ପ୍ରଜାପିତା ବ୍ରହ୍ମା କୁମାରୀ ଈଶ୍ୱରୀୟ ବିଶ୍ଵ ବିଦ୍ୟାଳୟ ଠାରେ ରକ୍ତଦାନ ଶିବିର ଅନୁଷ୍ଠିତ
ଜୟପୁର (କୋରାପୁଟ)୨୩/୦୮- ପ୍ରଜାପିତା ବ୍ରହ୍ମା କୁମାରୀ ଈଶ୍ୱରୀୟ ବିଶ୍ଵ ବିଦ୍ୟାଳୟ ର ପୂର୍ବତନ ମୂଖ୍ୟ ପ୍ରଶାସିକା ରାଜଯୋଗିନୀ ଡଃ ପ୍ରକାଶମଣିଜୀ ଙ୍କ ୧୮ ତମ ପୁଣ୍ୟ ତିଥି ଉପଲକ୍ଷେ ଆଜି ଅନୁଷ୍ଠାନର ଜୟପୁର ସୋମ୍ବାରତୋଟା ସ୍ଥିତ ବ୍ରହ୍ମାକୁମାରୀ ଆଶ୍ରମ ପରିସରରେ ଏକ…
ହଜିଯାଇଥିବା ମୋବାଇଲ୍ ଫୋନ୍ ପୁନରୁଦ୍ଧାର ଏବଂ ପ୍ରକୃତ ମାଲିକଙ୍କୁ ହସ୍ତାନ୍ତର
ଜୟପୁର ଟାଉନ୍ ପୋଲିସ ହଜିଯାଇଥିବା ମୋବାଇଲ୍ ପାଇଁ ଏକ ଅଭିଯାନ ସଫଳତାର ସହ ଆରମ୍ଭ କରିଛି। ଏହି ଅଭିଯାନ ସମୟରେ ଆମେ ସାର୍ବଜନୀନ ସେବା ଏବଂ ସାର୍ବଜନୀନ ସୁରକ୍ଷା ପ୍ରଦାନ କରିବା ପାଇଁ ୧୭ଟି ହଜିଯାଇଥିବା ବା ଚୋରି ହୋଇଥିବା ମୋବାଇଲ୍…
ଲମତାପୁଟରେ ମିଳିତ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ
ଲମତାପୁଟରେ ମିଳିତ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଲମତାପୁଟ, ୧ ୮/୮ : କୋରାପୁଟ ଜିଲା ଲମତାପୁଟ ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସର ମଧରେ ଜିଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l କୋରାପୁଟ ଜିଲ୍ଲାପାଳ ମନୋଜ…
ଜୟପୁର ଉପଖଣ୍ଡ ସ୍ତରୀୟ ୭୯ତମ ସ୍ଵାଧିନତା ଦିବସ-୨୦୨୫ ପାଳନ
ଉପଖଣ୍ଡ ସ୍ତରୀୟ ୭୯ତମ ସ୍ଵାଧିନତା ଦିବସ-୨୦୨୫ ପାଳନ ଜୟପୁର ତା.୧୫.୦୮.୨୦୨୫ରିଖ:- ଜୟପୁର ଉପଖଣ୍ଡରେ ୭୯ତମ ସ୍ଵାଧୀନତା ଦିବସ ମହୋତ୍ସବ ଜୟପୁର ଦଶହରା ପଢିଆ ଠାରେ ବହୁ ଆଡମ୍ବରରେ ପାଳନ କରାଯାଇଛି । ଏହି ପବିତ୍ର ଦିବସ ଉପଲକ୍ଷେ ଉପଜିଲ୍ଲାପାଳ କୁମାରୀ ଆକବରମ୍ …
ଜିଲ୍ଲାସ୍ତରୀୟ ୭୯ ତମ ସ୍ବାଧୀନତା ଦିବସ ପାଳିତ
କୋରାପୁଟ,୧୬।୮ଜିଲ୍ଲାସ୍ତରୀୟ ୭୯ ତମ ସ୍ବାଧୀନତା ଦିବସ ପାଳିତ କୋରାପୁଟ,୧୬।୮ କୋରାପୁଟ ପୋଲିସ ପ୍ୟାରେଡ ପଡିଆ ଠାରେ ଜିଲ୍ଲାସ୍ତରୀୟ ୭୯ ତମ ସ୍ବାଧୀନତା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। କୋରାପୁଟ ଜିଲ୍ଲାପାଳ ମନୋଜ ସତ୍ୟବାନ ମହାଜନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆନୁଷ୍ଠାନିକ…
Har Ghar Tiranga
Har Ghar Tiranga Har Ghar Tiranga is a platform to show your love for the nation by hoisting the flag at your home.
ଜୟପୁରରେ ମେନରୋଡ଼ରେ ପରିବା ବିକ୍ରି ପଛରେ ଦଲାଲ ଚକ୍ର, ଟ୍ରାଫିକ ସୁଧାର ଅଭିଯାନକୁ ବାଧା
ଜୟପୁରରେ ମେନରୋଡ଼ରେ ପରିବା ବିକ୍ରି ପଛରେ ଦଲାଲ ଚକ୍ର, ଟ୍ରାଫିକ ସୁଧାର ଅଭିଯାନକୁ ବାଧ ଜୟପୁର ୧୩/୮ ଜୟପୁର ସହରର ମେନରୋଡ଼ କିମ୍ବା ଅନ୍ୟାନ୍ୟ ପଥଧାରରେ ପରିବା ବିକ୍ରି କରୁଥିବା ଅନେକ ଆଦିବାସୀ ନାରୀମାନେ ପ୍ରକୃତରେ ଗାଁରେ ଚାଷିତ ଫସଲ ନେଇ…
ନାବାଳକ ପୁଅ ନିଖୋଜ: ବୈପାରିଗୁଡା ଥାନାର ଦ୍ୱାରସ୍ଥ ପରିବାର।
ନାବାଳକ ପୁଅ ନିଖୋଜ: ବୈପାରିଗୁଡା ଥାନାର ଦ୍ୱାରସ୍ଥ ପରିବାର। କୋରାପୁଟ ୧୩/୮ ବୈପାରିଗୁଡା ବ୍ଲକ ରାମଗିରି ଫାଣ୍ଡି ଅଧୀନସ୍ଥ ଟେଣ୍ଡକା ପଦର ଗ୍ରାମର ୧୪ ବର୍ଷୀୟ ନାବାଳକ ଭଗବାନ ସାନ୍ତା ଜୁଲାଇ ୧୯ ର ସକାଳ 9ଟାରେ ଘରୁ ବାହାରିବା ପରେ…
ପଦ୍ମପୁରରେ ଓ ଏସ ଆର ଟି ସି ବସ୍ ଓଲଟିଲା, ୪୯ ଯାତ୍ରୀ ଆହତ।
ପଦ୍ମପୁରରେ ଓ ଏସ ଆର ଟି ସି ବସ୍ ଓଲଟିଲା, ୪୯ ଯାତ୍ରୀ ଆହତ। କୋରାପୁଟ,୧୩/୮ ପୁରୀରୁ କୋଟପାଡ଼କୁ ଯାଉଥିବା ଓ ଏସ ଆର ଟି ସି ‘ଜଗନ୍ନାଥ ଏକ୍ସପ୍ରେସ’ ବସ୍ ଗତକାଲି ବିଳମ୍ବିତ ରାତିରେ ବରଗଡ଼ ଜିଲ୍ଲାର ପଦ୍ମପୁର ନିକଟରେ…
ବିଶ୍ୱ ଅଙ୍ଗଦାନ ଦିବସରେ ସ୍ୱର୍ଗୀୟ ଆଶିଷ ଛୁଆଲସିଂହଙ୍କୁ ‘ସୁରଜ ସମ୍ମାନ’
କୋରାପୁଟ, ୧୩/୮,ବିଶ୍ୱ ଅଙ୍ଗଦାନ ଦିବସ ଅବସରରେ ଜିଲ୍ଲା ପ୍ରଶାସନ ତରଫରୁ କୋରାପୁଟର ଅଙ୍ଗଦାତା ସ୍ୱର୍ଗୀୟ ଆଶିଷ ଛୁଆଲସିଂହଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଗଲା। ଅଙ୍ଗଦାନ ମାଧ୍ୟମରେ ଅନ୍ୟମାନଙ୍କର ଜୀବନ ବଞ୍ଚାଇବାରେ ତାଙ୍କର ଅସାଧାରଣ ଅବଦାନ ପାଇଁ ତାଙ୍କ ପରିବାରକୁ ‘ସୁରଜ ସମ୍ମାନ’ରେ ସମ୍ମାନିତ…