ବନମହୋତ୍ସବ ଉତ୍ସବରେ ବୃକ୍ଷ ରୋପଣ ଓ ଶପଥ ଗ୍ରହଣ।

ଜୟପୁର, ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ଜୟପୁର ରେ ବନମହୋତ୍ସବ ଉଦ୍ୟାପିତ କରାଯାଇଛି। ଏହି ଅବସରରେ ବିଦ୍ୟାଳୟର ସବୁଜ କ୍ଲବ ଓ ଶକ୍ତି କ୍ଲବ ର ସଭ୍ୟ, ସମସ୍ତ ଛାତ୍ରୀ, ଶିକ୍ଷକ ଓ କର୍ମଚାରୀ ଅନୁଷ୍ଠାନରେ ସକ୍ରିୟ ଭାଗ ନେଇଥିଲେ। ବିଦ୍ୟାଳୟ…

ରସଗୋଲା ଦିବସରେ ମହାପ୍ରଭୁଙ୍କ ରସଗୋଲା ମାନଭଞ୍ଜନ ପରମ୍ପରା

ପୁରୀ, ଆଜି ପୁରୀରେ ଉତ୍ସାହ ଓ ଭକ୍ତିଭାବରେ ରସଗୋଲା ଦିବସ ପାଳିତ ହେଲା। ଶ୍ରୀଜଗନ୍ନାଥ ନୀଳାଦ୍ରି ବିଜେ ଅବସରରେ ମା’ ଲକ୍ଷ୍ମୀଙ୍କ ମାନଭଞ୍ଜନ ପାଇଁ ମହାପ୍ରଭୁଙ୍କ ପକ୍ଷରୁ ରସଗୋଲା ଭୋଗ ଲାଗି ଦିଆଯାଏ — ଏହା ଏକ ପାଉରାଣିକ ଓ ଅନନ୍ୟ…

ବଣ୍ଡା ଘାଟିରେ ଜନନୀ ଯନ୍ତ୍ରଣା: ରାସ୍ତା ନଥିବାରେ ଦୀର୍ଘ ୧୦ କି.ମି. ବୋହି ନିଆଯାଇଲେ ଗର୍ଭବତୀ

ମାଲକାନଗିରି, ବର୍ଷା ଦିନେ ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକର ବଣ୍ଡାଘାଟି ଅଞ୍ଚଳରେ ଏକ ଦୟନୀୟ ଘଟଣା ସାମ୍ନାକୁ ଆସିଛି। ରାସ୍ତା ଅଭାବ ଓ ବର୍ଷା ବିପର୍ଯ୍ୟୟ ହେତୁ ଗର୍ଭବତୀ ମହିଳା ସୁନାଇ ଭୋଜଙ୍କୁ ୧୦ କିଲୋମିଟର ବାଟ ଭାରରେ ଆମ୍ବୁଲାନ୍ସ ପାଖକୁ…

ଶିଶୁଙ୍କ ନ୍ୟାୟ ଓ ଶିକ୍ଷା ଅଧିକାର ବିଷୟରେ ସଚେତନତା ଶିବିର

ଶିଶୁଙ୍କ ନ୍ୟାୟ ଓ ଶିକ୍ଷା ଅଧିକାର ବିଷୟରେ ସଚେତନତା ଶିବିର ଜୟପୁର, ଜିଲ୍ଲା ଆଇନ ସେବା ପ୍ରାଧିକରଣ, କୋରାପୁଟ-ଜୟପୁର ଙ୍କ ଆନୁକୂଳ୍ୟରେ ଏକ ଦିନିଆ ସଚେତନତା ଶିବିର ଅନୁଷ୍ଠିତ ହୋଇଛି। ଏହି କାର୍ଯ୍ୟକ୍ରମ ଜିଲ୍ଲା ଜଜ୍ ଓ ପ୍ରାଧିକରଣ ଅଧ୍ୟକ୍ଷ୍ୟ ଶ୍ରୀ…