ଜିଲ୍ଲାପାଳ ମହାଜନଙ୍କ କୋଟିଆ ଗସ୍ତ — ଗ୍ରାମବାସୀଙ୍କ ସମସ୍ୟା ସୁଣିଲେ, ସମାଧାନ ପାଇଁ ଦେଲେ ପ୍ରତିଶ୍ରୁତି।

କୋରାପୁଟ, ୩୧/୭ କୋରାପୁଟ ଜିଲ୍ଲାର ନୂତନ ଜିଲ୍ଲାପାଳ ଶ୍ରୀ ମନୋଜ ସତ୍ୟଭାନ ମହାଜନ ଦାୟିତ୍ୱ ଗ୍ରହଣ କରିବା ପରେ ଆଜି ପ୍ରଥମଥର ପାଇଁ ଗୁରୁବାର ଦିନେ କୋଟିଆ ପଞ୍ଚାୟତ ଗସ୍ତ କରିଥିଲେ। ସେ ଓଡ଼ିଶା ସରକାରଙ୍କ ଦ୍ଵାରା କୋଟିଆ ଅଞ୍ଚଳରେ ହୋଇଥିବା…

ଅଟକିଛି ରାସ୍ତା ନିର୍ମାଣ, ପିଡିଏସ୍ ଚାଉଳ ଯୋଗାଣ ବାଧାଗ୍ରସ୍ତ — ପଞ୍ଚାୟତବାସୀ ହନ୍ତସନ୍ତ ।

ବନ୍ଧୁଗାଁ, ୩୧ /୭ କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକ ଅନ୍ତର୍ଗତ କାବ୍ରିବାଡି ପଞ୍ଚାୟତକୁ ଯୋଗାଯୋଗ କରୁଥିବା ରାସ୍ତା ନିର୍ମାଣ ଅଧୂରା ରହିଯିବାରୁ ପ୍ରବଳ ବର୍ଷା ପରିସ୍ଥିତିରେ ଏହା ଦୁଃଖଦ ଅବସ୍ଥାକୁ ଆସିପହଞ୍ଚିଛି। ପଚ୍‌ପଚ୍‌ କାଦୁଅ ଓ ଖରାପ ରାସ୍ତା ପାଇଁ ଗ୍ରାମବାସୀ…

ପାକ୍ଷୀ ମିଳନ ଦେଖି ଦୁଇ ଯୁବକଙ୍କୁ ‘ମୃତ’ ଘୋଷଣା: ଆନ୍ଧବିଶ୍ୱାସର ଅନ୍ଧକାର ରୂପ

ପାତ୍ରଗୁଡ଼ା ରେ ଆଦିବାସୀ ପରମ୍ପରା ନାଁରେ ଅନୁଠା ଘଟଣା କୋରାପୁଟ, ୩୧ /୭ ବୈଜ୍ଞାନିକ ଉନ୍ନତି ଓ ଆଧୁନିକ ଯୁଗ ମଧ୍ୟରେ ମଧ୍ୟ ଓଡ଼ିଶାର କୋରାପୁଟ ଜିଲ୍ଲାରେ ଏକ ଅନ୍ଧବିଶ୍ୱାସ ପୂର୍ଣ୍ଣ ଓ ଚମତ୍କାର ଘଟଣା ସାମ୍ନାକୁ ଆସିଛି। ଜିଲ୍ଲା ମୁଖ୍ୟାଳୟରୁ…

ଜନସେବା କେନ୍ଦ୍ରକୁ ଟାର୍ଗେଟ କରି କୋରାପୁଟରେ ସାଇବର ଠକେଇ: ୬ ଜଣ ଯୁବକ ଲକ୍ଷାଧିକ ଟଙ୍କା ହରାଇ ଏସପିଙ୍କ ଦ୍ୱାରସ୍ଥ।

କୋରାପୁଟ, ୩୧/୭ କୋରାପୁଟ ଜିଲ୍ଲାର ଜନସେବା କେନ୍ଦ୍ରଗୁଡ଼ିକୁ ଲକ୍ଷ୍ୟ କରି ଏବେ ସାଇବର ଠକାମି ଚାଲିଛି। ଜିଲ୍ଲାର ଜୟପୁର, ବୋରିଗୁମ୍ମା, ବୈପାରୀଗୁଡା ଓ କୋଟପାଡ ବ୍ଲକ ଅଞ୍ଚଳର ୬ ଜଣ ଯୁବକ ଏ ଠକାମିର ଶିକାର ହୋଇଛନ୍ତି। ଏକ ନୂଆ ଠକାମି…