ଶ୍ରୀ ସତ୍ୟସାଇ ବାବାଙ୍କ ୯୯ ତମ ଜନ୍ମ ଜୟନ୍ତୀ ପାଳିତ।

ଶ୍ରୀ ସତ୍ୟସାଇ ବାବାଙ୍କ ୯୯ ତମ ଜନ୍ମ ଜୟନ୍ତୀ ପାଳିତ। ବୋରିଗୁମ୍ମା—ବୋରିଗୁମ୍ମା ସ୍ଥିତ ଶ୍ରୀ ସତ୍ୟସାଇ ମନ୍ଦିର ପରିସରରେ ଭଗବାନ ଶ୍ରୀ ସତ୍ୟସାଇ ବାବା ଙ୍କ ୯୯ ତମ ଜନ୍ମ ଜୟନ୍ତୀ ମହାଆଡମ୍ବର ରେ ପାଳିତ ହୋଇଯାଇଛି।ବୋରିଗୁମ୍ମା ଭଜନ ମଣ୍ଡଳୀ ର…