ଡ଼ଙ୍ଗରୀଗୁଡା ତନ୍ତବାୟ ସୋସାଇଟି ପରିଦର୍ଶନ କଲେ ପର୍ଯ୍ୟଟନ ସଚିବ l

Spread the love

ଡ଼ଙ୍ଗରୀଗୁଡା ତନ୍ତବାୟ ସୋସାଇଟି ପରିଦର୍ଶନ କଲେ ପର୍ଯ୍ୟଟନ ସଚିବ

କୋଟପାଡ଼ :କୋରାପୁଟ ଜ଼ିଲ୍ଲା କୋଟପାଡ଼ ବ୍ଲକର ସୁନାରବେଲି ନୂଆଗାଁ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଡଙ୍ଗରି ଗୁଡା ଗ୍ରାମ ରେ ଥିବା ବୁଣାକାର ଙ୍କ ସାଧାରଣ ସୁବିଧା କେନ୍ଦ୍ର ପରିଦର୍ଶନ କଲେ ପର୍ଯଟନ ସଚିବ ବୋଲବନ୍ତ ସିଂ I ସଚିବ ପହିଂଚିବା ମାତ୍ରେ ଗ୍ରାମବାସୀ ପୁଷ୍ପ ଗୁଚ୍ଛ ଦେଇ ସ୍ୱାଗତ କରିଥିଲେ.ଏହା ପରେ ବୁଣାକାର ଟଙ୍କଧର ତନ୍ତି ଙ୍କ ଘରକୁ ଯାଇ ଥିଲେ. କୋରାପୁଟ ଜ଼ିଲ୍ଲା ହସ୍ତତନ୍ତ ବିକାଶ ଯୋଜନା 2017.18ମସିହା ରେ ନିର୍ମିତ ହୋଇଥିବା ଡ଼ଙ୍ଗରୀଗୁଡା ତନ୍ତ ବାୟ ସହଯୋଗ ସମିତି ର ବୁଣାକାର ସୁବିଧା କେନ୍ଦ୍ର କୁ ପ୍ରଦର୍ଶନ କରିଥିଲେ. ବୁଣାକାର ମାନଙ୍କ ସହ ଆଲୋଚନା କରି ଥିଲେ. ସୋସାଇଟି ର ଉନ୍ନତି ଏବଂ ଦାବୀ କୁ ନେଇ ଆଲୋଚନା ହୋଇଥିବାର ଜଣାଯାଇଛି. ଉପ ମୁଖ୍ୟ ମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡାଙ୍କ ନିର୍ଦେଶ କ୍ରମେ ପର୍ଯଟନ ସଚିବ ଙ୍କ ଗସ୍ତ ସମୟ ରେ ଜ଼ିଲ୍ଲା ପାଳ ଭି କିର୍ତ୍ତୀ ଭାସନ.ଗୋଷ୍ଟି ଉନ୍ନୟନ ଅଧିକାରୀ ବିକ୍ରମ ଦୋରା. ତହସିଲଦାର ମହାନ୍ତି ନୀଳକଣ୍ଠମ ନାଇଡୁ. ସ୍ଥାନୀୟ ବିଧାୟକ ରୁପୁ ଭତରା. ସାଂସଦ ପ୍ରତିନିଧି ରମେଶ୍ୱେର ଜେନା. ରାଜସ୍ୱ ନିରୀକ୍ଷକ ସଙ୍କର ଭତରା. ମନୋଜ ଭତରା. ସହକାରୀ ଯନ୍ତ୍ରୀ ସନ୍ତୋଷ ବାଗସିଂ.ବିନାୟକ ଆଚାର୍ଯ୍ୟ.ସରପଞ୍ଚ ଦେବ ମାଝୀ. ସମିତି ସଭ୍ୟା ଶ୍ରୀଦେବୀ ରାଓ,ଙ୍କ ସମେତ ବହୁ ବୁଣାକାର,ଉପସ୍ଥିତ ଥିଲେ l

  • Related Posts

    ଜୟପୁରରେ କଂଗ୍ରେସ ଜିଲ୍ଲା ସଭାପତି ନିର୍ବାଚନ ବୈଠକ ଅନୁଷ୍ଠିତ।

    Spread the love

    Spread the loveକୋରାପୁଟ,ଜୟପୁର, ୫/୯ ଶୁକ୍ରବାର ଜୟପୁରର ବାବା ସାହେବ କଲ୍ୟାଣୀ ମଣ୍ଡପମ ଏବଂ ବାଙ୍କମଠରେ କୋରାପୁଟ ଜିଲ୍ଲା କଂଗ୍ରେସ କମିଟିର ସଭାପତି ପାଇଁ ଏକ ନିର୍ବାଚନ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଅଖିଳ ଭାରତ କଂଗ୍ରେସ କମିଟିର ମାନକ…

    ଦେଢ଼ କୋଟିର ଗ୍ରାମୀଣ ଶିଳ୍ପ ପାର୍କ ସ୍ଥାଣୁ

    Spread the love

    Spread the love*ବଜାର ବ୍ୟବସ୍ଥା ନାହିଁ, କଞ୍ଚାମାଲ ଅଭାବରେ ୧୨ ଏସ ହେଚ୍ ଜି  ଜୀବିକା ସଙ୍କଟ କୋରାପୁଟ, ୪ /୯ ବିଜୁ ଗ୍ରାମୀଣ ବହୁମୁଖୀ କୃଷି ଉଦ୍ୟୋଗୀ ଯୋଜନାରେ ୨୦୨୧-୨୨ରେ କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ୍‌ର ପଢେଇଗୁଡା ଗ୍ରାମରେ ୨…

    Leave a Reply

    Your email address will not be published. Required fields are marked *