ଜିଲ୍ଲା ଆଇନ ସେବା ପ୍ରାଧୂକରଣ, ନବରଙ୍ଗପୁର ପକ୍ଷରୁ ବିଶ୍ବ ପରିବେଶ ଦିବସ, ୨୦୨୫ ପାଳନ

Spread the love

ଜିଲ୍ଲା ଆଇନ ସେବା ପ୍ରାଧୂକରଣ, ନବରଙ୍ଗପୁର ପକ୍ଷରୁ ବିଶ୍ବ ପରିବେଶ ଦିବସ, ୨୦୨୫ ପାଳନ


ନବରଙ୍ଗପୁର  ଆଜି ଜିଲ୍ଲା ଆଇ ଇନ ସେବା ପ୍ରାଧୂକରଣ, ନବରଙ୍ଗପୁର ତରଫରୁ ବିଦ୍ୟା ନିକେତନ ସେ ସକେଣ୍ଡାରୀ ସ୍କୁଲ, ନବରଙ୍ଗପୁର ପରିସର ଠାରେ ବିଶ୍ବ ପରିବେଶ ଦିବସ, ୨୦୨୫ ପାଳିତ ହୋଇଯାଇଛି ! ଏହି ଉପଲକ୍ଷେ ସ୍କୁଲ ପରିସରରେ ବୃକ୍ଷ ରାପଣ ଓ ଆଇନ ସଚେତନତା କାର୍ଯ୍ୟକ୍ରମ କରାଯାଇଥିଲା ! ଏହି କାର୍ଯ୍ୟକ୍ର ର୍ଯ୍ୟକ୍ରମ ଜିଲ୍ଲା ଆଇନ ସେବା ପ୍ରାଧୂକରଣ, ନବରଙ୍ଗପୁରର ଅଧ୍ଯକ୍ଷ ତଥା ନିଲ୍ଲା ଦୌରାଜର୍ଜ ସୁବ୍ରତ ମହାନ୍ତିଙ୍କ ନିର୍ଦେଶ କ୍ରମେ ଆୟୋଜିତ ହୋଇଥୁଲା ! ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥ୍ ଭାବେ ଜିଲ୍ଲା ଆଇନ ସବା ପ୍ରାଧୂକରଣର ସଚିବ ଶ୍ରୀମତୀ ସାଇ ଅଭୀପ୍ସା ଗୋଛାୟତ ଯୋଗ ଦେଇଥିଲେ ଓ ସମସ୍ତଙ୍କ ଉପସ୍ଥିତିରେ ବୃକ୍ଷ ରୋପଣ କରିଥିଲେ ! ପ୍ରଥମେ ଜିଲ୍ଲା ଆଇନ ସେବା ପ୍ରାଧୂକରଣର ସଚିବ ଶ୍ରୀମତୀ ସାଇ ଅଭୀପ୍ସା ଗୋଛାୟତ ବିଶ୍ବ ସୁରକ୍ଷା ଆଇନ ଏବଂ ପରିବେଶ ସୁରକ୍ଷା ଆଇନ ଉପରେ ପିଲା ମାନଙ୍କୁ ସଚେତନ କରାଇଥିଲେ ! ଅନ୍ୟାନ୍ୟ ଅତିଥୁ ରୂପେ ଶ୍ରୀ ପ୍ରଶନ ପ୍ରସାଦ ପଟ୍ଟନାୟକ, ମୁଖ୍ୟ ଏଲଏଡ଼ିସିଏସ, ନବରଙ୍ଗପୁର ଶ୍ରୀମତୀ କିଶୋରୀ ପଟ୍ଟନାୟକ, ପ୍ୟାନେଲ ଲଇୟାର, ନବରଙ୍ଗପୁର ଶ୍ରୀ ସଦାସିବ ସାହୁ, ଉପ ସଭାପତି, ଜିଲ୍ଲା ଓକିଲ ସଙ୍ଗ ନବରଙ୍ଗପୁର, ଶ୍ରୀ ତନୟ ରଣା, ଅଧକ୍ଷ, ବିଦ୍ୟା ନିକେତନ ସେକେଣ୍ଡାରୀ ସ୍କୁଲ ବିନୋଦ ବିହାରୀ ସାହୁ, ନବରଙ୍ଗପୁର, ମିସ ରାଖୀ ଜୈନ,ଏସିସ୍ଟେନ୍ସ ଏଲଏଡ଼ିସି, ନବରଙ୍ଗପୁର ପ୍ରମୁଖ ଯୋଗ ଦେଇଥିଲେ ଓ ବୃକ୍ଷ ରୋପଣ କରିଥିଲେ ! ଏହି କାର୍ଯ୍ୟକ୍ରମ ରେ ପାରା ଲିଗାଲ ସ୍ବଚ୍ଛାସେବୀ ଆଇନଜୀବି ଓ ବନ ବିଭାଗର କର୍ମଚାରୀ ମାନେ ଭାଗ ନେଇଥିଲେ ! ଏହି କାର୍ଯ୍ୟକ୍ରମ ଜିଲ୍ଲା ଆଇନ ସେବା ପ୍ରାଧୂକରଣ, ନବରଙ୍ଗପୁର ଦ୍ବାରା ପରିଚାଳନା କରଯାଇଥିଲା !

  • Related Posts

    ଜୟପୁରରେ କଂଗ୍ରେସ ଜିଲ୍ଲା ସଭାପତି ନିର୍ବାଚନ ବୈଠକ ଅନୁଷ୍ଠିତ।

    Spread the love

    Spread the loveକୋରାପୁଟ,ଜୟପୁର, ୫/୯ ଶୁକ୍ରବାର ଜୟପୁରର ବାବା ସାହେବ କଲ୍ୟାଣୀ ମଣ୍ଡପମ ଏବଂ ବାଙ୍କମଠରେ କୋରାପୁଟ ଜିଲ୍ଲା କଂଗ୍ରେସ କମିଟିର ସଭାପତି ପାଇଁ ଏକ ନିର୍ବାଚନ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଅଖିଳ ଭାରତ କଂଗ୍ରେସ କମିଟିର ମାନକ…

    ଦେଢ଼ କୋଟିର ଗ୍ରାମୀଣ ଶିଳ୍ପ ପାର୍କ ସ୍ଥାଣୁ

    Spread the love

    Spread the love*ବଜାର ବ୍ୟବସ୍ଥା ନାହିଁ, କଞ୍ଚାମାଲ ଅଭାବରେ ୧୨ ଏସ ହେଚ୍ ଜି  ଜୀବିକା ସଙ୍କଟ କୋରାପୁଟ, ୪ /୯ ବିଜୁ ଗ୍ରାମୀଣ ବହୁମୁଖୀ କୃଷି ଉଦ୍ୟୋଗୀ ଯୋଜନାରେ ୨୦୨୧-୨୨ରେ କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ୍‌ର ପଢେଇଗୁଡା ଗ୍ରାମରେ ୨…

    Leave a Reply

    Your email address will not be published. Required fields are marked *