ଆୟକର ଫାଇଲ କରିଥିଲେ ବି କଟିବନି ରାସନ କାର୍ଡ, ଫିଜିକାଲ ଭେରିଫିକେସନ କରିବେ ରାଜ୍ୟ ସରକାର l
ଆୟକର ଫାଇଲ କରିଥିଲେ ବି କଟିବନି ରାସନ କାର୍ଡ, ଫିଜିକାଲ ଭେରିଫିକେସନ କରିବେ ରାଜ୍ୟ ସରକାର ଭୁବନେଶ୍ୱର : ଆୟକର ଫାଇଲ କରିଥିଲେ ବି କଟିବନି ରାସନ କାର୍ଡ । ଫିଜିକାଲ ଭେରିଫିକେସନ କରିବେ ରାଜ୍ୟ ସରକାର । ଏ ନେଇ…
୨୮ରେ ଜଗନ୍ନାଥ ସାଗର ସଂଘର୍ଷ ସମିତିର ଗଣଧାରଣା l
୨୮ରେ ଜଗନ୍ନାଥ ସାଗର ସଂଘର୍ଷ ସମିତିର ଗଣଧାରଣା l *ଆସନ୍ତୁ ସମସ୍ତ ଜୟପୁର ବାସୀ ଜଗନ୍ନାଥ ସାଗର ବଞ୍ଚାଅ ଆନ୍ଦୋଳନରେ ସାମିଲ ହେବା ଜୟପୁର : ମୋ ଜଗନ୍ନାଥ ସାଗର ଟ୍ରଷ୍ଟ ପକ୍ଷରୁ ଜୟନଗର ପାର୍କ ପରିସରରେ ଏକ ବୈଠକ ଅନୁଷ୍ଠିତ…
ଜୟପୁର ସଦର ପୋଲିସ୍ ଙ୍କ ଦ୍ଵାରା ସେକ୍ସ୍ ରାକେଟ ଠାବ l
ଜୟପୁର ସଦର ପୋଲିସ୍ ଙ୍କ ଦ୍ଵାରା ସେକ୍ସ୍ ରାକେଟ ଠାବ l ଜୟପୁର : ଜୟପୁର ସଦର ଥାନା ଅନ୍ତର୍ଗତ ବଙ୍ଗଳାବଡ ର ଏକ ଘର ଭିତରେ ଅନୈତିକ ସେକ୍ସ୍ କାର୍ଯ୍ୟ ଚାଲୁଥିବା ବେଳେ ସଦର ପୋଲିସ ଚଢାଉ କରିଥିଲେ ।…
ଦକ୍ଷିଣାଞ୍ଚଳ ନାଟ୍ୟ ମହୋତ୍ସବ ଉପଲକ୍ଷେ ସାମ୍ବାଦିକ ସମ୍ମିଳନୀ l
ଦକ୍ଷିଣାଞ୍ଚଳ ନାଟ୍ୟ ମହୋତ୍ସବ ଉପଲକ୍ଷେ ସାମ୍ବାଦିକ ସମ୍ମିଳନୀ l କୋରାପୁଟ :କୋରାପୁଟ ସାଂସ୍କୃ ତି କ ପରିଷଦ ପରିସରରେ ଓଡ଼ିଶା ନାଟ୍ୟ ସଂଘ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଆସନ୍ତା ଏପ୍ରିଲ ମାସ ୭ ତାରିଖରୁ গড়া,…
ଦିବ୍ୟାଙ୍ଗ ଜନଙ୍କୁ ସହାୟକ ଉପକରଣ ବଣ୍ଟନ l
ଦିବ୍ୟାଙ୍ଗ ଜନଙ୍କୁ ସହାୟକ ଉପକରଣ ବଣ୍ଟନ l କୋରାପୁଟ : ସ୍ଥାନୀୟ ଆଦିବାସୀ ସଂଗ୍ରହାଳୟ ସଭାଗୃହ ଠାରେ କୋରାପୁଟ ବ୍ଲକ ଏବଂ ପୌରପାଳିକାର ४४ ଜଣ ଦିବ୍ୟାଙ୍ଗଜନଙ୍କୁ ବିଭିନ୍ନ ପ୍ରକାରର ସହାୟକ ଉପକଣ ବଣ୍ଟନ କରାଯାଇଛି । ଆଜି ସେମାନଙ୍କୁ ବ୍ୟାଟେରୀ…
ମିଳିତ ଅଭିଯୋଗ ଶୁଣାଣି ଶିବିର l
ମିଳିତ ଅଭିଯୋଗ ଶୁଣାଣି ଶିବିର l କୋରାପୁଟ:ଲକ୍ଷ୍ମୀପୁର ବ୍ଲକ କାର୍ଯ୍ୟାଳୟ ସଭାଗୃହ ଠାରେ ମିଳିତ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି Iକୋରାପୁଟ ଜିଲ୍ଲାପାଳ ଭି କୀର୍ତି ୱାସନ ଓ ଏସପି ରୋହିତ ବର୍ମା ଉପସ୍ଥିତ ରହି ସମୁଦାୟ ୪୮ ଟି…
ଜିଲ୍ଳା ଶିକ୍ଷା ପ୍ରଶିକ୍ଷଣ ସଂସ୍ଥାନ (ଡି ଆଇ ଇ ଟି) ତରଫରୁ ମେଗା ରକ୍ତଦାନ ଶିବିର ଆୟୋଜିତ
ଜିଲ୍ଳା ଶିକ୍ଷା ପ୍ରଶିକ୍ଷଣ ସଂସ୍ଥାନ (ଡି ଆଇ ଇ ଟି) ତରଫରୁ ମେଗା ରକ୍ତଦାନ ଶିବିର ଆୟୋଜିତ ଜୟପୁର : ଜିଲ୍ଲା ଶିକ୍ଷ୍ୟା ପ୍ରଶିକ୍ଷଣ ସଂସ୍ଥାନ (ଡି ଆଇ ଇ ଟି) ତରଫରୁ ଡି ଆଇ ଇ ଟିର ଅଡିଟୋରିଅମରେ ଏକ…