେ ଭତରା ସିଉନି ମନ୍ଦିର ନିକଟରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଆୟୋଜନ କରିଛନ୍ତି। ଫାଉଣ୍ଡେସନ ର ସଂସ୍ଥାପକ ଓ ଅଧ୍ୟକ୍ଷ ନିନୀବାବୁ ତ୍ରିପାଠୀଙ୍କ ଆହ୍ୱାନରେ…
ଜୟପୁର ନିକଟ ଜୟନ୍ତଗିରିରେ ସାମୁହିକ ବୃକ୍ଷରୋପଣ, ଶତାଧିକ ଚାରା ରୋପିତ
ଜୟପୁର, ୨୦/୭ କାଳୀକୃଷ୍ଣ ସଂଘର ପ୍ରତିଷ୍ଠାତା ସଦଗୁରୁଦେବ ସ୍ୱାମୀ ସତ୍ୟାନନ୍ଦ ସରସ୍ଵତୀ ମହାରାଜଙ୍କ ୮୩ତମ ଜନ୍ମଦିନ ଉପଲକ୍ଷେ ଆୟୋଜିତ ପଞ୍ଚଦିନିଆ ଧ୍ୟାନ ଓ ସାମାଜିକ କାର୍ଯ୍ୟକ୍ରମର ଅଂଶ ଭାବେ, ତା. ୧୮ ଜୁଲାଇ ରେ ଜୟନ୍ତଗିରି ଉଚ୍ଚ ବିଦ୍ୟାଳୟ ପରିସରରେ ସାମୁହିକ…
ମାଗଣା ଚକ୍ଷୁ ପରୀକ୍ଷା ଶିବିରରେ ୧୨୫ ଲୋକ ଲାଭାନ୍ୱିତ
ଜୟପୁର, ୨୦/୭ , କାଳୀକୃଷ୍ଣ ସଂଘର ପ୍ରତିଷ୍ଠାତା ସଦଗୁରୁଦେବ ସ୍ଵାମୀ ସତ୍ୟାନନ୍ଦ ସରସ୍ଵତୀ ମହାରାଜଙ୍କ ୮୩‑ତମ ଧରାବତରଣ ଦିବସ ଉପଲକ୍ଷେ ଆୟୋଜିତ ପଞ୍ଚଦିବସୀୟ କାର୍ଯ୍ୟକ୍ରମର ତୃତୀୟ ଦିନରେ କାଳୀକୃଷ୍ଣ ସଂଘ ତରଫରୁ ଏକ ମାଗଣା ଚକ୍ଷୁ ପରୀକ୍ଷା ଏବଂ ପରାମର୍ଶ ଶିବିର…
ଏନକାଉଣ୍ଟରରେ ଛଅ ମାଓବାଦୀ ନିହତ, ମୁଖ୍ୟ ନେତା ସମେତ ଚିହ୍ନଟ ଅସ୍ତ୍ର, ବିସ୍ଫୋରକ ଓ ରାଇଫଲ ଜବତ ।
ମାଲକାନଗିରି ସୀମାନ୍ତ ଅଞ୍ଚଳରେ ଅପରେସନ ମନସୁନ୍ ର ସଫଳତା ମାଲକାନଗିରି, ୧୯ /୭ ମାଲକାନଗିରି ସୀମାନ୍ତ ଛତିଶଗଡ଼ ରାଜ୍ୟର ନାରାୟଣପୁର ଜିଲ୍ଲା ଅଞ୍ଚଳରେ ଅବସ୍ଥିତ ଆବୁଝମାଡ଼ ଜଙ୍ଗଲର ପରିଆ କାକୁଲ ନାମକ ସ୍ଥାନରେ ଶୁକ୍ରବାର ଦିନ ସୁରକ୍ଷା ବାହିନୀ ଓ ମାଓବାଦୀଙ୍କ…
ଚଡକରେ ୬ ବଳଦ, ୧ ଗାଈ ମୃତ; ଜଗୁଆଳି ଗୁରୁତର ।
ନନ୍ଦପୁର/ କୋରାପୁଟ | ୧୯ / ୭ ବର୍ଷା ସମୟରେ ଆକସ୍ମିକ ବଜ୍ରପାତର କାରଣରୁ ନନ୍ଦପୁର ବ୍ଲକର ଫୁଲବେଡ଼ା ଗାଁ ଆମ୍ବଗଛ ତଳେ ଆଶ୍ରୟନିଅଥିବା ୬ଟି ବଳଦ ଓ ୧ଟି ଗାଈ ମୃତ୍ୟୁବରଣ କରିଥିଲେ, ଯେଉଁଠାରେ ଚାରାଗୁଡ଼ିକୁ ଚରାଇବା ବେଳେ ହଠାତ୍…
ସୀମାଞ୍ଚଳରେ ଓଡ଼ିଆ ଭାଷାର ଅସ୍ତିତ୍ୱ ସଙ୍କଟ: ୬ ବିଦ୍ୟାଳୟ ବନ୍ଦ ।
ବନ୍ଧୁଗାଁ/କୋରାପୁଟ, ୧୯/୭ ଆନ୍ଧ୍ର ସୀମାଠାରେ ଅବସ୍ଥିତ କୋରାପୁଟ ଜିଲ୍ଲାର ବନ୍ଧୁଗାଁ ବ୍ଲକରେ ଓଡ଼ିଆ ଭାଷା ଅସ୍ତିତ୍ୱ ସଂକଟରେ ପଡ଼ିଛି। ତେଲୁଗୁ ଭାଷାର ବଢ଼ିଥିବା ପ୍ରଭାବ ଏବଂ ଶିକ୍ଷା ସୂଚନାର ଅଭାବ କାରଣରୁ ଓଡ଼ିଶା ରାଜ୍ୟର ଅନେକ ବିଦ୍ୟାଳୟ ବନ୍ଦ ହେଉଛି। ବନ୍ଧୁଗାଁ…