ନବରଙ୍ଗପୁର ଜିଲ୍ଲାରେ ବୁଲିଲା ବଜ୍ରପାତ ସଚେତନତା ରଥ
ନବରଙ୍ଗପୁର, ଆଗାଷ୍ଟ ୦୪ : ବଜ୍ରପାତରୁ ଜନସାଧାରଣଙ୍କ ସୁରକ୍ଷା ତଥା ଏ ସମ୍ବନ୍ଧୀୟ ସତର୍କତା ଅବଲମ୍ବନ ନିମନ୍ତେ ଆଜି ପୂର୍ବାହ୍ନ ୧୦ ଘଣ୍ଟିକା ସମୟରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ନବରଙ୍ଗପୁର ଜିଲ୍ଲାପାଳ ତଥା ଅଧ୍ୟକ୍ଷ, ଜିଲ୍ଲା ବିପର୍ଜୟ ପରିଚାଳନା କାର୍ତୁପକ୍ଷ ଡଃ…
କୋରାପୁଟ: ଟ୍ରକ୍-ବାଇକ୍ ମୁହାଁମୁହିଁ ଧକା, ବାଇକ ଜଳିଗଲା, ବାପା-ପୁଅ ସହିତ ୨ ମୃତ, ୧ ଗୁରୁତର
କୋରାପୁଟ, ୨ /୮ କୋରାପୁଟ-ପୋଡ଼ଗଡ ମଧ୍ୟରେ ୩୨୬ନମ୍ବର ଜାତୀୟ ରାଜପଥ ଉପରେ ଏକ ଦୁଃଖଦ ଦୁର୍ଘଟନା ଘଟିଛି। ପୋଡ଼ଗଡ କନ୍ୟାଶ୍ରମ ନିକଟରେ ଏକ ବାଇକ୍ ଓ ଟ୍ରକ୍ ମଧ୍ୟରେ ମୁହାଁମୁହିଁ ଧକା ହୋଇଥିବା ଫଳରେ ବାଇକ୍ ଟି ସମ୍ପୂର୍ଣ୍ଣ ଭାବେ ଜଳିଯାଇଛି।ଏହି…
ଜୟପୁର ପଞ୍ଚାୟତ ସମିତି ତରଫରୁ ବ୍ୟାଟେରୀ ଚାଳିତ ଗାଡ଼ି ଉଦ୍ଘାଟନ, ବିଧାୟକ ବାହିନୀପତିଙ୍କ ଉପସ୍ଥିତିରେ ବୈଭବମୟ କାର୍ଯ୍ୟକ୍ରମ
ଜୟପୁର, ୦୨ ଅଗଷ୍ଟ ୨୦୨୫ ଶନିବାର ଦିନ,ଜୟପୁର ପଞ୍ଚାୟତ ସମିତି ତରଫରୁ ବ୍ୟାଟେରୀ ଚାଳିତ ଗାଡ଼ି ଉଦ୍ଘାଟନ କାର୍ଯ୍ୟକ୍ରମ ଉତ୍ସାହ ଓ ସଫଳତାର ସହିତ ଅନୁଷ୍ଠିତ ହୋଇଛି। ପରିବେଶ ସୁରକ୍ଷା ଓ ଗ୍ରାମିଣ ଭାଗରେ ଗତିଶୀଳ ଯାତାୟାତ ପ୍ରଣାଳୀକୁ ବୃଦ୍ଧି ଦେବା…
ଆଦିବାସୀ ଛାତ୍ରୀଙ୍କୁ ନେଇ ଅଶ୍ଳୀଳ ବ୍ୟବହାର ଅଭିଯୋଗ: ଶିକ୍ଷକ ବିରୁଦ୍ଧରେ ଏତଲା, ତଦନ୍ତରେ ଜିଲ୍ଲା ଅଭ୍ୟନ୍ତରୀଣ କମିଟି
ନବରଙ୍ଗପୁର/ଡାବୁଗାଁ,୨/୮ ନବରଙ୍ଗପୁର ଜିଲ୍ଲାର ଡାବୁଗାଁ ବ୍ଲକ ଅନ୍ତର୍ଗତ ବରିଗାଁ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ଇଂରାଜି ସହକାରୀ ଶିକ୍ଷକ ମଥୁରା ନନ୍ଦ ରାଉତ ବିରୁଦ୍ଧରେ ଶ୍ରେଣୀଗୃହରେ ଅନୁସୂଚିତ ଜାତି ଓ ଆଦିବାସୀ ଛାତ୍ରୀଙ୍କୁ ଅଶ୍ଳୀଳ ଇଙ୍ଗିତ ଓ ଅସଦାଚରଣ କରିବା ଅଭିଯୋଗ ଉଠିଛି।…
ବୋରିଗୁମ୍ମା-ରାଣିଗଡ-କୋରାପୁଟ ରାସ୍ତା ପୁନଃମରାମତି ଦାବିରେ ବିଜେଡ଼ିର ବିକ୍ଷୋଭ
ଜୟପୁର, ୨/୮ ବୋରିଗୁମ୍ମା-ରାଣିଗଡ-କୋରାପୁଟ ରାସ୍ତାର ଦୟନୀୟ ଅବସ୍ଥା ପ୍ରତିବାଦରେ ଆଜି ବିଜୁ ଜନତା ଦଳ ପକ୍ଷରୁ ବାରିଟିପୁଟ ଅଞ୍ଚଳରେ ଥିବା ଇତ୍ରିଗେସନ ଚିଫ୍ ଇଞ୍ଜିନିୟର କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।ଏହି ବିକ୍ଷୋଭର ନେତୃତ୍ୱ ନେଇଥିଲେ ପୁର୍ବତନ ମନ୍ତ୍ରୀ ଓ ବିଜେଡ଼ି…
ଅଭିବ୍ୟକ୍ତ କୋରାପୁଟ ରେ ୪ ମାସ ହେଲେ ହୋଇପାରୁନି ଜମି-ପ୍ଲଟ ପଂଜୀକରଣ, ମାଲିକମାନେ ଘେରାଉ କରିଲେ ରେଜିଷ୍ଟ୍ରି କାର୍ଯ୍ୟାଳୟ
କୋରାପୁଟ/ନବରଙ୍ଗପୁର,୨/୮କୋରାପୁଟ, ଜୟପୁର,ନବରଙ୍ଗପୁର ଓ ଉମରକୋଟ ସବ୍-ରେଜିଷ୍ଟ୍ରି କାର୍ଯ୍ୟାଳୟରେ ପଛଲା ୪ ମାସ ଧରି ଜମି ଓ ପ୍ଲଟ ବିକ୍ରି ପଂଜୀକରଣ ବନ୍ଦ ରହିଥିବାରୁ, ଗରିବ ଓ ମଧ୍ୟବିତ୍ତ ବର୍ଗର ଜନସାଧାରଣ ଭାରି ଅସୁବିଧାରେ ପଡ଼ିଛନ୍ତି। ଏହାକୁ କେନ୍ଦ୍ର କରି ଜନମାନସର ମଧ୍ୟରୁ…
ବୋଲବମ୍ ଭ୍ୟାନ୍ ଧକ୍କାରେ ବାପା-ପୁଅ ଙ୍କ ମୃତ୍ୟୁ
କନ୍ୟାଶ୍ରମ ନିକଟରେ ହୃଦୟବିଦାରକ ଦୁର୍ଘଟଣା।
କୋରାପୁଟ, ୨/୮ବୋଲବମ୍ ଯାତ୍ରାରେ ଲାଗିଥିବା ଏକ ଭ୍ୟାନ୍ ଧକ୍କାରେ ବାଇକରେ ଯାଉଥିବା ବାପା ଓ ତାଙ୍କ ପାଞ୍ଚ ବର୍ଷ ବୟସର ପୁଅ ସ୍ଥଳୀରେ ମୃତ୍ୟୁବରଣ କରିଛନ୍ତି। ଏହି ମର୍ମନ୍ତୁଦ ଘଟଣା ଘଟିଛି କୋରାପୁଟ ସଦର ଥାନା ଅନ୍ତର୍ଗତ ଜାତୀୟ ରାଜପଥ ୩୨୬ର…
ନୂତନ ଜିଲ୍ଲାପାଳଙ୍କୁ କୋରାପୁଟ ସାମ୍ବାଦିକ ସଂଘର ସ୍ୱାଗତ ସମ୍ବର୍ଦ୍ଧନା
କୋରାପୁଟ, ୦୨/୦୮ ନବ ନିଯୁକ୍ତ କୋରାପୁଟ ଜିଲ୍ଲାପାଳ ମନୋଜ ସତ୍ୟବାନ ମହାଜନଙ୍କୁ ଓଡ଼ିଶା ୟୁନିଅନ୍ ଅଫ୍ ଜର୍ନାଲିଷ୍ଟ୍ (ଓ ୟୁ ଜେ ) ଅନୁବନ୍ଧିତ କୋରାପୁଟ ଜିଲ୍ଲା ସାମ୍ବାଦିକ ସଂଘ (କେ ଜେ ଡି ଏସ୍ ଏସ୍ ) ପକ୍ଷରୁ ଏକ…
ଜିଲ୍ଲାସ୍ତରୀୟ ସଂପୂର୍ଣ୍ଣତା ଅଭିଯାନ ସମ୍ମାନ ସମାରୋହ ଏବଂ ଆକାଂକ୍ଷା ହାଟ ଶୁଭାରମ୍ଭ ।
କୋରାପୁଟ, ୨।୮ ସ୍ଥାନୀୟ ସଂସ୍କୃତି ଭବନ ପରିସରରେ ଜିଲ୍ଲାସ୍ତରୀୟ ସଂପୂର୍ଣ୍ଣତା ଅଭିଯାନ ସମ୍ମାନ ସମାରୋହ ଅନୁଷ୍ଠିତ ହେବା ସହ ଆକାଂକ୍ଷା ହାଟର ଶୁଭାରମ୍ଭ ହୋଇଯାଇଛି।କୋରାପୁଟ ଜିଲ୍ଲାପାଳ ମନୋଜ ସତ୍ୟବାନ ମହାଜନଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉତ୍ସବରେ କୋରାପୁଟ ବିଧାୟକ ରଘୁରାମ ମାଛ ମୁଖ୍ୟ…
ଆଜିଠାରୁ_UPI_ନିୟମରେ_ପରିବର୍ତ୍ତନ
ଆଜିଠାରୁ_UPI_ନିୟମରେ_ପରିବର୍ତ୍ତନ -ଆଜିଠାରୁ ଦେଶରେ UPI ନିୟମରେ ବଡ଼ ପରିବର୍ତ୍ତନ -ଦେଣନେଣ ପ୍ରକ୍ରିୟାକୁ ସୁରକ୍ଷିତ କରିବାକୁ ନୂଆ ନିୟମ-ବାୟୋମେଟ୍ରିକ୍ ତଥ୍ୟ ଜରିଆରେ ପେମେଣ୍ଟ୍ କରିହେବ-ଫିଙ୍ଗରପ୍ରିଣ୍ଟରେ ପେମେଣ୍ଟ୍ କରିପାରିବେ ବ୍ୟବହାରକାରୀ-ମୁଖମଣ୍ଡଳର ଜରିଆରେ ମଧ୍ୟ ପେମେଣ୍ଟ୍ କରିପାରିବେ-ଅତିରିକ୍ତ ବିକଳ୍ପ ଭାବେ ପିନ୍ ବ୍ୟବହାର କରିପାରିବେ