ନବରଙ୍ଗପୁର ପୌରାଞ୍ଚଳ ପରିମଳ ବ୍ୟବସ୍ଥା ସମ୍ବନ୍ଧରେ ନାଗରିକ କମିଟି ର ଆଲୋଚନା

ନବରଙ୍ଗପୁର ପୌରାଞ୍ଚଳ ପରିମଳ ବ୍ୟବସ୍ଥା ସମ୍ବନ୍ଧରେ ନାଗରିକ କମିଟି ର ଆଲୋଚନା ନବରଙ୍ଗପୁର  ଜୁଲାଇ ୭ (ସିମାଦ୍ରି )ପୌରସଂସ୍ଥା ର ନିର୍ବାହୀ ଅଧିକାରୀ ଡଃ ଅଶୋକ କୁମାର କର୍ଣ୍ଣ ଙ୍କୁ ଜିଲ୍ଲା ନାଗରିକ କମିଟି ତରଫରୁ ପୂର୍ବରୁ ଦିଆଯାଇଥିବା ସ୍ମାରକପତ୍ର ର…

ବର୍ଷା ସତ୍ତ୍ୱେ ଭକ୍ତି ଜୟପୁରରେ ମହରମ୍ ଅବସରରେ ସିଆ ମୁସଲମାନମାନେ ମହା ଶୋଭାଯାତ୍ରା କରିଛନ୍ତି

ଜୟପୁର, ପବିତ୍ର ମହରମ୍ ମାସ ଅବସରରେ, ରବିବାର ସନ୍ଧ୍ୟାରେ ସିଆ ମୁସଲିମ ସମ୍ପ୍ରଦାୟର ତତ୍ତ୍ୱାବଧାନରେ ଜୟପୁରରେ ଏକ ମହାନ ତାଜିଆ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା। ଭକ୍ତି, ପ୍ରତିବଦ୍ଧତା ଏବଂ ତ୍ୟାଗରେ ପରିପୂର୍ଣ୍ଣ ଏହି ଶୋଭାଯାତ୍ରା ବର୍ଷାରେ ମଧ୍ୟ କୌଣସି ବାଧା ବିନା…

ଓଡ଼ିଶା ରାଜସ୍ୱ ଅମଲା ସଂଘର କଳା ବ୍ଯାଜ ପରିଧାନ l

ଓଡ଼ିଶା ରାଜସ୍ୱ ଅମଲା ସଂଘର କଳା ବ୍ଯାଜ ପରିଧାନ l ନବରଙ୍ଗପୁର ୭.୦୭.୨୦୨୫ : ଓଡ଼ିଶା ରାଜସ୍ୱ ଅମଲା ସଂଘର ଏକ ଗୁରୁତ୍ବପୁର୍ଣ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ର ନିଷ୍ପତି ଅନୁସାରେ ଗତ ଜୁନ ୨୫ ତାରିଖରେ  ଓଡ଼ିଶା ରାଜସ୍ୱ ଅମଲା…

ଦେବଶୟନୀ ଏକାଦଶୀ ଉତ୍ସବ ଭକ୍ତିଭାବରେ ପାଳିତ

ଦେବଶୟନୀ ଏକାଦଶୀ ଉତ୍ସବ ଭକ୍ତିଭାବରେ ପାଳିତ ଜୟପୁର, ଶନିବାର ଦିନ ଜୟପୁର ସହର ଥିବା ବୈଭବ ଭେଙ୍କଟେଶ୍ୱର ମନ୍ଦିର, ନାରାୟଣ ମନ୍ଦିର ଏବଂ ବିଷ୍ଣୁ ମନ୍ଦିରରେ ଦେବ ଶୟନୀ ଏକାଦଶୀ ଉତ୍ସବ ମହାଭକ୍ତି ସହିତ ପାଳନ କରାଯାଇଛି। ଆଷାଢ଼ ଶୁକ୍ଳ ଏକାଦଶୀ…

ନଦୀ ପାରି ପାଠପଢ଼ା, ଶଶିକୁଡ଼ି ଗ୍ରାମର ଗ୍ରାମବାସୀ ଙ୍କ ଜୀବନ ବିପଜ୍ଜନକ

ନଦୀ ପାରି ପାଠପଢ଼ା, ଶଶିକୁଡ଼ି ଗ୍ରାମର ଗ୍ରାମବାସୀ ଙ୍କ ଜୀବନ ବିପଜ୍ଜନକ କୋରାପୁଟ, ଜୁଲାଇ ୬ (ସିମାଦ୍ରୀ):ଦଶମନ୍ତପୁର ବ୍ଲକ ଅନ୍ତର୍ଗତ ଶଶିକୁଡ଼ି ଗ୍ରାମର ଛାତ୍ରଛାତ୍ରୀ ପାଠପଢ଼ା ପାଇଁ ପ୍ରତିଦିନ ଜୀବନ ବାଜି ଲଗାଇ ନଦୀ ପାର କରୁଛନ୍ତି। ଏହି ଗ୍ରାମରେ ସ୍ଥାନୀୟ…

ସୀମାନ୍ତ ଗ୍ରାମ ରାଇପାହାଡ଼ ରେ ବିକାଶର ବାତାସ — ପକ୍କା ରାସ୍ତା ସହ ଆସୁଛି ଆଶାର ଆଲୋକ

ସୀମାନ୍ତ ଗ୍ରାମ ରାଇପାହାଡ଼ ରେ ବିକାଶର ବାତାସ — ପକ୍କା ରାସ୍ତା ସହ ଆସୁଛି ଆଶାର ଆଲୋକ କୋରାପୁଟ/ନନ୍ଦପୁର (ସିମାଦ୍ରି), ଜୁଲାଇ ୬ – ଦୀର୍ଘଦିନ ଧରି ଅବହେଳିତ ଥିବା କୋରାପୁଟ ଜିଲ୍ଲାର ସୀମାନ୍ତ ଗ୍ରାମ ରାଇପାହାଡ଼ ଏବେ ବିକାଶର ନୂଆ…

ଭାରରେ ବୁହାହେଲେ ଦୁଇ ରୋଗୀ

ଭାରରେ ବୁହାହେଲେ ଦୁଇ ରୋଗୀ ,ସୁନାଗୁଡ଼ା ଗାଁକୁ ଆସିପାରିଲାନି ଆମ୍ବୁଲାନ୍ସ ବୈପାରିଗୁଡ଼ା: ପାହାଡ଼ିଆ ଘାଟି ରାସ୍ତାରେ ପହଞ୍ଚି ପାରିଲା ନାହିଁ ଆମ୍ବୁଲାନ୍ସ | ଫଳରେ ଦୁଇଜଣ ରୋଗୀଙ୍କୁ ଦୁଇ କିଲୋମିଟର ଭାରରେ ବୋହିନେଲେ ସଂପର୍କୀୟ ও ମବାସୀ। ଏଭଳି ଦୃଶ୍ଯ ଦେଖିବାକୁ…

ସ୍ଥାନୀୟ ଡିଏଭି ଶିକ୍ଷକ ଶିକ୍ଷା ମହାବିଦ୍ୟାଳୟରେ ୩୦ତମ ବାର୍ଷିକ ସମାରୋହ ଅନୁଷ୍ଠିତ ହୋଇଥିଲା।

ସ୍ଥାନୀୟ ଡିଏଭି ଶିକ୍ଷକ ଶିକ୍ଷା ମହାବିଦ୍ୟାଳୟରେ ୩୦ତମ ବାର୍ଷିକ ସମାରୋହ ଅନୁଷ୍ଠିତ ହୋଇଥିଲା। କୋରାପୁଟ  : କୋରାପୁଟର ସଂସ୍କୃତି ଏବଂ ପରମ୍ପରାକୁ ମନେ ରଖି ଏହି ବାର୍ଷିକ ସମାରୋହକୁ “ଉଦିୟାତାରା” ନାମ ଦିଆଯାଇଥିଲା। ଏହି ବାର୍ଷିକ ସମାରୋହରେ ବିକ୍ରମ ଦେବ ବିଶ୍ୱବିଦ୍ୟାଳୟର…

ଶାବର ଶ୍ରୀକ୍ଷେତ୍ରରେ ବାହୁଡ଼ା ଯାତ୍ରା: ରଥ ଟାଣିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଶାବର ଶ୍ରୀକ୍ଷେତ୍ରରେ ବାହୁଡ଼ା ଯାତ୍ରା: ରଥ ଟାଣିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କୋରାପୁଟ, ଜୁଲାଇ ୫ (ସୀମାଦ୍ରି):ଆଜି କୋରାପୁଟ ଜିଲ୍ଲାର ଶାବର ଶ୍ରୀକ୍ଷେତ୍ରରେ ଆୟୋଜିତ ବାହୁଡ଼ା ଯାତ୍ରା ଅବସରରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗ ଦେଇ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ…

ବର୍ଷାରେ ଭାଙ୍ଗିଲା ଘର, ପଡ଼ୋଶୀ ଘରେ ଆଶ୍ରୟ

ବର୍ଷାରେ ଭାଙ୍ଗିଲା ଘର, ପଡ଼ୋଶୀ ଘରେ ଆଶ୍ରୟ ବୈପାରିଗୁଡ଼ା : ଲଗାଣ ବର୍ଷା ଯୋଗୁଁ ବୈପାରିଗୁଡ଼ା ବ୍ଲକ ଦଣ୍ଡାବାଡ଼ି ପଞ୍ଚାୟତ ଅନ୍ତର୍ଗତ କଦଳୀପଦର ଗ୍ରାମର ଶରତ ଖିଲଙ୍କ ଘର ଭାଙ୍ଗିଯାଇଛି। ଗତକାଲି ରାତିରେ ବୈପାରିଗୁଡ଼ା ବ୍ଲକରେ ପ୍ରବଳ ବର୍ଷା ହୋଇଥିଲା |…