ନୂତନ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ଯୋଗଦାନ

Spread the love

ନୂତନ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ଯୋଗଦାନ


କୋଟପାଡ଼:କୋଟପାଡ଼ ବିଜ୍ଞାପିତ ଅଞ୍ଚଳ ପରିଷଦର ନୂତନ କାର୍ଯ୍ୟନିର୍ବାହୀ ଅଧିକାରୀ ଭାବରେ ପୂଜା ରାଉତ ଦାଇତ୍ଵ ଗ୍ରହଣ ହଣ କରିଛନ୍ତି । ଆଜି
ରାଉତ କାର୍ଯାଳୟରେ ଶ୍ରୀମତୀ ରପହଂଚିବା ପରେ ଗୌତମି ପଟ୍ଟନାୟକ । ସହକାରୀ ଯନ୍ତ୍ରୀ କ୍ଷୀରୋଦ ବେହେରା, ଏ ରାଜେଶ ଦାସ, ସୁପ୍ରଭା ମଲିକ,
ସୁଧୀର କୁମାର ନନ୍ଦୀ, ପ୍ରଶାନ୍ତ କୋଚିମ, ଗୋପୀ ମାଝୀ,ମହେଶ ଗୁରୁଙ୍କ ସ ସମେତ ସମସ୍ତ କର୍ମଚାରୀ ପୁଷ୍ପଗୁ ପୁଷ୍ପଗୁଚ୍ଛ ଦେଇ ସ୍ବାଗତ ଜଣାଇଥିଲେ । ଏ ଏହା ପରେ ସହରର ବିଭିନ୍ନ ୱାର୍ଡରେ ଚାଲୁଥିବା ଉନ୍ନୟନ ମୂଳକ କାମରେ ତଦାରଖ କରିଥିଲେ। ବିୟୁଟିଫିକେସନ ନାମରେ ମନଇଚ୍ଛା କାମ
ଚାଲୁରହିଛି ବି ବିନା କାର୍ଯ୍ୟା । ଦେଶରେ ଏବଂ ସାନିଟେସନରେ ମଧ୍ୟ ବହୁ ଅନିୟମିତତା ଦେଖା ଦେଇଥିବା ଜଣାଯାଇଛି ବୋଲି ସାମଜସେ
ରଞ୍ଜିତ କୁମାର ପଟ୍ଟନାୟକ ଶ୍ରୀମତୀ ରାଉତଙ୍କୁ ଜଣାଇଥିଲେ । ଏଠାରେ ପ୍ରମୋଦ କୁମାର ପାଢ଼ୀ
ଦାଇତ୍ୱରେ ଥିଲେ ତାଙ୍କ ବଦଳି ପରେ ଏକ ମାସରୁ
ଅଧୂକଦିନ ହେବ ବିଡ଼ିଓ ଦାଇତ୍ଵ ତୁଲାଉଥିଲେ। ଖବର ପ୍ରସାର ପରେ ପରିଷଦ କାର୍ଯ୍ୟାଳୟର ଅନିୟମିତତା ଗୁଡିକର ସୁଧାର ଆସୁଛି ନା ଅଧୂକ ହେଉଛି ତାହା ଦେଖୁବାକୁ ରହିଲା ବୋଲି ବୁଦ୍ଧିଜୀବୀ ମହଲରେ ପ୍ରକାଶ ପାଇଥିବା ଜଣାଯାଇଛି।

  • Related Posts

    ଜୟପୁରରେ କଂଗ୍ରେସ ଜିଲ୍ଲା ସଭାପତି ନିର୍ବାଚନ ବୈଠକ ଅନୁଷ୍ଠିତ।

    Spread the love

    Spread the loveକୋରାପୁଟ,ଜୟପୁର, ୫/୯ ଶୁକ୍ରବାର ଜୟପୁରର ବାବା ସାହେବ କଲ୍ୟାଣୀ ମଣ୍ଡପମ ଏବଂ ବାଙ୍କମଠରେ କୋରାପୁଟ ଜିଲ୍ଲା କଂଗ୍ରେସ କମିଟିର ସଭାପତି ପାଇଁ ଏକ ନିର୍ବାଚନ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଅଖିଳ ଭାରତ କଂଗ୍ରେସ କମିଟିର ମାନକ…

    ଦେଢ଼ କୋଟିର ଗ୍ରାମୀଣ ଶିଳ୍ପ ପାର୍କ ସ୍ଥାଣୁ

    Spread the love

    Spread the love*ବଜାର ବ୍ୟବସ୍ଥା ନାହିଁ, କଞ୍ଚାମାଲ ଅଭାବରେ ୧୨ ଏସ ହେଚ୍ ଜି  ଜୀବିକା ସଙ୍କଟ କୋରାପୁଟ, ୪ /୯ ବିଜୁ ଗ୍ରାମୀଣ ବହୁମୁଖୀ କୃଷି ଉଦ୍ୟୋଗୀ ଯୋଜନାରେ ୨୦୨୧-୨୨ରେ କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ୍‌ର ପଢେଇଗୁଡା ଗ୍ରାମରେ ୨…

    Leave a Reply

    Your email address will not be published. Required fields are marked *