ଜିଲ୍ଲା ସହରାଞ୍ଚଳ ବିକାଶ ଉପରେ ଓରିଏଣ୍ଟେସନ୍ କାର୍ଯ୍ୟକ୍ରମ।

କୋରାପୁଟ, ୧୬ /୭ ଓଡିଶା ରାଜ୍ୟ ଗୃହ ନିର୍ମାଣ ଏବଂ ନଗର ଉନ୍ନୟନ ବିଭାଗ ତତ୍ତ୍ୱାବଧାନରେ, ଜିଲ୍ଲା ସହରାଞ୍ଚଳ ବିକାଶ ପାଇଁ ଜିଲ୍ଲା ସହରାଞ୍ଚଳ ବିକାଶ ପ୍ରାଧିକରଣ (ଡୁଡ଼ା ) ଦ୍ୱାରା ନିଆଯାଇଥିବା ପଦକ୍ଷେପ ବିଷୟରେ ସଚେତନତା ସୃଷ୍ଟି କରିବା ପାଇଁ…

ନାଳରେ ବୁଡ଼ି ଶିଶୁପୁତ୍ରଙ୍କ ଦୁଃଖଦ ମୃତ୍ୟୁ

କୋରାପୁଟ ଜିଲ୍ଲା ବୈପାରିଗୁଡ଼ା ବ୍ଲକର ପୂଜାରୀଗୁଡ଼ା ପଞ୍ଚାୟତ ଅଧୀନ ସାନ ପାବଲିଗୁଡ଼ା ଗ୍ରାମରେ ଏକ ମାନସିକ ଉତ୍ପାତିଦାୟକ ଦୁଃଖଦ ଘଟଣା ଘଟିଛି। ଗ୍ରାମବାସୀ ଶୁକ୍ରା ମାଝୀଙ୍କ 3 ବର୍ଷୀୟ ପୁଅ ହେମନ୍ତ ମାଝୀ ନିକଟସ୍ଥ ନାଳରେ ବୁଡ଼ି ଜୀବନ ହାରାଇଛନ୍ତି। ଦିନଟି…

ବେଆଇନ କ୍ଲିନିକ୍‌ ଗୁଡ଼ିକ ଅନଧିକୃତ ଭାବରେ କରୁଛନ୍ତି କ୍ୱାକ୍‌ ଚିକିତ୍ସା

ବାହାର ରାଜ୍ୟରୁ ଆସି ଡାକ୍ତର ଭାବେ ପରିଚୟ ଦେଇ ଲୋକଙ୍କୁ ଅଧିକ ଫି ନେଇ ଚିକିତ୍ସା କରୁଛନ୍ତି। ନନ୍ଦପୁର/କୋରାପୁଟ, ୧୬ /୭ କୋରାପୁଟ ଜିଲ୍ଲାର ନନ୍ଦପୁର ଓ ଲମତାପୁଟ ବ୍ଲକ୍‌ର ବହୁ ପଞ୍ଚାୟତ ଅଞ୍ଚଳରେ ଅନଧିକୃତ ଭାବରେ କ୍ୱାକ୍‌ ଚିକିତ୍ସକମାନେ ଡାକ୍ତର…

ଜୟପୁର: କଂଗ୍ରେସ ଦଳ ତରଫରୁ ସୌମ୍ୟାଶ୍ରୀଙ୍କୁ କ୍ୟାଣ୍ଡେଲ ଜାଳି ଅଶ୍ରୁଳ ଶ୍ରଦ୍ଧାଞ୍ଜଳି।

ଜୟପୁର, ୧୫/୭ ବାଲେଶ୍ୱରର ଫକୀରମୋହନ କଲେଜର ଛାତ୍ରୀ ସୌମ୍ୟାଶ୍ରୀ ବିଶିଙ୍କ ଅପମୃତ୍ୟୁ ଉପରେ ସମସ୍ତ ଦେଶ ଶୋକସନ୍ନତ। ଏହି ହୃଦୟବିଦାରକ ଘଟଣା ପ୍ରତି ଜୟପୁର କଂଗ୍ରେସ ଦଳ ତରଫରୁ ଗଭୀର ଶୋକ ପ୍ରକାଶ କରାଯାଇଛି। ସୋମବାର ସନ୍ଧ୍ୟାରେ ଜୟପୁର ବସସ୍ଥାଣ୍ଡ ନିକଟରେ…

ସାମ୍ବାଦିକ ନରେଶଙ୍କ ହତ୍ୟା: ଦୋଷୀଙ୍କୁ ଗିରଫ କରିବା ଓ ରାଜ୍ୟରେ ସାମ୍ବାଦିକ ସୁରକ୍ଷା ଆଇନ ପାଇଁ ଦାବି।

ଜୟପୁର/କୋରାପୁଟ, ୧୫ ଜୁଲାଇ – ରାଜ୍ୟରେ ସାମ୍ବାଦିକ ମାନଙ୍କ ଉପରେ ଦିନକୁ ଦିନ ବଢ଼ୁଥିବା ଅତ୍ୟାଚାର ଏବଂ ନିର୍ମମ ହତ୍ୟା ଘଟଣାକୁ ନେଇ ଚିନ୍ତା ଓ ନିନ୍ଦା ଜଣାଉଛି ସମ୍ପୂର୍ଣ୍ଣ ସାମ୍ବାଦିକ ବୃନ୍ଦ। ଗତ ୧୧ ତାରିଖରେ ମାଲକାନଗିରି ଜିଲ୍ଲାର ମୋଟୁ…

ଆନ୍ତ ଜିଲ୍ଲା ସାହାଣୀ କପ ଫୁଟବଲ ମ୍ୟାଚ ନିମନ୍ତେ ଜିଲ୍ଲା ଦଳର ବ୍ରହ୍ମପୁର ଗସ୍ତ।

ନବରଙ୍ଗପୁର , ରାଜ୍ୟ ଫୁଟବଲ ସଂଘ ଆନୁକୁଲ୍ୟରେ ୧୬ ତାରିଖରୁ ମହାତ୍ମା ଗାନ୍ଧୀ ଷ୍ଟାଡିୟମ, ବ୍ରହ୍ମପୁର ଠାରେ ଆରମ୍ଭ ହେବାକୁ ଥିବା  ଆନ୍ତ ଜିଲ୍ଲା ସାହାଣୀ କପ ଫୁଟବଲ ମ୍ୟାଚ ନିମନ୍ତେ ନବରଙ୍ଗପୁର ଜିଲା କ୍ରୀଡା ସଂଘର ସଂପାଦକ ପ୍ରହଲ୍ଲାଦ ତ୍ରିପାଠୀ…

ମଧ୍ୟାହ୍ନ ଭୋଜନରେ ପୋକ ପାଇଯିବା ଘଟଣା – ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ, ଉଚ୍ଚସ୍ତରୀୟ ତଦନ୍ତ ଦାବି

ବୈପାରୀଗୁଡ଼, ୧୫ /୭ ବୈପାରୀଗୁଡ଼ ବ୍ଲକର କାକଲପୋଡ଼ା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଆଜି ମଧ୍ୟାହ୍ନ ଭୋଜନ ସମୟରେ ଭାତ ଭିତରେ ପୋକ ପାଇଯିବା ଘଟଣା ଘଟିଛି। ନବମ ଓ ଦଶମ ଶ୍ରେଣୀର ଛାତ୍ରଛାତ୍ରୀମାନେ ଏହି ଅଭିଯୋଗ କରି ବିଦ୍ୟାଳୟର ମଧ୍ୟାହ୍ନ ଭୋଜନ…

ଜିଲ୍ଲା ଇତିହାସ ରେ ପ୍ରଥମ ଥର ପାଇଁ ଜଣେ  କିନ୍ନର ସଂଘର ଜଣେ ସଦସ୍ୟ ଙ୍କୁ ସରକାରଙ୍କ ଦ୍ଵାରା ଜମି ପଟ୍ଟା ପ୍ରଦାନ

ନବରଙ୍ଗପୁର: ଜିଲ୍ଲା କିନ୍ନର ସଂଘ ସଦସ୍ୟ ମଙ୍ଗଳ ଦେଇ ନାୟକଙ୍କୁ ଡାବୁଗାଁ ତହସିଲ ପକ୍ଷରୁ ଘର ବାରି ର ଏକ ଚାରି ସେଣ୍ଟ ଜମି ପ୍ରଦାନ କରାଯାଇଛି।  ଏହି ଘଟଣା ଜିଲ୍ଲା ଇତିହାସରେ ପ୍ରଥମ ଥର ପାଇଁ ହୋଇଛି। ଜିଲ୍ଲା କିନ୍ନର…

ଜୟପୁର ରାଜପଥ ଅବରୋଧ କଲା ବିଜେଡି: ସୌମ୍ୟଶ୍ରୀଙ୍କ ମୃତ୍ୟୁ ମାମଲାକୁ ନେଇ ପ୍ରବଳ ପ୍ରତିବାଦ।

ଜୟପୁର, ୧୫/୭ ଓଡିଶାର ବାଲେଶ୍ୱର ଜିଲ୍ଲାର ଫକୀର ମୋହନ ବିଶ୍ୱବିଦ୍ୟାଳୟର ଛାତ୍ରୀ ସୌମ୍ୟଶ୍ରୀ ତ୍ରିକାୟଙ୍କ ମୃତ୍ୟୁ ସାରା ରାଜ୍ୟରେ ଉତ୍ତେଜନା ସୃଷ୍ଟି କରୁଛି। ତାଙ୍କ ମୃତ୍ୟୁର ତୀବ୍ର ପ୍ରତିକ୍ରିୟା ପ୍ରକାଶ କରି ବିଜୁ ଜନତା ଦଳ (ବିଜେଡି) କର୍ମୀମାନେ ଜୟପୁରମ ସହରରେ…

ରାଷ୍ଟ୍ରିୟ ପତ୍ରକାର ମହାସଙ୍ଗ (RPM) ର ମାସିକ ଗୁଗୁଲ୍ ମିଟ୍ ମାଧ୍ୟମ ବୈଠକ ଅନୁଷ୍ଠିତ

ବୈଠକ ରେ ସଂଗଠନର ସମ୍ପ୍ରସାରଣ ଏବଂ ସାମ୍ବାଦିକଙ୍କ ସୁରକ୍ଷା ଏବଂ ସାମ୍ବାଦିକଙ୍କ ହିତ ଉପରେ ବିସ୍ତୃତ ଆଲୋଚନା ନୂଆଦିଲ୍ଲୀ, ରାଷ୍ଟ୍ରିୟ ପତ୍ରକାର ମହାସଙ୍ଗ (RPM) ର ମାସିକ ଗୁଗୁଲ୍ ମିଟ୍ ମାଧ୍ୟମ ବୈଠକ ସଫଳତାର ସହିତ ଆୟୋଜିତ ହୋଇଥିଲା ଯେଉଁଥିରେ ଦେଶର…