ଜାତୀୟ ରାଜପଥ ପ୍ରଶସ୍ତୀକରଣ ନାଁରେ କାଟିଦେଲେ ୮୭ଗଛ, ଲାଗିବ କେବେ?

ଜାତୀୟ ରାଜପଥ ପ୍ରଶସ୍ତୀକରଣ ନାଁରେ କାଟିଦେଲେ ୮୭ଗଛ, ଲାଗିବ କେବେ? କୋରାପୁଟ: କୋରାପୁଟ ଜିଲ୍ଲା ସଦରମହକୁମାରୁ ସୁଙ୍କି ଯାଏଁ ଏନଏଚ୍ ପ୍ରଶସ୍ତୀକରଣ ହେବ। ପ୍ରାରମ୍ଭିକ ପର୍ଯ୍ୟାୟରେ ଲାଣ୍ଡିଗୁଡାରୁ ସୁନାବେଡ଼ା ଯାଏଁ ଜାତୀୟ ରାଜପଥ ୨୬ର ପ୍ରଶସ୍ତିକରଣ ଓ ନବୀକରଣ କାମ ଜାରି…

ସ୍କୁଲ୍ ଭ୍ୟାନ୍ ଓଲଟି ୧୧ରୁ ଊର୍ଦ୍ଧ୍ବ ଛାତ୍ରଛାତ୍ରୀ ଆହତ l

ସ୍କୁଲ୍ ଭ୍ୟାନ୍ ଓଲଟି ୧୧ରୁ ଊର୍ଦ୍ଧ୍ବ ଛାତ୍ରଛାତ୍ରୀ ଆହତ l ବୋରିଗୁମ୍ମା: କୋରାପୁଟ ଜିଲ୍ଲା ବୋରିଗୁମ୍ମା ସରସ୍ବତୀ ଶିଶୁ ମନ୍ଦିରରେ ପାଠ ପଢ଼ୁଥିବା ୧୧ ରୁ ଊର୍ଦ୍ଧ୍ବ ଛାତ୍ରଛାତ୍ରୀଙ୍କୁ ନିଜ ନିଜ ଘରେ ଛାଡ଼ିବା ପାଇଁ ଏକ ଇକୋ ଭ୍ୟାନ (ଓଡି…

ଭିଜିଲାନ୍ସ ଜାଲରେ ମାଲକାନଗିରି ଜଳ ବିଭାଜିକା ପ୍ରକଳ୍ପ ଅଧିକାରୀ।

ଭିଜିଲାନ୍ସ ଜାଲରେ ମାଲକାନଗିରି ଜଳ ବିଭାଜିକା ପ୍ରକଳ୍ପ ଅଧିକାରୀ। ଜୟପୁର :ମାଲକାନଗିରି ଆୟବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ମାଲକାନଗିରି ଜଳ ବିଭାଜିକା ପ୍ରକଳ୍ପ ଅଧିକାରୀ ଶାନ୍ତନୁ ମହାପାତ୍ରଙ୍କ ଘରେ ଚଢାଉ କରିଛି ଭିଜିଲାନ୍ସ ଟିମ୍‌। ଜୟପୁର ଓ ମାଲକାନଗିରି ସ୍ଥିତ ବାସଭବନ…

ଜିଲ୍ଲା ଆଇନ ସେବା ପ୍ରାଧିକରଣ

ଜିଲ୍ଲା ଆଇନ ସେବା ପ୍ରାଧିକରଣ ଜୟପୁର ଆନୁକୂଲ୍ୟରେ ଆଜି ଗଡପଦର ଗ୍ରାମପଞ୍ଚାୟତ ର ଛତଡିପୁଟ ଗ୍ରାମରେ ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲା ଆଇନସେବା ପ୍ରାଧିକରଣ ଜୟପୁର ସଚିବ ତଥା ବିଚାରପତି ଶ୍ରୀ ସୁମନ…

ବଳକା ୫୫ହଜାର ୭୫୯ ଚା‌ଷୀ ସହାୟତା ପାଇବେ କେବେ?

ବଳକା ୫୫ହଜାର ୭୫୯ ଚା‌ଷୀ ସହାୟତା ପାଇବେ କେବେ? କୋରାପୁଟ: ନୂଆ ସରକାର ଆସିବା ପରେ ପୂର୍ବ ସରକାର ଆରମ୍ଭ କରିଥିବା କାଳିଆ ଯୋଜନାକୁ ବନ୍ଦ କରିଥିଲେ ଏବଂ ନୂଆରେ ଗତ ଅକ୍ଟୋବର ମାସରେ ସିଏମ କିସାନ ଓ ଅତିରିକ୍ତ ଭାବେ…

ଆଦର୍ଶ ନଗର ପୋଖରୀ ପୁନରୁଦ୍ଧାର କେବେ ?

ଆଦର୍ଶ ନଗର ପୋଖରୀ ପୁନରୁଦ୍ଧାର କେବେ ? ଜୟପୁର : ପ୍ରସାଦରାଓ ପେଟା ଆଦର୍ଶ ନଗର ଛକରେ ଥିବା ପୋଖରୀ ରକ୍ଷଣାବେକ୍ଷଣ ଅଭାବରୁ ଶୋଚନୀୟ ହୋଇପଡ଼ିଛି ଦିନେ ପୋଖରୀର ପାଣିକୁ ଲୋକେ ପିଇବା ସହ ବିଭିନ୍ନ କାମରେ ବ୍ୟବହାର କରୁଥିଲେ ହେଲେ…

ଶିଶୁମନ୍ଦିର ମୁଖପତ୍ର ଶାରଦା ଉନ୍ମୋଚିତ l

ଶିଶୁମନ୍ଦିର ମୁଖପତ୍ର ଶାରଦା ଉନ୍ମୋଚିତ l ଜୟପୁର : ଶାରଦା ବିହାର ଶିଶୁ ବିଦ୍ୟାମନ୍ଦିରର ମୁଖପତ୍ର ‘ଶାରଦା’ ଉନ୍ମୋଚିତ ହୋଇଯାଇଛି। ପ୍ରଧାନ ଆଚାର୍ଯ୍ୟ ସତ୍ୟନାରାୟଣ ସେଠୀଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟ ପରିଚାଳନା ସମିତିର ସଭାପତି କିଶୋରଚନ୍ଦ୍ର ପଣ୍ଡା, କୋଷାଧ୍ୟକ୍ଷ…

ସ୍ୱର୍ଗ ରଥ ର ଶୁଭାରମ୍ଭ କଲେ ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି l

ସ୍ୱର୍ଗ ରଥ ର ଶୁଭାରମ୍ଭ କଲେ ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି l କୋଟପାଡ଼ :କୋରାପୁଟ ଜ଼ିଲ୍ଲା କୋଟପାଡ଼ ଠାରେ ଆଜି ସନ୍ଧ୍ୟା ରେ ସ୍ୱର୍ଗ ରଥ ଓ ଡେଡ ବୋଡି ଫ୍ରିଜେର ର ଶୁଭାରମ୍ଭ ହୋଇଯାଇଛି I ଏହି…

ବଜେଟ ୨୦୨୫ ରେ କ’ଣ ଶସ୍ତା l

ବଜେଟ ୨୦୨୫ ରେ କ’ଣ ଶସ୍ତା ନଜର ପକାନ୍ତୁ ନୂଆଦିଲ୍ଲୀ, ୦୧/୦୨: ୨୦୨୫-୨୬ ଆର୍ଥିକ ବର୍ଷ ପାଇଁଁ ବଜେଟ୍ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଚଳିତ ବଜେଟରେ ସ୍ୱଳ୍ପ ବେତନଭୋଗୀ କର୍ମଚାରୀ ତଥା ମଧ୍ୟବିତ୍ତ ବର୍ଗଙ୍କୁ ବଡ଼ ରିହାତି ମିଳିଛି।…

ଆଜି ୨୦୨୫-୨୬ ପାଇଁ ବଜେଟ୍ ଉପସ୍ଥାପନ କରିଛନ୍ତି କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ।

ନୂଆଦିଲ୍ଲୀ, ୦୧/୦୨: ଆଜି ୨୦୨୫-୨୬ ପାଇଁ ବଜେଟ୍ ଉପସ୍ଥାପନ କରିଛନ୍ତି କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ। ଏଥର ମଧ୍ୟବିତ୍ତ ବର୍ଗଙ୍କୁ ସୁହାଇଲା ଭଳି ବଜେଟ ପ୍ରସ୍ତୁତ କରାଯାଇଛି। ଏଥିରେ ୧୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଟିକସ ଛାଡ଼ କରାଯାଇଛି। ତେବେ…