କୋରାପୁଟ – ଜୟପୁର ରେଳ ପଥ ମଧ୍ୟରେ ଭୂସ୍ଖଳନ,ରେଳ ଚଳା ଚଳ ବନ୍ଦ

Spread the love

କୋରାପୁଟ – ଜୟପୁର ରେଳ ପଥ ମଧ୍ୟରେ ଭୂସ୍ଖଳନ,ରେଳ ଚଳା ଚଳ ବନ୍ଦ,

କୋରାପୁଟରେ ଲଗାଣ ବର୍ଷା ଜାରି ।ରେଳ ଧାରଣା ଉପରେ ମାଟି -ଧସିଲା,ପାହାଡ଼ରୁ ମାଟି ଧସି ରେଳ ପଥ ଅବରୋଧ । ଟ୍ରେନ ଚଳାଚଳ ବନ୍ଦ।କୋରାପୁଟ – ଜୟପୁର ରେଳ ପଥର ଜରଟି ନିକଟରେ ଘଟିଛି ଘଟଣା । ଜଗଦଲପୁର ରୁ ଆସୁଥ‌ିବା ରାଉରକେଲା ଓ ହୀରାଖଣ୍ଡ ଟ୍ରେନ କୋରାପୁଟ ପହଞ୍ଚି ବା ବିଳମ୍ବ ହେବ । ଦିନ ପ୍ରାୟ ୩ଟା ସମୟରେ ଘଟିଛି ଘଟଣା ।

ଜରଟି _ମାଲିଗୁଡ଼ା ମଧ୍ଯରେ 208 କିମି ଠାରେ ଘଟିଛି ଭୂସ୍ଖଳନ । ରେଳ ଚଳା ଚଳା ବନ୍ଦ ହେବା ସମ୍ଭାବନା

  • Related Posts

    ଜୟପୁରରେ କଂଗ୍ରେସ ଜିଲ୍ଲା ସଭାପତି ନିର୍ବାଚନ ବୈଠକ ଅନୁଷ୍ଠିତ।

    Spread the love

    Spread the loveକୋରାପୁଟ,ଜୟପୁର, ୫/୯ ଶୁକ୍ରବାର ଜୟପୁରର ବାବା ସାହେବ କଲ୍ୟାଣୀ ମଣ୍ଡପମ ଏବଂ ବାଙ୍କମଠରେ କୋରାପୁଟ ଜିଲ୍ଲା କଂଗ୍ରେସ କମିଟିର ସଭାପତି ପାଇଁ ଏକ ନିର୍ବାଚନ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଅଖିଳ ଭାରତ କଂଗ୍ରେସ କମିଟିର ମାନକ…

    ଦେଢ଼ କୋଟିର ଗ୍ରାମୀଣ ଶିଳ୍ପ ପାର୍କ ସ୍ଥାଣୁ

    Spread the love

    Spread the love*ବଜାର ବ୍ୟବସ୍ଥା ନାହିଁ, କଞ୍ଚାମାଲ ଅଭାବରେ ୧୨ ଏସ ହେଚ୍ ଜି  ଜୀବିକା ସଙ୍କଟ କୋରାପୁଟ, ୪ /୯ ବିଜୁ ଗ୍ରାମୀଣ ବହୁମୁଖୀ କୃଷି ଉଦ୍ୟୋଗୀ ଯୋଜନାରେ ୨୦୨୧-୨୨ରେ କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ୍‌ର ପଢେଇଗୁଡା ଗ୍ରାମରେ ୨…

    Leave a Reply

    Your email address will not be published. Required fields are marked *