ତରୁଣ ପ୍ରଜ୍ଞା ଭାରତୀ, ଜୟପୁରର ପ୍ରସ୍ତୁତି ବୈଠକ ଅନୁଷ୍ଠିତ
ଜୟପୁର, ୨୧/୭ ତରୁଣ ପ୍ରଜ୍ଞା ଭାରତୀ ଅନୁଷ୍ଠାନର ୩୭ତମ ବାର୍ଷିକ ଉତ୍ସବ ୨୦୨୫ ନିମନ୍ତେ ପୂର୍ବପ୍ରସ୍ତୁତି ବୈଠକ ଆଜି ଅପରାହ୍ନ ୦୪.୦୦ ଘଣ୍ଟା ସମୟରେ ପି.ଆର୍.ପେଟା ବେଢା ସାହି ସ୍ଥିତ ଅମୂଲ୍ୟ ଆୟୁର୍ବେଦିକ କେନ୍ଦ୍ରରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅନୁଷ୍ଠାନର ପ୍ରମୁଖ…
୯ ବର୍ଷ ଧରି ଅପୂର୍ଣ୍ଣ ରହିଛି ୨୩,୨୩୪ ଗୃହ: ନବରଙ୍ଗପୁରରେ ଉନ୍ନୟନ କାର୍ଯ୍ୟ ଉପରେ ମନ୍ତ୍ରୀ ରବି ନାଏକଙ୍କ ଗଭୀର ସମୀକ୍ଷା
ନବରଙ୍ଗପୁର, ୨୧/୭ ଗ୍ରାମୀଣ ଉନ୍ନୟନ, ପଞ୍ଚାୟତି ରାଜ ଓ ପାନୀୟଜଳ ବିଭାଗ ମନ୍ତ୍ରୀ ଶ୍ରୀ ରବି ନାରାୟଣ ନାଏକଙ୍କ ଦୁଇ ଦିନିଆ ନବରଙ୍ଗପୁର ଜିଲ୍ଲା ଗସ୍ତ ସନ୍ଦର୍ଭରେ ଜିଲ୍ଲାର ଉନ୍ନୟନ କାର୍ଯ୍ୟରେ ଦୀର୍ଘ ଅବହେଳା ଓ ବିଳମ୍ବ ଉଦ୍ଭେଳିତ ହୋଇଛି। ଶନିବାର…
ସ୍ବାମୀ ସତ୍ୟାନନ୍ଦ ସରସ୍ଵତୀ ମହାରାଜଙ୍କ ୮୩ତମ ଜୟନ୍ତୀ ଉପଲକ୍ଷେ କାଳିକୃଷ୍ଣ ସଂଘର ପଞ୍ଚଦିନୀୟ ଉତ୍ସବ ଉତ୍ସାହରେ ପାଳିତ।
ନବରଙ୍ଗପୁର, ୨୧/୭ ଆଧ୍ୟାତ୍ମିକ ଏବଂ ସାମାଜିକ କ୍ଷେତ୍ରରେ ନିରନ୍ତର ସେବାରେ ନିଯୁକ୍ତ କାଳିକୃଷ୍ଣ ସଂଘ ତରଫରୁ ଏଥର ମଧ୍ୟ ଜଗତପ୍ରସିଦ୍ଧ ଧାର୍ମିକ ନେତା ସ୍ବାମୀ ସତ୍ୟାନନ୍ଦ ସରସ୍ଵତୀ ମହାରାଜଙ୍କ ୮୩ତମ ଜୟନ୍ତୀ ଉତ୍ସବ ବଡ଼ ଧୂମଧାମରେ ପାଳନ କରାଯାଇଛି। ଜୁଲାଇ ୧୭ରୁ…
ବଡସୁକୁ ପଞ୍ଚାୟତ ନିକଟରେ କୋଲାବ ନଦୀ ଉପରେ ୬୩୦ ମିଟର ଲମ୍ବ ନୂଆ ପୋଲ: ଯାତାୟାତ ଓ ବିକାଶ ପାଇଁ ଏକ ନୂଆ ଆଶା
କୋରାପୁଟ, ୨୧/୭ କୋରାପୁଟ ସହରରୁ କେବଳ ପାଞ୍ଚ କିଲୋମିଟର ଦୂରରେ ଅବସ୍ଥିତ ବଡସୁକୁ ପଞ୍ଚାୟତ ଅଞ୍ଚଳର ଲୋକମାନଙ୍କ ପାଇଁ ଏବେ ଯାତାୟାତ ଏବଂ ଆର୍ଥିକ ସୁବିଧା ନେଇ ଏକ ନୂଆ ଆଶା ଆସିଛି। ଲମତାପୁଟ ବ୍ଲକର ବଡସୁକୁ, ଘାତମୁନ୍ଦା, କାଲଚୁର, ଭୋଇଗୁଡା…
ନବଜାତ କନ୍ୟାଙ୍କୁ ସ୍ୱାଗତ ସହ ପରିବେଶ ସୁରକ୍ଷା ଓ ପ୍ରକୃତି ସଚେତନତା ଅଭିଯାନ ।
ତେନ୍ତୁଳୀଖୁଣ୍ଟିରେ “ବେଟି ବଚାଓ, ବେଟି ପଢ଼ାଓ” ଓ “ବିଜୁ କନ୍ୟା ରତ୍ନ” ଯୋଜନା ଅନ୍ତର୍ଗତ ବୃକ୍ଷରୋପଣ କାର୍ଯ୍ୟକ୍ରମ। ନବରଙ୍ଗପୁର/ତେନ୍ତୁଳୀଖୁଣ୍ଟି, ୨୧/୭ ବାପୁଜୀ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ, ତେନ୍ତୁଳୀଖୁଣ୍ଟିରେ ଏକ ଅନନ୍ୟ ଓ ସଂବେଦନଶୀଳ ପଦକ୍ଷେପ ରୂପେ ନବଜାତ କନ୍ୟା ଶିଶୁମାନଙ୍କୁ…
ସତୀଭଟା ଏୟାରଷ୍ଟ୍ରିପ୍କୁ ଉଡାନ୍ ଯୋଜନାରେ ସାମିଲ କରିବା ଦାବି – ବରଗଡ଼ ସାଂସଦ ପ୍ରଦୀପ ପୁରୋହିତଙ୍କ ପଦକ୍ଷେପ।
ବରଗଡ, ୨୧/୭ ବରଗଡ଼ ଜିଲ୍ଲା ଓ ପଶ୍ଚିମ ଓଡ଼ିଶାର ଲୋକଙ୍କ ପାଇଁ ଗତିଶୀଳ ଯାତାୟାତ ବ୍ୟବସ୍ଥା, ଆର୍ଥିକ ଓ ପର୍ଯ୍ୟଟନ ଅଭିବୃଦ୍ଧିକୁ ଲକ୍ଷ୍ୟ କରି ବରଗଡ଼ ସାଂସଦ ଶ୍ରୀ ପ୍ରଦୀପ ପୁରୋହିତ କେନ୍ଦ୍ର ସରକାରଙ୍କ ପ୍ରତି ଗୁରୁତ୍ୱପୂର୍ଣ୍ଣ ଦାବି ରଖିଛନ୍ତି। ପଦ୍ମପୁର…
ଜିଲ୍ଲାର ବ୍ୟାପକ ବିକାଶ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ ଉତ୍ସବ
କୋରାପୁଟ, ୨୧ /୭ କୋରାପୁଟ ଜିଲ୍ଲାରେ ବ୍ୟାପକ ବିକାଶ ପାଇଁ ବିଭିନ୍ନ ଲୋକାଭିମୁଖୀ ଉନ୍ନୟନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ସମାରୋହ ସୋମବାର ଦିନ ମାନ୍ୟବର ଗ୍ରାମୀଣ ବିକାଶ, ପଞ୍ଚାୟତିରାଜ ଏବଂ ପାନୀୟ ଜଳ ମନ୍ତ୍ରୀ ଶ୍ରୀ ରବିନାରାୟଣ ନାୟକଙ୍କ ପୌରହିତ୍ୟରେ ଅନୁଷ୍ଠିତ…
ପଞ୍ଚାୟତ ରାଜ ମନ୍ତ୍ରୀଙ୍କ ସହ ବିତାଇଥିବା କିଛି ବିଶେଷ ମୁହୂର୍ତ୍ତ।
ଜୟପୁର, ୨୧/୭ କୋରାପୁଟ ଜିଲ୍ଲାରେ ମାନ୍ୟବର ଗ୍ରାମୀଣ ବିକାଶ, ପଞ୍ଚାୟତ ରାଜ ଏବଂ ପାନୀୟ ଜଳ ଯୋଗାଣ ମନ୍ତ୍ରୀ ଶ୍ରୀ ରବିନାରାୟଣ ନାୟକଙ୍କ ସହ ଆଜି ବିତାଇଥିବା କିଛି ମୁହୂର୍ତ୍ତ ବହୁତ ପ୍ରେରଣାଦାୟକ ଥିଲା। ଅନେକ ଅନୁଭବ କରିଥିଲେ ଯେ ରାଜ୍ୟର…