ମାଗଣା ବିହନ ବାଣ୍ଟିଲେ ସିଡ୍ ଗାର୍ଲ ହର୍ଷିତା

Spread the love

ମାଗଣା ବିହନ ବାଣ୍ଟିଲେ ସିଡ୍ ଗାର୍ଲ ହର୍ଷିତା



ବୈପାରିଗୁଡ଼ା : ଓଡ଼ିଶାରେ ସିଡ୍ ଗାର୍ଲ ଭାବେ ପରିଚିତ ବୈପାରିଗୁଡାଡ଼ାର ଝିଅ ହର୍ଷିତା ପ୍ରୀଯ ପ୍ରୀୟତର୍ଶି ନୀ ମହାନ୍ତି ଚଳିତ ବର୍ଷ ୧୧୭ ଜଣ ଚାଷୀଙ୍କୁ ସେ ସଂଗ୍ରହ କରି ଥୂବା ବିଭିନ୍ନ ବିହନ ବଣ୍ଟନ କରିଥିବା ଜଣାଯାଇଛି ପାରମ୍ପରିକ ଦେଶି ବିହନ ଚାଷ କରିବାର ଉପକାରୀତା ତଥା ଏଥିରୁ ମିଳୁଥିବା ଅମଳ ସମ୍ପର୍କରେ ଚାଷୀଙ୍କୁ ବୁଝାଇବା ସ‌ହିତ ଆଗ୍ରହୀ ଚାଷୀଙ୍କୁ ସେ ବିହନ ବଣ୍ଟନ କରିଥିଲୋ ଗତ ବର୍ଷ ଠାରୁ ସେ ଏହି ପ୍ରକ୍ରିୟା ଆରମ୍ଭକରିବା ସହିତ ବହୁ ଚାଷୀ ତାଙ୍କ ଦ୍ୱାରା କରାଯାଇଥିବା ପ୍ରୋଜେକ୍ଟ – ହର୍ଷିତା ମାଧ୍ଯମରେ ଧାନ ବିହନ ନେଇ ଚାଷ କରୁଥିବା ଜଣାଯାଇଛି।

ଏହି ବିହନ ନେଇ ଚାଷ କରୁଥିବା ଚାଷୀଙ୍କ ମଧ୍ୟରେ ୯୦ ଭାଗ ମହିଳା ଚାଷୀ ଥିବା ଜଣାଯାଇଛି ଇଛି। ବୈପାରିଗୁଡ ୟତ ଅନ୍ତର୍ଗତ ଅମଳାଭଗ୍ରାମ ପଞ୍ଚାୟତ ଅନ୍ତ ମଳାଭଟ୍ଟା,
ପୁରୁଣାଗୁଡା, ଡୁମୁରୀଗୁଡା, ମିଲୁଗୁଡା, ଭେଜାଗୁଡା, ହାଣ୍ଡିଖାଲ, କଟଲାପ ଦର ଆଦି ଗ୍ରାମରେ ସେ କ୍ୟାମ୍ପ କରି ଏହି ବିହନ ସବୁ ବଣ୍ଟନ କରିଛନ୍ତି। ବିଲୁପ୍ତ ପ୍ରାୟ ଦେଶି ଧାନ, ମାଣ୍ଡିଆ, ସୁଆଁ ଓ ବିସ୍ତୃତ ଖାଦ୍ୟର ସଂରକ୍ଷଣ ସହିତ ଏହାର ବ୍ୟାପକ ଚାଷ କରି କିପରି ଏହାର ପୁନଃ ଉଦ୍ଧାର କରାଯାଇ ପାରିବ ସେ ଦିଗରେ ସେ ତାଙ୍କର କା ର୍ଯ୍ଯକ୍ରମ ଜାରି ରଖ୍ ଛନ୍ତି। କାର୍ଯ୍ୟକ୍ର ମରେ ହର୍ଷିତାଙ୍କ ସହିତ ରଞ୍ଜିତା ମାଝି, ଆଧ୍ୟାପିକା ମୌସୁମୀ ମହାନ୍ତି, ଶୁକ୍ରା ମାଝି, ସସ୍ମିତା ମାଝି ପ୍ରମୁଖ ଉପସ୍ଥିତ ରହି ବହନ ବଣ୍ଟନ କରିଥିଲୋ ପ୍ରେତ୍ୟେକ ଚାଷୀଙ୍କୁ ୨ କିଲୋର ବିହନ ଦିଆ ଯାଇଥ‌ିବା ହର୍ଷିତା ପ୍ରକାଶ କ କରିଛନ୍ତି। ଏହି ବର୍ଷ ତିନୋଟି ବ୍ଲକରେ ୨ ଶହରୁ ଅଧୂକ ସଂଖ୍ୟକ ଚାଷୀଙ୍କୁ ଏହି ବିହନ ଯୋଗାଇ ଦେବାର ଲକ୍ଷ୍ୟ ରଖୁଥ‌ିବା ସେ କହିଛନ୍ତି।

  • Related Posts

    ଜୟପୁରରେ କଂଗ୍ରେସ ଜିଲ୍ଲା ସଭାପତି ନିର୍ବାଚନ ବୈଠକ ଅନୁଷ୍ଠିତ।

    Spread the love

    Spread the loveକୋରାପୁଟ,ଜୟପୁର, ୫/୯ ଶୁକ୍ରବାର ଜୟପୁରର ବାବା ସାହେବ କଲ୍ୟାଣୀ ମଣ୍ଡପମ ଏବଂ ବାଙ୍କମଠରେ କୋରାପୁଟ ଜିଲ୍ଲା କଂଗ୍ରେସ କମିଟିର ସଭାପତି ପାଇଁ ଏକ ନିର୍ବାଚନ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଅଖିଳ ଭାରତ କଂଗ୍ରେସ କମିଟିର ମାନକ…

    ଦେଢ଼ କୋଟିର ଗ୍ରାମୀଣ ଶିଳ୍ପ ପାର୍କ ସ୍ଥାଣୁ

    Spread the love

    Spread the love*ବଜାର ବ୍ୟବସ୍ଥା ନାହିଁ, କଞ୍ଚାମାଲ ଅଭାବରେ ୧୨ ଏସ ହେଚ୍ ଜି  ଜୀବିକା ସଙ୍କଟ କୋରାପୁଟ, ୪ /୯ ବିଜୁ ଗ୍ରାମୀଣ ବହୁମୁଖୀ କୃଷି ଉଦ୍ୟୋଗୀ ଯୋଜନାରେ ୨୦୨୧-୨୨ରେ କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ୍‌ର ପଢେଇଗୁଡା ଗ୍ରାମରେ ୨…

    Leave a Reply

    Your email address will not be published. Required fields are marked *