ଯୁବ ନେତା ବାପି ଙ୍କ ଜନ୍ମବାର୍ଷିକୀ ଅବସରରେ ଜୟପୁରମ କଂଗ୍ରେସ ଭବନରେ ରକ୍ତଦାନ ଶିବିର
ଭୁବନେଶ୍ୱର,ଜୟପୁର, ୫/୮ ଓଡିଶା ଯୁବ ଏବଂ ଛାତ୍ରଙ୍କ ହୃଦୟରେ ସ୍ମରଣୀୟ ଯୁବ ନେତା କେଶରୀ ଜେନା (ବାପି)ଙ୍କ ଜନ୍ମବାର୍ଷିକୀ ଅବସରରେ, ରାଜ୍ୟ ଯୁବ କଂଗ୍ରେସ ଆନୁକୂଲ୍ୟରେ ଜୟପୁର ର କଂଗ୍ରେସ ଭବନରେ ଏକ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା। ସମାଜସେବାରେ ନିୟୋଜିତ…
୬୬୨ ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ସଂଘ ତରଫରୁ ଦାବିପତ୍ର ପ୍ରଦାନ
ନବରଙ୍ଗପୁର, ୬/୮ ନିଖିଳ ଓଡିଶା ୬୬୨ ବର୍ଗ (+2 ଓ +3) ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ସଂଘ, ନବରଙ୍ଗପୁର ଜିଲ୍ଲା ଶାଖା ତରଫରୁ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଓଡିଶା…
ମୋଟୁରେ ୧୦୭୮ଟି କଇଁଛ ଜବତ, ୩ ଜଣ ଗିରଫ
କାଲିମେଳା, ୬/୮ ମାଲକାନଗିରି ଜିଲ୍ଲାର ମୋଟୁ ବନ ବିଭାଗ ଦ୍ୱାରା ଆନ୍ଧ୍ରପ୍ରଦେଶରୁ ଚୋରା ଭାବରେ ଆସୁଥିବା ୧୦୭୮ଟି କଇଁଛ ଜବତ କରାଯାଇଛି। ଏହି ଅଭିଯାନ ଆଜି ସନ୍ଧ୍ୟା ବେଳେ ଓଡ଼ିଶା-ଆନ୍ଧ୍ର ସୀମା ନିକଟ ମୋଟୁ ଅଞ୍ଚଳରେ ଚାଲିଥିଲା।ବନ ବିଭାଗ ତଥ୍ୟ ଅନୁଯାୟୀ,…
ଭିଜିଲାନ୍ସ ଜାଲରେ ଶିକ୍ଷା ବିଭାଗ କିରାଣି, ୧୫ ହଜାର ଟଙ୍କା ଲାଞ୍ଚ ସହ ଗିରଫ।
ସେମିଳିଗୁଡା/କୋରାପୁଟ,୬/୮ ନନ୍ଦପୁର ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟର କନିଷ୍ଠ କିରାଣି ସନ୍ଦୀପ କୁମାର ତ୍ରିପାଠୀ ୧୫ ହଜାର ଟଙ୍କା ଲାଞ୍ଚ ନେବା ସମୟରେ ଭିଜିଲାନ୍ସ ଜାଲରେ ପଡିଛନ୍ତି। ସେମିଳିଗୁଡା-ନନ୍ଦପୁର ରାସ୍ତାର ଏକ ଚା’ ଦୋକାନ ନିକଟରେ ରାତି ୭ଟା ସମୟରେ ଏହି ଅଭିଯାନ…
ସୀମାବର୍ତ୍ତୀ ଗାଁରେ ଜମି ବନ୍ଦୋବସ୍ତ ପାଇଁ ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି
କୋରାପୁଟ, ୬/୮ ଓଡ଼ିଶା ସରକାର ସୀମାବର୍ତ୍ତୀ ଅଞ୍ଚଳରେ ଘରୋଇ ଓ ସରକାରୀ ଜମି ବନ୍ଦୋବସ୍ତ ପାଇଁ ପଦକ୍ଷେପ ନେଇଛନ୍ତି। କୋରାପୁଟ ଜିଲ୍ଲାର ପଟ୍ଟାଙ୍ଗି ତହସିଲର ବରାବନ୍ଧ, ମତଲମ୍ବା, ମାଳିପୁଟ, ମାଲକାରବନ୍ଦା ଓ ସିମିଳିଗୁଡା ତହସିଲର ଉପର କାଣ୍ଟି ଗାଁରେ ଏହି କାର୍ଯ୍ୟ…
ଅନ୍ଲାଇନ୍ ଜୁଆର ଦୁଷ୍ପରିଣାମ: କ୍ରୀଡ଼ା ଶିକ୍ଷକଙ୍କ ଆତ୍ମହତ୍ୟା ଉଦ୍ୟମ, ପତ୍ନୀଙ୍କ ଚେତନାରୁ ଜୀବନ ରକ୍ଷା
ନାରାୟଣପାଟଣା (କୋରାପୁଟ), ୩ ଅଗଷ୍ଟ: ଅନ୍ଲାଇନ୍ ଗେମ୍ ଅଭିଯାନର ଶିକାର ହୋଇ ଲକ୍ଷାଧିକ ଟଙ୍କା ହାରିଥିବା ଏବଂ ଋଣ ଭାରରେ ଦବାଯାଇଥିବା ଜଣେ କ୍ରୀଡ଼ା ଶିକ୍ଷକ ଆତ୍ମହତ୍ୟା ଉଦ୍ୟମ କରିଥିବା ଘଟଣା କୋରାପୁଟ ଜିଲ୍ଲା ନାରାୟଣପାଟଣାରେ ଘଟିଛି। ତେବେ ସମୟ ମଧ୍ୟରେ…
କୋଟପାଡ଼ ଏକଲବ୍ୟ ବିଦ୍ୟାଳୟରେ ଅବ୍ୟବସ୍ଥା: ଜିଲ୍ଲା ମଙ୍ଗଳ ଅଧିକାରୀ ତଦାରଖ ଆରମ୍ଭ କଲେ
କୋରାପୁଟ, ୪/୮ କୋରାପୁଟ ଜିଲ୍ଲାର କୋଟପାଡ଼ ବ୍ଲକ ଅନ୍ତର୍ଗତ ଢମଣା ହାଣ୍ଡି ଅଞ୍ଚଳରେ ଅବସ୍ଥିତ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟରେ ଦୀର୍ଘ ଛଅ ମାସ ହେବ ଛାତ୍ରଛାତ୍ରୀଙ୍କୁ ମେନୁ ହିସାବରେ ଖାଦ୍ୟ ଯୋଗାଇ ଦିଆଯାଉ ନାହିଁ ବୋଲି ଗୁରୁତର ଅଭିଯୋଗ ମିଳିଛି।…
କେନ୍ଦୁପତ୍ର ଟ୍ରକ୍ ଯୋଗୁଁ କୋଲାବ ବ୍ରିଜ୍ରେ ଟ୍ରାଫିକ୍ ସମସ୍ୟା
ଜୟପୁର/ବୈପାରିଗୁଡ଼ା, ୪/୮ କେନ୍ଦୁପତ୍ର ବୋଝେଇ ଟ୍ରକ୍ ଯୋଗୁଁ ବୈପାରିଗୁଡ଼ା ଅଞ୍ଚଳର କୋଟା ଛକ ନିକଟସ୍ଥ ସ୍ବଲପୁର କୋଲାବ ବ୍ରିଜ୍ରେ ଦୈନିକ ଟ୍ରାଫିକ୍ ସମସ୍ୟା ଜନ୍ମ ନେଉଛି। ଅଭିଯୋଗ ଅନୁଯାୟୀ, ମାଲକାନଗିରି ଜିଲ୍ଲାରୁ ଆସୁଥିବା ଏହି ଟ୍ରକ୍ଗୁଡିକ ନିୟମ ଉଲ୍ଲଂଘନ କରି ବେସି…
ଦୁଇ ରାଜ୍ୟର ଗୋଟିଏ ସ୍କୁଲ – ଆଗକୁ କଣ ଭବିଷ୍ୟତ?
*ପାଠପଢା ଉପରେ ପଡ଼ୁଛି ଦ୍ୱେତ୍ ଶାସନର ପ୍ରଭାବ କୋରାପୁଟ, ୪ /୮ କୋରାପୁଟ ଜିଲ୍ଲାର ପଟାଙ୍ଗି ବ୍ଲକ୍ର କୋଟିଆ ପଞ୍ଚାୟତର ଧୂଳିପଦର ଗ୍ରାମରେ ଅନୁଠା ଦୃଶ୍ୟ ଦେଖିବାକୁ ମିଳୁଛି। ଏଠାରେ ଥିବା ଛାତ୍ରଛାତ୍ରୀ ଦିନେ ଓଡ଼ିଆ ଓ ଆଉ ଦିନେ ତେଲୁଗୁ…
ଖେତରୁ ମୃତଦେହ ଉଦ୍ଧାର – ହତ୍ୟା ଅଭିଯୋଗ ନେଇ ତଦନ୍ତ ଆରମ୍ଭ
ଜୟପୁର/ବୈପାରିଗୁଡ଼ା, ୪/୮ ବୈପାରିଗୁଡ଼ା ବ୍ଲକ୍ର ଅଣ୍ଡରାଯୋଡ଼ି ଗ୍ରାମର ଧନ ଭୁମିଆଙ୍କ କ୍ଷତାକ୍ତ ମୃତଦେହ ଏକ ଚାଷ ଜମିରୁ ଉଦ୍ଧାର ହୋଇଥିବା ଘଟଣାରେ ହତ୍ୟା ଅଭିଯୋଗ ଆଣି ତଦନ୍ତ ଆରମ୍ଭ କରାଯାଇଛି। ମୃତକଙ୍କ ଭଉଣୀ ଫୁଲମତୀ ହଲଓ୍ବା ଏହି ଘଟଣା ପଛରେ ତାଙ୍କ…