ନାରୀ ସ୍ବାସ୍ଥ୍ୟ ଉନ୍ନତି ପାଇଁ ଷ୍ଟାର୍ଟଅପ୍ ‘ସି କେୟାର’ – ଜୟପୁରରେ ରୀତିକା ଟିମ୍ ସମ୍ମାନିତ ।

ଜୟପୁର, ୨୩/୭ ଏନ୍‌କେଟି ରୋଡ୍‌ର ଛାତ୍ରୀ ରୀତିକା ଜୁମାନୀ ଓ ତାଙ୍କ ଦଳ ‘ଟିମ୍ ରାଜସ୍ଥାନ’ ଜୟପୁରରେ ଏକ ଜାତୀୟ ସ୍ତରୀୟ ଷ୍ଟାର୍ଟଅପ୍ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରି ସମ୍ମାନିତ ହୋଇଛନ୍ତି। ତାଙ୍କ ଷ୍ଟାର୍ଟଅପ୍ ଆଇଡିଆ ‘ସି କେୟାର’ ପାଇଁ…

ତରୁଣ ପ୍ରଜ୍ଞା ଭାରତୀ, ଜୟପୁରର ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ଜୟପୁର, ୨୧/୭ ତରୁଣ ପ୍ରଜ୍ଞା ଭାରତୀ ଅନୁଷ୍ଠାନର ୩୭ତମ ବାର୍ଷିକ ଉତ୍ସବ ୨୦୨୫ ନିମନ୍ତେ ପୂର୍ବପ୍ରସ୍ତୁତି ବୈଠକ ଆଜି ଅପରାହ୍ନ ୦୪.୦୦ ଘଣ୍ଟା ସମୟରେ ପି.ଆର୍.ପେଟା ବେଢା ସାହି ସ୍ଥିତ ଅମୂଲ୍ୟ ଆୟୁର୍ବେଦିକ କେନ୍ଦ୍ରରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅନୁଷ୍ଠାନର ପ୍ରମୁଖ…

ସତୀଭଟା ଏୟାରଷ୍ଟ୍ରିପ୍‌କୁ ଉଡାନ୍ ଯୋଜନାରେ ସାମିଲ କରିବା ଦାବି – ବରଗଡ଼ ସାଂସଦ ପ୍ରଦୀପ ପୁରୋହିତଙ୍କ ପଦକ୍ଷେପ।

ବରଗଡ, ୨୧/୭ ବରଗଡ଼ ଜିଲ୍ଲା ଓ ପଶ୍ଚିମ ଓଡ଼ିଶାର ଲୋକଙ୍କ ପାଇଁ ଗତିଶୀଳ ଯାତାୟାତ ବ୍ୟବସ୍ଥା, ଆର୍ଥିକ ଓ ପର୍ଯ୍ୟଟନ ଅଭିବୃଦ୍ଧିକୁ ଲକ୍ଷ୍ୟ କରି ବରଗଡ଼ ସାଂସଦ ଶ୍ରୀ ପ୍ରଦୀପ ପୁରୋହିତ କେନ୍ଦ୍ର ସରକାରଙ୍କ ପ୍ରତି ଗୁରୁତ୍ୱପୂର୍ଣ୍ଣ ଦାବି ରଖିଛନ୍ତି। ପଦ୍ମପୁର…

ପଦ୍ମପୁର ଲାୟନ୍ସ ଭବନ ରେ ଲାୟନ୍ସ କ୍ଲବର ଶପଥ ଗ୍ରହଣ ସମାରୋହ ।।

ପଦ୍ମପୁର,୨୧ ୵ ୭ ପଦ୍ମପୁର ସହର ସ୍ଥିତ ଲାୟନ୍ସ ଭବନ ରେ ପ୍ରୀତମ ମେହେର ଙ୍କ ସଭାପତିତ୍ୱ ରେ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହୋଇଯାଇଛି। ଏହି ସମାରୋହ କୁ ଦ୍ୱାଦଶ ପ୍ରଧାନ ସଂଯୋଜନା କରିଥିବା ବେଳେ ବିନୋଦ ବିହାରି ମିଶ୍ର…

କୋଟିଆ ରେ ମେଗା ସ୍ବାସ୍ଥ୍ୟ ଶିବିର।

କୋରାପୁଟ, ୨୦/୭ ପଟାଙ୍ଗି ବ୍ଲକର ସୀମାନ୍ତ ପଞ୍ଚାୟତ କୋଟିଆର ନେରେଡିୱାଲସା ପ୍ରାଥମିକ ବିଦ୍ୟାଳୟ ପ୍ରାଙ୍ଗଣରେ ଆଜି ଜିଲ୍ଲାପାଳ ବି. କୀର୍ତ୍ତି ୱାସନଙ୍କ ନିର୍ଦ୍ଦେଶରେ ଏକ ମେଗା ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ ହେଲା। ଦୂରଦରାଜ ଗ୍ରାମପୁଞ୍ଜରୁ ୨୮୬ ହିତାଧିକାରୀ ଚିକିତ୍ସା ସେବା ନିମନ୍ତେ…

ଲାଞ୍ଚ ନ ଦେଲେ ବଦଳି ଧମକ – ଶିକ୍ଷକଙ୍କ ପତ୍ନୀଙ୍କ ଗଭୀର ଅଭିଯୋଗ

ନନ୍ଦପୁର/କୋରାପୁଟ, ୨୦/୭ ନନ୍ଦପୁର ବ୍ଲକରେ କାର୍ଯ୍ୟରତ ଏକ ଶିକ୍ଷକଙ୍କୁ ଲାଞ୍ଚ ଦେବା ଚାପ ଦେଇ ଧମକ ଦିଆଯାଇଥିବା ଚମତ୍କାରିକ ଅଭିଯୋଗ ଉଠିଛି। ଶିକ୍ଷକ ଉମେଶ ମଲ୍ଲିକଙ୍କ କ୍ୟାନ୍ସର ପୀଡିତା ପତ୍ନୀ ଅଭିଯୋଗ କରିଛନ୍ତି ଯେ, ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଗୁରୁଦେବ…

ଧାନଭି ବାସିନ୍ଦାଙ୍କ ପାଇଁ ଅଭିଶାପ ବନିଲା ବାଇପାସ ରାସ୍ତା

ଜୟପୁର,୨୦/୭ ଧାନଭି ଟାଉନସିପ୍ ଅଂଚଳରେ ନିର୍ମାଣଧୀନ ବାଇପାସ ରାସ୍ତା ବାସିନ୍ଦାଙ୍କ ପାଇଁ ଅନୁଗ୍ରହ ନୁହେଁ, ବରଂ ଅଭିଶାପ ଭାବେ ପରିଣତ ହେଉଛି। ରାସ୍ତା ନିର୍ମାଣ କାର୍ଯ୍ୟ ପାଇଁ ଗଛିତ ଥିବା ପଥର ଗୁଣ୍ଡ ଏବଂ ମାଟି ବର୍ଷା ପାଇଁ ବହିଯାଇ ଅଂଚଳର…

ନୂଆ ଡିଆଇଜିଙ୍କୁ ସାମ୍ବାଦିକଙ୍କ ସ୍ଵାଗତ, ମାଲକାନଗିରି ହତ୍ୟାକାଣ୍ଡ ତଦନ୍ତ ଦାବି l

ଜୟପୁର, ୨୦ ଜୁଲାଇ (ସିମାଦ୍ରୀ): ଦକ୍ଷିଣ ପଶ୍ଚିମାଞ୍ଚଳ ନବନିଯୁକ୍ତ ଡିଆଇଜି ଡ଼ା. କନ୍ୱର ବିଶାଳ ସିଂଙ୍କୁ ଜିଲ୍ଲା ସାମ୍ବାଦିକମାନେ ଭେଟି ସ୍ଵାଗତ ଜଣାଇଛନ୍ତି। କଳିଙ୍ଗ ୟୁନିଅନ ଅଫ୍ ୱାର୍କିଙ୍ଗ ଜର୍ଣାଲିଷ୍ଟ ପକ୍ଷରୁ ଫୁଲତୋଡ଼ା ପ୍ରଦାନ କରି ଡିଆଇଜିଙ୍କୁ ଆଦର୍ଶ ସ୍ଵାଗତ ଦିଆଯାଇଥିଲା।ଏହି…

ନବରଙ୍ଗପୁରରେ ସାମାଜିକ ସୁରକ୍ଷା ସାହାଯ୍ୟ ପ୍ରଦାନ କାର୍ଯ୍ୟକ୍ରମ

ନବରଙ୍ଗପୁର,୨୦/୭ ନବରଙ୍ଗପୁର ସହର ସ୍ଥିତ ସାଇ କଲ୍ୟାଣମଣ୍ଡପରେ ଏକ ବିଶେଷ କାର୍ଯ୍ୟକ୍ରମରେ ପଞ୍ଚାୟତରାଜ ମନ୍ତ୍ରୀ ଶ୍ରୀ ରବିନାରାୟଣ ନାୟକ ୨୨ ଜଣ ହିତାଧିକାରୀଙ୍କୁ ସାମାଜିକ ସୁରକ୍ଷା ସହାୟତା ପ୍ରଦାନ କରିଛନ୍ତି।ଏହି କାର୍ଯ୍ୟକ୍ରମରେ ୨୦ ଜଣଙ୍କୁ ଶ୍ରବଣ ଯନ୍ତ୍ର ଓ ୨ ଜଣ…

ସବୁଜ ନବରଙ୍ଗପୁର ଗଠନକୁ ନେଇ ପରିବର୍ତ୍ତନ ଫାଉଣ୍ଡେସନ ର ଉଦ୍ୟମ | ଦେଢ ସେଂଖ୍ୟା ବୃକ୍ଷ ରୋପଣ।

ନବରଙ୍ଗପୁର, ୨୦/୭ ପରିବେଶ ସୁରକ୍ଷା ଓ ସବୁଜ ନବରଙ୍ଗପୁର ଗଠନକୁ ନେଇ ପରିବର୍ତ୍ତନ ଫାଉଣ୍ଡେସନ ର ସଭ୍ୟମାନେ ଭତରା ସିଉନି ମନ୍ଦିର ନିକଟରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଆୟୋଜନ କରିଛନ୍ତି। ଫାଉଣ୍ଡେସନ ର ସଂସ୍ଥାପକ ଓ ଅଧ୍ୟକ୍ଷ ନିନୀବାବୁ ତ୍ରିପାଠୀଙ୍କ ଆହ୍ୱାନରେ…