ସର୍ବଭାରତୀୟ ସ୍ତରରେ ପୁରସ୍କୃତ ହେଲା କୋରାପୁଟ ଜିଲ୍ଲାପରିଷଦ।

ସର୍ବଭାରତୀୟ ସ୍ତରରେ ପୁରସ୍କୃତ ହେଲା କୋରାପୁଟ ଜିଲ୍ଲାପରିଷଦ। କୋରାପୁଟ: କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ଓ ପଂଚାୟତିରାଜ ବିଭାଗ ପକ୍ଷରୁ ନୂଆଦିଲ୍ଲୀର ବିଜ୍ଞାନ ଭବନରେ ସର୍ବଭାରତୀୟ ସ୍ତରରେ ଶ୍ରେଷ୍ଠ ତ୍ରିସ୍ତରୀୟ ପଂଚାୟତକୁ ଅର୍ଥରାଶି ସହ ମାନପତ୍ର, ସିଲଡ୍ ଆଦି ଦେଇ ସମ୍ବର୍ଦ୍ଧିତ କରାଯାଇଛି।…

କୋରାପୁଟରେ ଏବେ ବି ବଞ୍ଚିଛି ବାର୍ଟର ପଦ୍ଧତି

କୋରାପୁଟରେ ଏବେ ବି ବଞ୍ଚିଛି ବାର୍ଟର ପଦ୍ଧତି ଜୟପୁର/କୋରାପୁଟ: ଯୁଗ ବଦଳିଛି। ଲୋକେ ମହାକାଶରେ ପହଚିଂ ସାରିଥିଲେ ହେଁ ଏବେ ବି କୋରାପୁଟ ଜିଲ୍ଲାର ମହିଳାମାନେ ଅନେକ ବର୍ଷ ପୂର୍ବରୁ ପ୍ରଚଳିତ ଥିବା ବହୁ ପରମ୍ପରାକୁ ଆଜି ବି ଛାଡି ନାହାନ୍ତି।…

ମଣ୍ଡେଇ ମହୋତ୍ସବ -୨୦୨୪ ର ପଞ୍ଚମ ସନ୍ଧ୍ୟା

ମଣ୍ଡେଇ ମହୋତ୍ସବ -୨୦୨୪ ର ପଞ୍ଚମ ସନ୍ଧ୍ୟା *ପଲ୍ଲୀଶ୍ରୀ ମେଳା ଉଦଯାପିତ, ମଧ୍ୟ ରାତ୍ର ପର୍ଯ୍ୟନ୍ତ ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ନବରଙ୍ଗପୁର: ଗତ କାଲି ୧୦.୧୨.୨୦୨୪ ତାରିଖ ମଣ୍ଡେଇ ମହୋତ୍ସବ -୨୦୨୪ ର ପଞ୍ଚମ ସନ୍ଧ୍ୟା ଅବସରରେ ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମ…

ନୂତନ ବିଡିଓଙ୍କ ଯୋଗଦାନ

ନୂତନ ବିଡିଓଙ୍କ ଯୋଗଦାନ ବୈପାରିଗୁଡା : ବୈପାରିଗୁଡା ବ୍ଳକର ନୂଆ ବିଡିଓ ଭାବେ ଆଜି ଅଭିମନ୍ୟୁ କବି ଶତପଥୀ କାର୍ଯ୍ୟାଳୟରେ ଯୋଗ ଦେଇଛନ୍ତି । ପୂର୍ବରୁ ଶ୍ରୀ ଶତପଥୀ ମାଲକାନଗିରି ଜିଲ୍ଲା ପଡ଼ିଆ ବ୍ଳକ ବିଡିଓ ଭାବେ କାର୍ଯ୍ୟରତ ଥିଲେ |…

ଜିଲ୍ଲା ସ୍ତରୀୟ ବାଲ ବୈଜ୍ଞାନିକ ପ୍ରଦର୍ଶନୀ ଉଦଘାଟିତ

ଜିଲ୍ଲା ସ୍ତରୀୟ ବାଲ ବୈଜ୍ଞାନିକ ପ୍ରଦର୍ଶନୀ ଉଦଘାଟିତ l ନବରଙ୍ଗପୁର: ନବରଙ୍ଗପୁର ସଦର ମହକୁମା ସ୍ଥିତ ମ୍ୟୁନିସିପାଲ ହାଇସ୍କୁଲ ଠାରେ ଜିଲ୍ଲା ସ୍ତରୀୟ ବାଲ ବୈଜ୍ଞାନିକ ପ୍ରଦର୍ଶନୀ ଉଦଘାଟିତ ହୋଇଯାଇଛି। ଉଦଘାଟନ ଉତ୍ସଵ ରେ ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ ଡ଼ା…

ମଡର୍ଣ୍ଣ ଇଂରାଜୀ ବିଦ୍ୟାଳୟରେ ମେଗା ପ୍ରଦର୍ଶନୀର ସମାପନ ଦିବସ

ମଡର୍ଣ୍ଣ ଇଂରାଜୀ ବିଦ୍ୟାଳୟରେ ମେଗା ପ୍ରଦର୍ଶନୀର ସମାପନ ଦିବସ ଜୟପୁର ମଡର୍ଣ୍ଣ ଇଂରାଜୀ ବିଦ୍ୟାଳୟର ବାର୍ଷିକ ମେଗା ପ୍ରଦର୍ଶନୀର ସମାପନ ଦିବସ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ରୂପେ ଧନପୁର ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ଓମ୍…

ଓଡ଼ିଶା ସାମ୍ବାଦିକ ସଙ୍ଘ ଓଜେୟୁ ତତଫରୁ ମୁଖ୍ୟା ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା

ଓଡ଼ିଶା ସାମ୍ବାଦିକ ସଙ୍ଘ ଓଜେୟୁ ତତଫରୁ ମୁଖ୍ୟା ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା ନବରଙ୍ଗପୁର ;ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କ ନବରଙ୍ଗପୁର ଗସ୍ତ ସମୟରେ ଓଡ଼ିଶା ସାମ୍ବାଦିକ ସଙ୍ଘ (ଓଜେୟୁ) ତରଫରୁ ସମ୍ବର୍ଦ୍ଧନା କରାଯାଇଥିଲା। ଆଜି ପୂର୍ବାହ୍ନରେ ଓଡ଼ିଶା ସାମ୍ବାଦିକ ସଙ୍ଘ ନବରଙ୍ଗପୁର…

୯ ଦଫା ଦାବି ନେଇ ଭାରତୀୟ ମଜଦୂର ସଙ୍ଘର ବ୍ଲକ ଘେରାଉ

୯ ଦଫା ଦାବି ନେଇ ଭାରତୀୟ ମଜଦୂର ସଙ୍ଘର ବ୍ଲକ ଘେରାଉ କୁନ୍ଦୁରା : ବିଭିନ୍ନ ସମସ୍ୟା ନେଇ ବ୍ଲକ ଘେରାଉ କଲେ ଭାରତୀୟ ମଜଦୂର ସଙ୍ଘ । କୋରାପୁଟ ଜିଲ୍ଲା ଅଧନସ୍ଥ କୁନ୍ଦୁରା ବ୍ଲକ ଠାରେ ବିଭିନ୍ନ ସମସ୍ୟାକୁ କେନ୍ଦ୍ର…

କୋଟିଆ ବିକାଶ ୧୦୮ କୋଟି ଖର୍ଚ୍ଚ, ବଦଳିଲାନି ଦିଶା କି ଦଶା

କୋଟିଆ ବିକାଶ ୧୦୮ କୋଟି ଖର୍ଚ୍ଚ, ବଦଳିଲାନି ଦିଶା କି ଦଶା କୋରାପୁଟ: କୋଟିଆ ପାଇଁ ଚାଲିଛି ଲମ୍ବା ଲଢ଼େଇ। ଏହି ଲଢ଼େଇର ଭବିଷ୍ୟତ କ’ଣ ହେବ ତାହା ସ୍ପଷ୍ଟ ହୋଇପାରୁନି। ଅନ୍ୟପଟେ ଗ୍ରାମପୁଞ୍ଜର ବିକାଶ ପାଇଁ ୧୦୮ କୋଟିରୁ ଊର୍ଦ୍ଧ୍ବ…

ମୁଖ୍ୟ ମନ୍ତ୍ରୀ ଙ୍କ ଅବଗତ ନିମିତ୍ତ ଏକ ଜରୁରୀ କାଳୀନ ବୌଠକ

ମୁଖ୍ୟ ମନ୍ତ୍ରୀ ଙ୍କ ଅବଗତ ନିମିତ୍ତ ଏକ ଜରୁରୀ କାଳୀନ ବୌଠକ ମୋ ଜଗନ୍ନାଥ ସାଗର ସୁରକ୍ଷା ସମିତି ତରଫରୁର ଡାକରା ଏକ ଜରୁରୀ କାଳୀନ ବୌଠକ ଜୟପୁର : ମୋ ଜଗନ୍ନାଥ ସାଗର ସୁରକ୍ଷା ସମିତି ତରଫରୁ ଜୟପୁର ଜୈନ…