ଦିବ୍ୟାଙ୍ଗ ଏବଂ ବରିଷ୍ଠ ନାଗରିକଙ୍କୁ ସହାୟକ ଉପକରଣ ବଣ୍ଟନ କାର୍ଯ୍ୟକ୍ରମ

Spread the love

ଦିବ୍ୟାଙ୍ଗ ଏବଂ ବରିଷ୍ଠ ନାଗରିକଙ୍କୁ ସହାୟକ ଉପକରଣ ବଣ୍ଟନ କାର୍ଯ୍ୟକ୍ରମଅଦ୍ୟ ତା. 03.03.2025 ରିଖ ଦିନ ଜୟପୁର ପୌରପାଳିକାର ଟାଉନ ହୋଲ ଠାରେ ଦିବ୍ୟାଙ୍ଗ ଏବଂ ବରିଷ୍ଠ ନାଗରିକଙ୍କୁ ସହାୟକ ଉପକରଣ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଜୟପୁର ବ୍ଲକ ଏବଂ ପୌରପାଳିକାର 137 ଜଣ ଭିନ୍ନକ୍ଷମ ଏବଂ ବରିଷ୍ଠ ନାଗରିକଙ୍କୁ ବିଭିନ୍ନ ପ୍ରକାରରଣ ସହାୟକ ଉପକରଣ ଯଥା ବ୍ୟାଟେରି ଚାଳିତ ଟ୍ରାଇସାଇକେଲ, ବ୍ୟାଟେରି ଚାଳିତ ଜଏଷ୍ଟିକ ବାଲା ହ୍ଵିଲ ଚେୟାର, ହ୍ୱିଲ ଚେୟାର, ଟ୍ରାଇ ସାଇକେଲ, ଆଶାବାଢି, ଶ୍ରବଣ ଯନ୍ତ୍ର ଇଦ୍ୟାଦି ଜିନିଷ ବଣ୍ଟନ କରାଯାଇଥିଲା ।କାର୍ଯ୍ୟକ୍ରମର ପ୍ରାରମ୍ଭରେ 3 ଜଣ ଦିବ୍ୟାଙ୍ଗ ଦମ୍ପତ୍ତିଙ୍କୁ ବିବାହ ପ୍ରତ୍ସାହନ ରାଶି 2 ଲକ୍ଷ ପଚାଶ ହଜାର ଟଙ୍କା ଲେଖାଁଏ ମାନ୍ୟବର ବିଧାୟକ ଶ୍ରୀ ତାରା ପ୍ରସାଦ ବାହିନିପତିଙ୍କ ଦ୍ବାର ପ୍ରଦାନ କରାଯାଇଥିଲା ଏବଂ 3 ଜଣ ଦିବ୍ୟାଙ୍ଗଙ୍କ ଛାତ୍ର ଛାତ୍ରୀଙ୍କୁ ଉଚ୍ଚ ଶିକ୍ଷା ପାଇଁ ଛାଚ୍ର ବୃତ୍ତି 50 ହଜାର ଟଙ୍କା ଲେଖାଏ ପ୍ରଦାନ କରାଯାଇଥିଲା ଏତଦବ୍ୟତୀତ 103 ଜଣ ହୀତାଧିକାରୀଙ୍କୁ ପୌରପାଳିକା ଦ୍ୱାରା ଭୂମି ଅଧିକାର ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା ।ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଶ୍ରୀ ତାରା ପ୍ରାସାଦ ବାହିନିପତି, ବିଧାୟକ ଜୟପୁର ଯୋଗଦନା କରିଥିଲେ । ଅନ୍ୟ ଅତିଥିମାନ ଙ୍କ ମଧ୍ୟରେ ଶ୍ରୀ ନରେନ୍ଦ୍ର କୁମାର ମହାନ୍ତି, ଅଧ୍ୟକ୍ଷ, ପୌରପାଳିକା ଜୟପୁର, ଶ୍ରୀମତୀ ବି. ସୁନିତା, ଉପାଧ୍ୟକ୍ଷା, ସୁଶ୍ରୀ ଏ. ସଶ୍ୟା ରେଡ୍ଡି, ଉପଜିଲ୍ଲାପାଳ ତାଥା କାର୍ଯ୍ୟନିର୍ବାହି ଅଧିକାରୀ, ପୌରପାଳିକା, ଜୟପୁର, ଶ୍ରୀ କୃତିବାସ ସାହୁ, ଅତିରିକ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ, ଜୟପୁର ଏବଂ ଶ୍ରୀମତୀ ସ୍ମିତା ମହାପାତ୍ର, ହିନ୍ଦୁସ୍ତାନ ଏରୋନଟିକସ୍ ଲିମିଟେଡ, ସୁନାବେଡା ଯୋଗନାଦ କରିଥିଲେ ।
ଏହି କାର୍ଯ୍ୟକ୍ରମକୁ ହିନ୍ଦୁସ୍ତାନ ଏରୋନୋଟିକସ୍ ଲିମିଟେଡ, ସୁନାବେଡା ସମସ୍ତ ସହାୟକ ଉପକରଣ ପ୍ରଦାନ କରିଥିଲେ ଏବଂ ଆଲିମକୋ, ଭୁବନେଶ୍ବର ଏହାର ଚିହ୍ନଟ ଏବଂ ପରୀକ୍ଷା କରି ସମସ୍ତ ହୀତାଧିକାରୀଙ୍କୁ ସହାୟକ ଉପକରଣ ପ୍ରଦାନ କରିଥିଲେ ।

  • Related Posts

    ଜୟପୁରରେ କଂଗ୍ରେସ ଜିଲ୍ଲା ସଭାପତି ନିର୍ବାଚନ ବୈଠକ ଅନୁଷ୍ଠିତ।

    Spread the love

    Spread the loveକୋରାପୁଟ,ଜୟପୁର, ୫/୯ ଶୁକ୍ରବାର ଜୟପୁରର ବାବା ସାହେବ କଲ୍ୟାଣୀ ମଣ୍ଡପମ ଏବଂ ବାଙ୍କମଠରେ କୋରାପୁଟ ଜିଲ୍ଲା କଂଗ୍ରେସ କମିଟିର ସଭାପତି ପାଇଁ ଏକ ନିର୍ବାଚନ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଅଖିଳ ଭାରତ କଂଗ୍ରେସ କମିଟିର ମାନକ…

    ଦେଢ଼ କୋଟିର ଗ୍ରାମୀଣ ଶିଳ୍ପ ପାର୍କ ସ୍ଥାଣୁ

    Spread the love

    Spread the love*ବଜାର ବ୍ୟବସ୍ଥା ନାହିଁ, କଞ୍ଚାମାଲ ଅଭାବରେ ୧୨ ଏସ ହେଚ୍ ଜି  ଜୀବିକା ସଙ୍କଟ କୋରାପୁଟ, ୪ /୯ ବିଜୁ ଗ୍ରାମୀଣ ବହୁମୁଖୀ କୃଷି ଉଦ୍ୟୋଗୀ ଯୋଜନାରେ ୨୦୨୧-୨୨ରେ କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ୍‌ର ପଢେଇଗୁଡା ଗ୍ରାମରେ ୨…

    Leave a Reply

    Your email address will not be published. Required fields are marked *