ଆକାଂକ୍ଷା ଯୋଜନାରେ ଉତ୍କୃଷ୍ଟ କାର୍ଯ୍ୟନିଷ୍ପାଦନ: କୋରାପୁଟ ଜିଲ୍ଲାପାଳ ଓ ଦୁଇ ବିଡିଓ ରୌପ୍ୟ ପଦକ ପ୍ରାପ୍ତ
କୋରାପୁଟ/ଭୁବନେଶ୍ୱର, ୨୯/୭ ରାଜ୍ୟ ସ୍ତରୀୟ “ସମ୍ପୂର୍ଣ୍ଣତା ଅଭିଯାନ ସମ୍ମାନ ସମାରୋହ” ଦିନାଙ୍କ ୨୯.୦୭.୨୫ ରେ ଭୁବନେଶ୍ୱର ଥିବା ଲୋକସେବା ଭବନର ରାଜ୍ୟ କନଭେନସନ ସେଣ୍ଟରରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା।ଏହି ସମାରୋହରେ ଆକାଂକ୍ଷା ଜିଲ୍ଲା…
ସୁରା ନଦୀ ଉପରେ ବାଉଁଶ ପୋଲ ଇନସାନିଆ ଘୋଷଣା: ତିନି ଗ୍ରାମର ଗ୍ରାମବାସୀ ନିଜ ଖର୍ଚ୍ଚରେ ନିର୍ମାଣ କଲେ ଯାତାୟତ ପଥ ।
କୋରାପୁଟ/ ବୈପାରିଗୁଡ଼ା ୨୯/୭ ସରକାରୀ ଯୋଜନା ବିଫଳ ହେଲେ ଗ୍ରାମବାସୀ ନିଜେ ଉଦ୍ୟମୀ ହେଲେ। ବୈପାରିଗୁଡ଼ା ବ୍ଲକର ବାଲିଗାଁ ପଞ୍ଚାୟତ ଅନ୍ତର୍ଗତ ମାଉଲିଗୁଡା, କୁରକୁଟିଗୁଡା ଓ ରତଲିଆଗୁଡା ଗ୍ରାମର ଲୋକେ ନିଜ ଖର୍ଚ୍ଚ ଓ ଶ୍ରମଦାନରେ ବାଉଁଶର ଏକ ଅସ୍ଥାୟୀ ପୋଲ…
ନାବାଳିକା ଉପରେ ଦୁଷ୍କର୍ମ ଅଭିଯୋଗ: ଯୁବକ ଗିରଫ, କାର୍ ଜବତ
କୋରାପୁଟ, ୨୯/୭ କୋରାପୁଟ ସହରରେ ଜଣେ ନାବାଳିକା ଉପରେ ଦୁଷ୍କର୍ମ ଘଟିଥିବା ଘଟଣାରେ ଏକ ନୂଆ ମାମଲା ରୁଜୁ ହୋଇଛି। ସହରର ପୂଜାରୀପୁଟ ବେବର୍ତ୍ତା କଲୋନିର ୨୦ ବର୍ଷ ବୟସ୍କ ସୁଶିଳ ହରୀଜନ ନାମକ ଯୁବକ ଉପରେ ଏହି ଅଭିଯୋଗ ଲାଗିଛି।ପୁଲିସ…