ଧୋଇଗଲା ଅସ୍ଥାୟୀ ପୋଲ: ଏହି ରାଜ୍ୟ ରାଜପଥରେ ଯାତାୟାତ ଠପ୍‌

ନବରଙ୍ଗପୁର: ଜିଲ୍ଲାର ଲାଇଫଲାଇନ୍ ରାସ୍ତା ହେଉଛି ନବରଙ୍ଗପୁରରୁ ଉମରକୋଟ ୪୦ ନମ୍ବର ରାଜ୍ୟ ରାଜପଥ। ଏହି ରାସ୍ତାର ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇ ପଡ଼ିଛି। ଏହାରି ମଧ୍ୟରେ ନବରଙ୍ଗପୁର ପୂର୍ତ୍ତବିଭାଗ ଡିଭିଜନ୍ ଅଧିନରେ ରାସ୍ତାର ପ୍ରଶସ୍ତୀକରଣ କାମ ଜାରି ରହିଛି। ଏହି…

ଦୁର୍ଗମ ଅଞ୍ଚଳରେ ରାଜସ୍ବ ନିରୀକ୍ଷକ, ଫରେଷ୍ଟର ଲୋକଙ୍କୁ ଲୁଟୁଛନ୍ତି: ମାଓବାଦୀ

ମାଲକାନଗିରି: ସୀମାନ୍ତ କୋଣ୍ଟା ଏରିଆ କମିଟି ପକ୍ଷରୁ ଏକ ପ୍ରେସ୍‌ ବିଜ୍ଞପ୍ତି ଜାରି କରାଯାଇଛି। ଏଥିରେ ଉଲ୍ଲେଖ କରାଯାଇଛି ଯେ ପୁଲିସ ଗାଁ ଗାଁରେ କ୍ୟାମ୍ପ କରି ରାସ୍ତା, ବ୍ରିଜ ନିର୍ମାଣ କରୁଛି। ଅନ୍ୟଦିଗରେ ଦୁର୍ଗମ ଅଂଚଳରେ ଫରେଷ୍ଟ ଗାର୍ଡ ଏବଂ…

ଶିଶୁକନ୍ୟା ଦୁଷ୍କର୍ମ ଘଟଣାମୁଖ୍ୟ ଅଭିଯୁକ୍ତ ଗିରଫ, ଥାନାରେ ଅଟକ

କୋରାପୁଟ/ବନ୍ଧୁଗାଁ , କୋରାପୁଟଜିଲ୍ଲା ବନ୍ଧୁଗାଁ ଥାନା ଅଧୀନରେ ଜଣେ ଛଅ ବର୍ଷ ବୟସର ଶିଶୁକନ୍ୟା ଦୁଷ୍କର୍ମ ଘଟଣାରେ ପୁଲିସ ଅଭିଯୁକ୍ତକୁ ଗିରଫ କରି ଆଜି କୋର୍ଟ ଚାଲାଣ ପାଇଁ ଥାନାରେ ଅଟକ ରଖିଛି। ଶିଶୁକନ୍ୟାର ଅବସ୍ଥା ସଙ୍ଗିନ ଥିବାରୁ ପୁଲିସ ପରିବାର…

ନକଲି ବିଦେଶୀ ମଦ ଜବତ

ବୈପାରିଗୁଡା,ତା୧୦।୦୭।୨୦୨୫ କୋରାପୁଟ ଜିଲ୍ଲାର ଗାଁ ଗହଳିରେ ଦେଶୀ, ବିଦେଶୀ ନକଲି ମଦ ବିକ୍ରି ହେଉଥିବାବେଳେ ଅବକାରୀ ବିଭାଗ ପକ୍ଷରୁ ବାରମ୍ବାର ଚ଼ଢ଼ଉ ପରେ ବି ବେପାରୀମାନଙ୍କର ଉପରେ କୌଣସି ପ୍ରଭାବ ପଡ଼ୁନାହିଁ। ଏହାକୁ ଆଖ୍ ଆଗରେ ରଖ୍ ଜିଲ୍ଲା ଅବକାରୀ ଅଧିକ୍ଷକ…

ମୁମ୍ବାଇରେ ଅପରେସନ ପରେ ଜୁଲାଇ ୧୨ରେ ଓଡ଼ିଶା ଫେରିବେ ନବୀନ

ଭୁବନେଶ୍ବର: ସ୍ବାସ୍ଥ୍ୟଜନିତ ସମସ୍ୟାର ସମ୍ମୁଖୀନ ହେଲା ପରେ ଚିକିତ୍ସା ପାଇଁ ମୁମ୍ବାଇ ଯାଇଥିବା ଓଡ଼ିଶା ବିଧାନସଭାରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଆସନ୍ତା ୧୨ ତାରିଖରେ ଓଡ଼ିଶା ଫେରିବେ। ସେ ଭୁବନେଶ୍ବର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଅପରାହ୍‌ଣ ୧ଟାରେ…

ଭିନ୍ନକ୍ଷମ ପ୍ରମାଣ ପତ୍ର ଏବେ ବ୍ଲକ ସ୍ତରରେ – ଜିଲ୍ଲାପାଳଙ୍କ ଉଦ୍ୟମରେ ନୂଆ ପଦକ୍ଷେପ

ପଟାଙ୍ଗି/କୋରାପୁଟ,୧୦ ଜୁଲାଇ: ବିକଳାଙ୍ଗ ବ୍ୟକ୍ତିଙ୍କ ସୁବିଧା ପାଇଁ ଏକ ଦୃଢ଼ ପଦକ୍ଷେପ ନେଇ ଜିଲ୍ଲାପାଳ ବି. କୀର୍ତ୍ତି ୱାସନଙ୍କ ନେତୃତ୍ୱରେ କୋରାପୁଟ ଜିଲ୍ଲା ପ୍ରଶାସନ ବ୍ଲକ ସ୍ତରରେ ଭିନ୍ନକ୍ଷମ ପ୍ରମାଣପତ୍ର ଜାରି କାର୍ଯ୍ୟକ୍ରମ ଆରମ୍ଭ କରିଛି। ବ୍ଲକ ସଦର ମହକୁମାରେ ସ୍ୱାସ୍ଥ୍ୟ…

ବନମହୋତ୍ସବ ଉତ୍ସବରେ ବୃକ୍ଷ ରୋପଣ ଓ ଶପଥ ଗ୍ରହଣ।

ଜୟପୁର, ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ଜୟପୁର ରେ ବନମହୋତ୍ସବ ଉଦ୍ୟାପିତ କରାଯାଇଛି। ଏହି ଅବସରରେ ବିଦ୍ୟାଳୟର ସବୁଜ କ୍ଲବ ଓ ଶକ୍ତି କ୍ଲବ ର ସଭ୍ୟ, ସମସ୍ତ ଛାତ୍ରୀ, ଶିକ୍ଷକ ଓ କର୍ମଚାରୀ ଅନୁଷ୍ଠାନରେ ସକ୍ରିୟ ଭାଗ ନେଇଥିଲେ। ବିଦ୍ୟାଳୟ…

ରସଗୋଲା ଦିବସରେ ମହାପ୍ରଭୁଙ୍କ ରସଗୋଲା ମାନଭଞ୍ଜନ ପରମ୍ପରା

ପୁରୀ, ଆଜି ପୁରୀରେ ଉତ୍ସାହ ଓ ଭକ୍ତିଭାବରେ ରସଗୋଲା ଦିବସ ପାଳିତ ହେଲା। ଶ୍ରୀଜଗନ୍ନାଥ ନୀଳାଦ୍ରି ବିଜେ ଅବସରରେ ମା’ ଲକ୍ଷ୍ମୀଙ୍କ ମାନଭଞ୍ଜନ ପାଇଁ ମହାପ୍ରଭୁଙ୍କ ପକ୍ଷରୁ ରସଗୋଲା ଭୋଗ ଲାଗି ଦିଆଯାଏ — ଏହା ଏକ ପାଉରାଣିକ ଓ ଅନନ୍ୟ…

ବଣ୍ଡା ଘାଟିରେ ଜନନୀ ଯନ୍ତ୍ରଣା: ରାସ୍ତା ନଥିବାରେ ଦୀର୍ଘ ୧୦ କି.ମି. ବୋହି ନିଆଯାଇଲେ ଗର୍ଭବତୀ

ମାଲକାନଗିରି, ବର୍ଷା ଦିନେ ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକର ବଣ୍ଡାଘାଟି ଅଞ୍ଚଳରେ ଏକ ଦୟନୀୟ ଘଟଣା ସାମ୍ନାକୁ ଆସିଛି। ରାସ୍ତା ଅଭାବ ଓ ବର୍ଷା ବିପର୍ଯ୍ୟୟ ହେତୁ ଗର୍ଭବତୀ ମହିଳା ସୁନାଇ ଭୋଜଙ୍କୁ ୧୦ କିଲୋମିଟର ବାଟ ଭାରରେ ଆମ୍ବୁଲାନ୍ସ ପାଖକୁ…

ଶିଶୁଙ୍କ ନ୍ୟାୟ ଓ ଶିକ୍ଷା ଅଧିକାର ବିଷୟରେ ସଚେତନତା ଶିବିର

ଶିଶୁଙ୍କ ନ୍ୟାୟ ଓ ଶିକ୍ଷା ଅଧିକାର ବିଷୟରେ ସଚେତନତା ଶିବିର ଜୟପୁର, ଜିଲ୍ଲା ଆଇନ ସେବା ପ୍ରାଧିକରଣ, କୋରାପୁଟ-ଜୟପୁର ଙ୍କ ଆନୁକୂଳ୍ୟରେ ଏକ ଦିନିଆ ସଚେତନତା ଶିବିର ଅନୁଷ୍ଠିତ ହୋଇଛି। ଏହି କାର୍ଯ୍ୟକ୍ରମ ଜିଲ୍ଲା ଜଜ୍ ଓ ପ୍ରାଧିକରଣ ଅଧ୍ୟକ୍ଷ୍ୟ ଶ୍ରୀ…