ଜୟପୁର ନିକଟ ଜୟନ୍ତଗିରିରେ ସାମୁହିକ ବୃକ୍ଷରୋପଣ, ଶତାଧିକ ଚାରା ରୋପିତ
ଜୟପୁର, ୨୦/୭ କାଳୀକୃଷ୍ଣ ସଂଘର ପ୍ରତିଷ୍ଠାତା ସଦଗୁରୁଦେବ ସ୍ୱାମୀ ସତ୍ୟାନନ୍ଦ ସରସ୍ଵତୀ ମହାରାଜଙ୍କ ୮୩ତମ ଜନ୍ମଦିନ ଉପଲକ୍ଷେ ଆୟୋଜିତ ପଞ୍ଚଦିନିଆ ଧ୍ୟାନ ଓ ସାମାଜିକ କାର୍ଯ୍ୟକ୍ରମର ଅଂଶ ଭାବେ, ତା. ୧୮ ଜୁଲାଇ ରେ ଜୟନ୍ତଗିରି ଉଚ୍ଚ ବିଦ୍ୟାଳୟ ପରିସରରେ ସାମୁହିକ…
ମାଗଣା ଚକ୍ଷୁ ପରୀକ୍ଷା ଶିବିରରେ ୧୨୫ ଲୋକ ଲାଭାନ୍ୱିତ
ଜୟପୁର, ୨୦/୭ , କାଳୀକୃଷ୍ଣ ସଂଘର ପ୍ରତିଷ୍ଠାତା ସଦଗୁରୁଦେବ ସ୍ଵାମୀ ସତ୍ୟାନନ୍ଦ ସରସ୍ଵତୀ ମହାରାଜଙ୍କ ୮୩‑ତମ ଧରାବତରଣ ଦିବସ ଉପଲକ୍ଷେ ଆୟୋଜିତ ପଞ୍ଚଦିବସୀୟ କାର୍ଯ୍ୟକ୍ରମର ତୃତୀୟ ଦିନରେ କାଳୀକୃଷ୍ଣ ସଂଘ ତରଫରୁ ଏକ ମାଗଣା ଚକ୍ଷୁ ପରୀକ୍ଷା ଏବଂ ପରାମର୍ଶ ଶିବିର…
ଏନକାଉଣ୍ଟରରେ ଛଅ ମାଓବାଦୀ ନିହତ, ମୁଖ୍ୟ ନେତା ସମେତ ଚିହ୍ନଟ ଅସ୍ତ୍ର, ବିସ୍ଫୋରକ ଓ ରାଇଫଲ ଜବତ ।
ମାଲକାନଗିରି ସୀମାନ୍ତ ଅଞ୍ଚଳରେ ଅପରେସନ ମନସୁନ୍ ର ସଫଳତା ମାଲକାନଗିରି, ୧୯ /୭ ମାଲକାନଗିରି ସୀମାନ୍ତ ଛତିଶଗଡ଼ ରାଜ୍ୟର ନାରାୟଣପୁର ଜିଲ୍ଲା ଅଞ୍ଚଳରେ ଅବସ୍ଥିତ ଆବୁଝମାଡ଼ ଜଙ୍ଗଲର ପରିଆ କାକୁଲ ନାମକ ସ୍ଥାନରେ ଶୁକ୍ରବାର ଦିନ ସୁରକ୍ଷା ବାହିନୀ ଓ ମାଓବାଦୀଙ୍କ…
କନ୍ୟା ଙ୍କୁ ସ୍ୱାଗତ ସହିତ ପରିବେଶ ସୁରକ୍ଷା ଏବଂ ପ୍ରକୃତି ସଚେତନତା ଅଭିଯାନ
କନ୍ୟା ଙ୍କୁ ସ୍ୱାଗତ ସହିତ ପରିବେଶ ସୁରକ୍ଷା ଏବଂ ପ୍ରକୃତି ସଚେତନତା ଅଭିଯାନ ନବରଙ୍ଗପୁର,୧୮/୭ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ଅଧୀନ ଜୁନାପାଣି ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ଠାରେ ଝିଅମାନଙ୍କୁ ସ୍ୱାଗତ ସହିତ ପରିବେଶ ସୁରକ୍ଷା ଏବଂ ପ୍ରକୃତି ସଚେତନତା…
ଫକୀର ମୋହନ ଛାତ୍ରୀ ଆତ୍ମାହୁତି ମାମଲା – ଅବହେଳା ବିରୋଧରେ ଓଡ଼ିଶା ବନ୍ଦ ସଫଳ ।
ଲକ୍ଷ୍ମୀପୁର, ୧୭ /୭ ଫକୀର ମୋହନ ସ୍ୱୟଂ ଶାସିତ ବିଶ୍ୱବିଦ୍ୟାଳୟର ଛାତ୍ରୀ ସୌମ୍ୟାଶ୍ରୀ ବିଶିଙ୍କ ଆତ୍ମାହୁତି ମାମଲାକୁ ନେଇ ରାଜ୍ୟ ସରକାରଙ୍କ ଅବହେଳା ବିରୋଧରେ ଏବଂ ଇସ୍ତଫା ଦାବିରେ ଓଡ଼ିଶା ବନ୍ଦ କାର୍ଯ୍ୟକ୍ରମ ଆୟୋଜିତ ହେଲା । ଓଡ଼ିଶା ପ୍ରଦେଶ କଂଗ୍ରେସ…