ଜୟପୁର ୧୫ ଜଣ ଆଇନଜୀବୀ କୋରାପୁଟ ଠାରେ ବିଜେପି ରେ ଯୋଗଦାନ କରିଛନ୍ତି
ଜୟପୁର:କୋରାପୁଟ ସର୍କିଟ ହାଉସ ଠାରେ ଆଜି ସଂଖ୍ୟା ଟୋରେ ଜୟପୁରର ୨୫ଜଣ ଆଇନଜୀବୀ ବିଜେପିରେ ଯୋଗଦାନ କରିଛନ୍ତି। ମୁଖ୍ୟମନ୍ତ୍ରୀ ଓ ପ୍ରଧାନ ମନ୍ତ୍ରୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ବିଜେପି ଦଳରେ ମିଶିବା ସେମାନେ ପ୍ରକାଶ କରିଛନ୍ତି। ସର୍କିଟ ହାଉସ ଠାରେ ମନ୍ତ୍ରୀ ସୁରେଶ ପୂଜାରୀ, କୋରାପୁଟ ବିଧାୟକ ରଘୁରାମ ମାଛ, କୋଟପାଳ ବିଧାୟକ ରୁଘୁ ରାମ ମାଚ୍ଚା, ନବରଙ୍ଗପୁର ସା”ସଦ ବଳଭଦ୍ର ମାଝି, ଜିଲ୍ଲା ବିଜେପି ସଭାପତି ସୁମନ୍ତ୍ର ପ୍ରଧାନ, ଗୌତମ ସମନ୍ତରାଇ ପ୍ରମୁଖ ଉପସ୍ଥିତ ରହି ନୂତନ ଭାବେ ଆସିବା ଆଇନଜୀବୀ ମାନଙ୍କୁ ସ୍ବାଗତ କରିଥିଲେ ।
Leave a Reply