ସହିଦ୍ ଯବାନଙ୍କ ପ୍ରତିମୂର୍ତ୍ତି ଓ ପାର୍କ ନିର୍ମାଣ ଦାବି, ପ୍ରଶାସନ ନିରବ ।

ଜୟପୁର/ବୈପାରିଗୁଡ଼ା, ୧୯ ଜୁଲାଇ (ସିମାଦ୍ରୀ): ବୈପାରିଗୁଡ଼ା ବ୍ଲକର ବଡାଗୁଡା ଗ୍ରାମବାସୀ ସହିଦ୍ ଯବାନ ଈଶ୍ୱର ତଲିଆଙ୍କ ସ୍ମୃତିରେ ପ୍ରତିମୂର୍ତ୍ତି ଏବଂ ପାର୍କ ନିର୍ମାଣ ପାଇଁ ପୁନଃ ଦାବି ଉଠାଇଛନ୍ତି। ୨୦୨୪ ଡିସେମ୍ବରରେ ରାଜସ୍ଥାନରେ ଟ୍ୟାଙ୍କ ଫାଇରିଂ ସମୟରେ ଘଟିଥିବା ବିସ୍ଫୋରଣରେ ଗୁରୁତର…

କନ୍ୟା ଙ୍କୁ ସ୍ୱାଗତ ସହିତ ପରିବେଶ ସୁରକ୍ଷା ଏବଂ ପ୍ରକୃତି ସଚେତନତା ଅଭିଯାନ

କନ୍ୟା ଙ୍କୁ ସ୍ୱାଗତ ସହିତ ପରିବେଶ ସୁରକ୍ଷା ଏବଂ ପ୍ରକୃତି ସଚେତନତା ଅଭିଯାନ ନବରଙ୍ଗପୁର,୧୮/୭ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ଅଧୀନ ଜୁନାପାଣି ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ଠାରେ ଝିଅମାନଙ୍କୁ ସ୍ୱାଗତ ସହିତ ପରିବେଶ ସୁରକ୍ଷା ଏବଂ ପ୍ରକୃତି ସଚେତନତା…

ଫକୀର ମୋହନ ଛାତ୍ରୀ ଆତ୍ମାହୁତି ମାମଲା – ଅବହେଳା ବିରୋଧରେ ଓଡ଼ିଶା ବନ୍ଦ ସଫଳ ।

ଲକ୍ଷ୍ମୀପୁର, ୧୭ /୭ ଫକୀର ମୋହନ ସ୍ୱୟଂ ଶାସିତ ବିଶ୍ୱବିଦ୍ୟାଳୟର ଛାତ୍ରୀ ସୌମ୍ୟାଶ୍ରୀ ବିଶିଙ୍କ ଆତ୍ମାହୁତି ମାମଲାକୁ ନେଇ ରାଜ୍ୟ ସରକାରଙ୍କ ଅବହେଳା ବିରୋଧରେ ଏବଂ ଇସ୍ତଫା ଦାବିରେ ଓଡ଼ିଶା ବନ୍ଦ କାର୍ଯ୍ୟକ୍ରମ ଆୟୋଜିତ ହେଲା । ଓଡ଼ିଶା ପ୍ରଦେଶ କଂଗ୍ରେସ…

ନବରଙ୍ଗପୁରରେ ବିଜେଡିର କ୍ୟାଣ୍ଡେଲ ଶୋଭାଯାତ୍ରା

ଛାତ୍ରୀ ଆତ୍ମଦାହ ଘଟଣାକୁ ନେଇ ସରକାର ବିରୋଧରେ ତୀବ୍ର ପ୍ରତିବାଦ । ନବରଙ୍ଗପୁର,୧୭ /୭ ବାଲେଶ୍ୱର ଫକୀର ମୋହନ ସ୍ୱୟଂ ଶାସିତ ବିଶ୍ୱବିଦ୍ୟାଳୟର ଛାତ୍ରୀ ସୌମ୍ୟାଶ୍ରୀ ବିଶିଙ୍କ ଆତ୍ମଦାହ ଘଟଣା ପରେ ସମ୍ପୂର୍ଣ୍ଣ ରାଜ୍ୟ ଜୁଡି ଆକ୍ରୋଶ ମେଘ ଝାଡ଼ି ଚାଲିଛି…

ସ୍କୁଲରେ ନିର୍ଯାତନା ବିରୋଧୀ ଆଇନ କଡା ଭାବେ ପାଳନ: ଗଣଶିକ୍ଷା ବିଭାଗରୁ ସମସ୍ତ ଡି.ଇ.ଓ  ଙ୍କୁ ଚିଠି ।

ଭୁବନେଶ୍ୱର, ଜୁଲାଇ ୧୭/୭ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସ୍କୁଲ ଓ ଶିକ୍ଷାକ୍ଷେତ୍ରରେ ନିର୍ଯାତନା ବିରୋଧୀ ବ୍ୟବସ୍ଥାକୁ କଡା ଭାବେ ପାଳନ କରିବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରାଯାଇଛି। ଏଥିପାଇଁ ରାଜ୍ୟର ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀ…

ବିଧାୟକଙ୍କ ଦ୍ୱାରା ଆହତ ବାଇକ୍ ଚାଳକ ଉଦ୍ଧାର, ସମୟୋଚିତ ସହଯୋଗର ଦୃଷ୍ଟାନ୍ତ

ଲକ୍ଷ୍ମୀପୁର, ୧୭ ଜୁଲାଇ (ସିମାଦ୍ରୀ): ଲକ୍ଷ୍ମୀପୁର ଥାନା ଅନ୍ତର୍ଗତ ବନ୍ଦିକାର ଘାଟି ନିକଟରେ ଜଣେ ବାଇକ୍ ଚାଳକ ଦୁର୍ଘଟଣାରେ ଗୁରୁତର ଆହତ ହୋଇ ରାସ୍ତା ଉପରେ ରକ୍ତ ଜୁଡୁବୁଡୁ ହେବା ସତ୍ୱେ ଲୋକେ ଉପେକ୍ଷା କରୁଥିବା ବେଳେ, ଏହି ଦୃଶ୍ୟ ଦେଖି…

ବନ୍ଦେ ଭାରତ ଟ୍ରେନ୍‌କୁ କୋରାପୁଟ ପର୍ଯ୍ୟନ୍ତ ସଂପ୍ରସାରଣ ପାଇଁ ଦାବି , ପ୍ରଧାନମନ୍ତ୍ରୀଙ୍କୁ ଉତ୍କଳ ସମ୍ମିଳନୀର ଅନୁରୋଧପତ୍ର ।

ଜୟପୁର, 17 /7 ଭୁବନେଶ୍ୱର–ବିଶାଖାପଟଣା ବନ୍ଦେ ଭାରତ ଏକ୍ସପ୍ରେସ୍‌କୁ ଆରାକୁ ମାର୍ଗରେ ଜୟପୁର ହୋଇ କୋରାପୁଟ ପର୍ଯ୍ୟନ୍ତ ସଂପ୍ରସାରଣ କରିବା ଦାବି କରି ଉତ୍କଳ ସମ୍ମିଳନୀ ପକ୍ଷରୁ ଏକ ଅନୁରୋଧପତ୍ର ପ୍ରଧାନମନ୍ତ୍ରୀଙ୍କୁ ଦିଆଯାଇଛି। ଏହି ଅନୁରୋଧ ପତ୍ର ବିଶାଖାପଟଣା ରେଳ ଡିଭିଜନର…

ମଦ ବିକ୍ରି କୁ ବିରୋଧ, ମଦ ମୁକ୍ତ କରିବାକୁ ଅଣ୍ଟା ଭିଡ଼ିଲେ ବେନୋରା ପଞ୍ଚାୟତ ମହିଳା ମାନେ।

ନବରଙ୍ଗପୁର: ମଦ କୁ ବିରୋଧ କରିଲେ ଗ୍ରାମ ର ଶତାଧିକ ମହିଳା, ଘରେ ଘରେ ପଶିଲେ, ଦୋକାନ ରେ ପଶି ମଦ ବୋତଲ ଆଣି ରାସ୍ତା ରେ ଫଟେଇଲେ ମହିଳାମାନେ। ଅଞ୍ଚକକୁ ମଦ ମୁକ୍ତ କରିବାକୁ ଅଣ୍ଟା ଭିଡ଼ିଛନ୍ତି ମହିଳା ମାନେ।…

ଜିଲ୍ଲା ସହରାଞ୍ଚଳ ବିକାଶ ଉପରେ ଓରିଏଣ୍ଟେସନ୍ କାର୍ଯ୍ୟକ୍ରମ।

କୋରାପୁଟ, ୧୬ /୭ ଓଡିଶା ରାଜ୍ୟ ଗୃହ ନିର୍ମାଣ ଏବଂ ନଗର ଉନ୍ନୟନ ବିଭାଗ ତତ୍ତ୍ୱାବଧାନରେ, ଜିଲ୍ଲା ସହରାଞ୍ଚଳ ବିକାଶ ପାଇଁ ଜିଲ୍ଲା ସହରାଞ୍ଚଳ ବିକାଶ ପ୍ରାଧିକରଣ (ଡୁଡ଼ା ) ଦ୍ୱାରା ନିଆଯାଇଥିବା ପଦକ୍ଷେପ ବିଷୟରେ ସଚେତନତା ସୃଷ୍ଟି କରିବା ପାଇଁ…

ନାଳରେ ବୁଡ଼ି ଶିଶୁପୁତ୍ରଙ୍କ ଦୁଃଖଦ ମୃତ୍ୟୁ

କୋରାପୁଟ ଜିଲ୍ଲା ବୈପାରିଗୁଡ଼ା ବ୍ଲକର ପୂଜାରୀଗୁଡ଼ା ପଞ୍ଚାୟତ ଅଧୀନ ସାନ ପାବଲିଗୁଡ଼ା ଗ୍ରାମରେ ଏକ ମାନସିକ ଉତ୍ପାତିଦାୟକ ଦୁଃଖଦ ଘଟଣା ଘଟିଛି। ଗ୍ରାମବାସୀ ଶୁକ୍ରା ମାଝୀଙ୍କ 3 ବର୍ଷୀୟ ପୁଅ ହେମନ୍ତ ମାଝୀ ନିକଟସ୍ଥ ନାଳରେ ବୁଡ଼ି ଜୀବନ ହାରାଇଛନ୍ତି। ଦିନଟି…