କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ବିଭିନ୍ନ ସାମାଜିକ କଲ୍ୟାଣ ଯୋଜନା ବିଷୟ ରେ ସଚେତନତା ଶିବିର ଅନୁଷ୍ଠିତ
କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାରଙ୍କ ବିଭିନ୍ନ ସାମାଜିକ କଲ୍ୟାଣ ଯୋଜନା ବିଷୟରେ ଅବଗତ କରାଇଥିଲେ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଜୟପୁର ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଜୟପୁର ଆନୁକୂଲ୍ୟରେ ଆଜି ଟାଙ୍କୁଆ ଗ୍ରାମ ସଭାଗୃହ ଠାରେ ଏକ ସଚେତନତା…
ମହିଳା ସୁରକ୍ଷା ଓ ଆଇନ ଶୃଙ୍ଖଳା ପ୍ରସଙ୍ଗରେ ରାଜ୍ୟପାଳଙ୍କୁ ମିଳିତ ବିରୋଧୀ ଦଳଙ୍କ ଦାବିପତ୍ର
ଭୁବନେଶ୍ୱର, ଜୁଲାଇ ୨୪: (ପ୍ରତିନିଧି) ଓଡ଼ିଶାରେ ମହିଳା ଉପରେ ଘଟୁଥିବା ଦିନକୁ ଦିନ ବୃଦ୍ଧି ପାଉଥିବା ଅପରାଧ, ନିର୍ମମ ଉତ୍ପୀଡନ ଓ ଆଇନ ଶୃଙ୍ଖଳାର ଅବନତି ବିଷୟରେ ଗମ୍ଭୀର ଚିନ୍ତା ବ୍ୟକ୍ତ କରି ମିଳିତ ବିରୋଧୀ ଦଳ ଆଜି ରାଜ୍ୟପାଳ ଶ୍ରୀ…
ଜୟପୁର ବ୍ଲକ ରେ ଜବରଦଖଲ ହଟୁନି – ରାସ୍ତା ଓ ନାଳ ନିର୍ମାଣ କାମ ବାଧାଗ୍ରସ୍ତ।
ଜୟପୁର, ୨୪ /୭ କୋରାପୁଟ ଜିଲ୍ଲା ଜୟପୁର ବ୍ଲକ ଅନ୍ତର୍ଗତ କୁମୁଲିପୁଟ ଛକ ଠାରୁ ଡାଙ୍ଗରା ଗ୍ରାମ ଯାଏ ଯୋଗାଯୋଗ ସୁବିଧା ପାଇଁ ନିର୍ମିତ ହେଉଥିବା ରାସ୍ତା ଓ ନାଳ କାମ ଜବର ଦଖଲ ହଟିନଥିବାରୁ ବାଧାପ୍ରାପ୍ତ ହୋଇଛି। ଦୀର୍ଘ କିଛି…
“ଓଡ଼ିଆ ଭାଷାରେ ବିଜ୍ଞାନ ପାଠ୍ୟପୁସ୍ତକ ଲୋକାର୍ପଣ:ଉଚ୍ଚ ଶିକ୍ଷା ପାଇଁ ନୂତନ ଦିଗ”
ଭୁବନେଶ୍ୱର, ୨୪/୭ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ସଭା କକ୍ଷରେ ଏକ ବର୍ଣ୍ଣାଢ଼୍ୟ ଅନୁଷ୍ଠାନ ମାଧ୍ୟମରେ ଓଡ଼ିଆ ଭାଷାରେ ନୂତନ ବିଜ୍ଞାନ ପାଠ୍ୟପୁସ୍ତକ ଲୋକାର୍ପଣ କରାଯାଇଛି। ଜାତୀୟ ଶିକ୍ଷା ନୀତି ୨୦୨୦ ଅନୁସାରେ ପ୍ଲସ୍ ୨ ବିଜ୍ଞାନ ଶ୍ରେଣୀ ପାଇଁ ଏହି ପୁସ୍ତକଗୁଡ଼ିକୁ…
ସ୍ୱର୍ଗତ ସୌମ୍ୟ ଶ୍ରୀଙ୍କୁ ଶ୍ରଦ୍ଧାଞ୍ଜଳି – ମହିଳା କଂଗ୍ରେସ ପକ୍ଷରୁ ଦଶା ଦିନ ପ୍ରାର୍ଥନା।
ଜୟପୁରା, ୨୪/୭ ଆଜି ଜୟପୁରାରେ ରାଜ୍ୟ କଂଗ୍ରେସ ସଭାପତି ଶ୍ରୀ ଭକ୍ତ ଚରଣ ଦାସଙ୍କ ନିର୍ଦ୍ଦେଶକ୍ରମେ, ଓଡ଼ିଶା ରାଜ୍ୟ ମହିଳା କଂଗ୍ରେସ ସଭାପତି ଶ୍ରୀମତୀ ମୀନାକ୍ଷୀ ବାହିନୀପତିଙ୍କ ଆହ୍ୱାନରେ ସ୍ୱର୍ଗତ ସୌମ୍ୟ ଶ୍ରୀଙ୍କ ପ୍ରତି ଏକ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା।…