ଜୟପୁରରେ କଂଗ୍ରେସ ଜିଲ୍ଲା ସଭାପତି ନିର୍ବାଚନ ବୈଠକ ଅନୁଷ୍ଠିତ।

କୋରାପୁଟ,ଜୟପୁର, ୫/୯ ଶୁକ୍ରବାର ଜୟପୁରର ବାବା ସାହେବ କଲ୍ୟାଣୀ ମଣ୍ଡପମ ଏବଂ ବାଙ୍କମଠରେ କୋରାପୁଟ ଜିଲ୍ଲା କଂଗ୍ରେସ କମିଟିର ସଭାପତି ପାଇଁ ଏକ ନିର୍ବାଚନ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଅଖିଳ ଭାରତ କଂଗ୍ରେସ କମିଟିର ମାନକ ସଚିବ, ଜିଲ୍ଲା…

ଦେଢ଼ କୋଟିର ଗ୍ରାମୀଣ ଶିଳ୍ପ ପାର୍କ ସ୍ଥାଣୁ

*ବଜାର ବ୍ୟବସ୍ଥା ନାହିଁ, କଞ୍ଚାମାଲ ଅଭାବରେ ୧୨ ଏସ ହେଚ୍ ଜି  ଜୀବିକା ସଙ୍କଟ କୋରାପୁଟ, ୪ /୯ ବିଜୁ ଗ୍ରାମୀଣ ବହୁମୁଖୀ କୃଷି ଉଦ୍ୟୋଗୀ ଯୋଜନାରେ ୨୦୨୧-୨୨ରେ କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ୍‌ର ପଢେଇଗୁଡା ଗ୍ରାମରେ ୨ ଏକର ଜମିରେ…

୧୩/୦୯/୨୦୨୫ ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ

କୋରାପୁଟ,ଜୟପୁର, ୪/୯ ଜାତୀୟ ଆଇନ ସେବା ପ୍ରାଧିକରଣ ଓ ରାଜ୍ୟ ଆଇନ ସେବା ପ୍ରାଧିକରଣ ନିର୍ଦ୍ଧେଶକ୍ରମେ ଆସନ୍ତା ତା-୧୩/୦୯/୨୦୨୫ (ଶନିବାର)ରିଖରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ, କୋରାପୁଟ-ଜୟପୁର ସମେତ କୋରାପୁଟ, କୋଟପାଡ, ବୋରିଗୁମ୍ମା, ସେମିଲିଗୁଡା, ଦଶମନ୍ତପୁର, ଲମତାପୁଟ ଏବଂ ଲକ୍ଷ୍ମୀପୁରରେ ଥିବା…

କୋରାପୁଟରେ ‘ଅପରେସନ୍ ପ୍ରହାର’ ଗଞ୍ଜେଇ, ଗୁଟକା ଗୋଦାମ ଉପରେ ପୋଲିସର ଚଢାଉ।

ଜୟପୁରା,  ୪ /୯ କୋରାପୁଟ ଜିଲ୍ଲାର ପୋଲିସ ଡ୍ରଗ୍ସ କାରବାର ଏବଂ ବେଆଇନ ଗୁଟକା ଗଚ୍ଛିତକୁ ରୋକିବା ପାଇଁ “ଅପରେସନ୍ ପ୍ରହାର”ରେ ଏକାଧିକ ସଫଳତା ହାସଲ କରିଛି।ଗଞ୍ଜେଇ ମାମଲା:ଜୟପୁର ଟାଉନ ପୋଲିସ ୫ କିଲୋ ଗଞ୍ଜେଇ ଜବତ କରିଛି (କେସ୍ ନଂ.…

ଠିକାଦାର ଠକେଇ ମାମଲାରେ ୨୦ ଲକ୍ଷ ଟଙ୍କା ଆଦାୟ କରି ଅଭିଯୁକ୍ତ ଫେରାର୍।

କୋରାପୁଟ, ୫/୯ କୋରାପୁଟ ଜିଲ୍ଲାର ସେମିଲିଗୁଡ଼ା ଅଞ୍ଚଳର ଠିକାଦାର ଉପେନ୍ଦ୍ର ମହାନ୍ତି (ପିତା- କୃଷ୍ଣଚନ୍ଦ୍ର ମହାନ୍ତି, ବାସସ୍ଥାନ- ସରସ୍ୱତୀ ନଗର, ସେମିଲିଗୁଡ଼ା)ଙ୍କ ବିରୋଧରେ ଏକ ସିରିଜ ଠକେଇ ମାମଲା ରୁଜୁ ହୋଇଛି।୨୮ ଜୁଲାଇ, ୨୦୨୫ରେ ବୈପାରିଗୁଡ଼ା ଗ୍ରାମର ସୁଙ୍ଗାଡି ଦାମୁ (୨୮)ଙ୍କ…

ବ୍ରିଟିଶ ଅମଳର କୋଲାବ ବ୍ରିଜ୍ ଅସୁରକ୍ଷିତ: ସୁରକ୍ଷା ପାଇଁ କୋଲାବ ବ୍ରିଜ୍ ସୁରକ୍ଷା ମଞ୍ଚର ଦାବି

କୋରାପୁଟ/ବୈପାରିଗୁଡ଼ା, ୫/୯ ବ୍ରିଟିଶ ଅମଳରେ ୧୯୩୧ ମସିହାରେ ନିର୍ମିତ ବୈପାରିଗୁଡ଼ା ବ୍ଲକର ମହୁଲି ପଞ୍ଚାୟତ ଅନ୍ତର୍ଗତ କୋଟା ଛକ ନିକଟରେ ଥିବା କୋଲାବ ଲୁହା ବ୍ରିଜ୍ ବର୍ତ୍ତମାନ ଅତ୍ୟନ୍ତ ଅସୁରକ୍ଷିତ ଅବସ୍ଥାରେ ପଡ଼ି ରହିଛି। ରକ୍ଷଣାବେକ୍ଷଣ ଅଭାବରୁ ବ୍ରିଜର ଗୋଟିଏରୁ ଅଧିକ…

ସେଣ୍ଟ ଜାଭିୟର୍ସ ସ୍କୁଲ୍ସ ଶୃଙ୍ଖଳାର ତତ୍ତ୍ୱାବଧାନରେ ଜୟପୁରରେ ଶିକ୍ଷକ ଦିବସ ପାଳିତ।

ସେଣ୍ଟ ଜାଭିୟର୍ସ ସ୍କୁଲ୍ସ ଶୃଙ୍ଖଳାର ତତ୍ତ୍ୱାବଧାନରେ ଜୟପୁରରେ ଶିକ୍ଷକ ଦିବସ ପାଳିତ। ଜୟପୁର, ୫ /୯ ପୂର୍ବତନ ରାଷ୍ଟ୍ରପତି ଏବଂ ମହାନ ଦାର୍ଶନିକ ସର୍ବପଲ୍ଲୀ ରାଧାକୃଷ୍ଣଙ୍କ ଜନ୍ମବାର୍ଷିକୀର ସମ୍ମାନାର୍ଥେ ସାରା ଦେଶରେ ପାଳିତ ହେଉଥିବା ଶିକ୍ଷକ ଦିବସ ଅବସରରେ,ଜୟପୁରର ହାତିସାଲରେ ଥିବା…

କୋରାପୁଟରେ ଗୁରୁଦିବସ ଉପଲକ୍ଷେ ଜିଲ୍ଲାସ୍ତରୀୟ ଉତ୍ସବ, ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାରରେ ସମ୍ମାନିତ ଶିକ୍ଷକମାନେ।

କୋରାପୁଟ, ୫/୯ ପବିତ୍ର ଗୁରୁଦିବସ ଅବସରରେ ଆଜି କୋରାପୁଟ ଜିଲ୍ଲାରେ “ଜିଲ୍ଲାସ୍ତରୀୟ ଗୁରୁଦିବସ ଉତ୍ସବ ଏବଂ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ସମାରୋହ–୨୦୨୫” ଗମ୍ଭୀରତାର ସହିତ ଅନୁଷ୍ଠିତ ହୋଇଲା। ଏହି ସମାରୋହରେ ଜିଲ୍ଲାର ବିଭିନ୍ନ ବିଦ୍ୟାଳୟରୁ ଆସିଥିବା ଶିକ୍ଷକ–ଶିକ୍ଷୟିତ୍ରୀମାନେ, ଛାତ୍ରଛାତ୍ରୀ ଓ ଶିକ୍ଷାନୁରାଗୀମାନଙ୍କ…