ଜୟପୁର: ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଦ୍ବାରସ୍ତ ହେଲେ କୁଲି ଓ ଖଲାସି ମଜଦୁର ସଂଘ
କୁଲି, ଖଲାସି, ମଜଦୁର ସଂଘ ପ୍ରଶାସନର ଦ୍ବାରସ୍ତ ହୋଇଛନ୍ତି । ଆଜି ୧୧ ସମୟରେ ଉପ ଜିଲାପାଳ ଙ୍କ କାର୍ଯ୍ୟାଳୟରେ ପହଞ୍ଚି ଦାବି ପତ୍ର ପ୍ରଦାନ କରିଛନ୍ତି । ଉକ୍ତ ଦାବି ପତ୍ର ରେ ଉଲ୍ଲେଖ କରାଯାଛି ଯେ ଜୟପୁର ସହର ପୁରୁଣା ବସଷ୍ଟାଣ୍ଡ ସ୍ଥିତ ଟ୍ରାଫିକ ଛଳ ଠାରୁ ଏସକେଟି ହୋଇ ପଯ୍ୟନ୍ତ ସ୍ଥାନରେ ଲୋକ ମାନଙ୍କର ସେବା କରି ଆସୁଛୁ । କିନ୍ତୁ ହଟାତ ଗତ କାଲି ଠାରୁ ଜିଲା ପ୍ରଶାସନ ଏହି ପ୍ଲାନରୁ ସମସ୍ତ ଯାତ୍ରୀ ବାହି ବସ ଗୁଡିକୁ ହଟାଇବା ଯୋଗୁଁ ଏବଂ ରଖୁବା ନିମନ୍ତେ ମନା କରୁଥିବାରୁ ବହୁତ ଅସୁବିଧାର ସମ୍ମୁଖୁନ ହେଉଅଛୁ ।
Leave a Reply