“ପୁଷ୍ପୁନେଇ ମହୋତ୍ସବ”ର ରୋଡ୍ ଶୋ।

Spread the love

“ପୁଷ୍ପୁନେଇ ମହୋତ୍ସବ”ର ରୋଡ୍ ଶୋ।ଜୟପୁର: ପ୍ରତିବର୍ଷ ପରି, ଏହି ବର୍ଷ, ଜୟପୁର ର କୋରାପୁଟିଆ କଳା ଓ କଳାକାର ମଞ୍ଚ ଦ୍ୱାରା ଜୟପୁର ସରକାରୀ ବାଳକ ବିଦ୍ୟାଳୟ ପରିସରରେ ଜାନୁଆରୀ ୧୩ ରୁ ଜାନୁଆରୀ ୨୦ ପର୍ଯ୍ୟନ୍ତ ଆଠ ଦିନ ଧରି ‘ପୁଷ୍ପୁଣେି ମହୋତ୍ସବ’ ପାଳିତ ହେଉଛି। ଆଜି ପ୍ରଥମ ଦିନ: ଜାନୁଆରୀ ୧୩ ସନ୍ଧ୍ୟା ଏହି କାର୍ଯ୍ୟକ୍ରମ ସନ୍ଧ୍ୟା ୬ଟାରେ ଆରମ୍ଭ ହୋଇଥିଲା ଏବଂ ମୁଖ୍ୟ ଆକର୍ଷଣ ଥିଲେ ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି,ତାଙ୍କ ବେଶ ପୁଷ୍ପୁଣେି ମହାରାଜା ଶାନ୍ତି ଦୂତ/ଶାନ୍ତି, ମୋଇତ୍ରୀ ଏବଂ ପ୍ରଗତି ରୂପରେ ଲୋକମାନଙ୍କୁ ବାର୍ତ୍ତା ଦେଇଥିଲେ। ଅବିଭକ୍ତ ଜିଲ୍ଲାର କଳାକାରମାନେ ବିଭିନ୍ନ ପୋଷାକ ପିନ୍ଧି ଏବଂ ବିଭିନ୍ନ ଆଦିବାସୀ ସମ୍ପ୍ରଦାୟର ସଙ୍ଗୀତ ଏବଂ ନୃତ୍ୟ ଗୋଷ୍ଠୀଙ୍କ ସହିତ ଏକ ବିଶାଳ ଶୋଭାଯାତ୍ରା ବାହାର କରିଥିଲେ, ଯାହା ମୁଖ୍ୟ ରାସ୍ତା,ରଜା ନହରୋ ଜଙ୍କସନ ଦେଇ ମୁଖ୍ୟ କାର୍ଯ୍ୟକ୍ରମ ସ୍ଥାନକୁ ଯାଇଥିଲା। ଏନ କେ ଟି ରୋଡ ହାଇସ୍କୁଲ ପରିସରରେ। ସର୍ବୋତ୍ତମ ପୋଷାକ ପିନ୍ଧାବା କଳାକାର ମାନଙ୍କୁ ପୁରସ୍କାର ପାଇଁ ଯୋଗ୍ୟ ବିବେଚିତ କରାଯାଏ। ତା ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଏ।

  • Related Posts

    ଜୟପୁରରେ କଂଗ୍ରେସ ଜିଲ୍ଲା ସଭାପତି ନିର୍ବାଚନ ବୈଠକ ଅନୁଷ୍ଠିତ।

    Spread the love

    Spread the loveକୋରାପୁଟ,ଜୟପୁର, ୫/୯ ଶୁକ୍ରବାର ଜୟପୁରର ବାବା ସାହେବ କଲ୍ୟାଣୀ ମଣ୍ଡପମ ଏବଂ ବାଙ୍କମଠରେ କୋରାପୁଟ ଜିଲ୍ଲା କଂଗ୍ରେସ କମିଟିର ସଭାପତି ପାଇଁ ଏକ ନିର୍ବାଚନ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଅଖିଳ ଭାରତ କଂଗ୍ରେସ କମିଟିର ମାନକ…

    ଦେଢ଼ କୋଟିର ଗ୍ରାମୀଣ ଶିଳ୍ପ ପାର୍କ ସ୍ଥାଣୁ

    Spread the love

    Spread the love*ବଜାର ବ୍ୟବସ୍ଥା ନାହିଁ, କଞ୍ଚାମାଲ ଅଭାବରେ ୧୨ ଏସ ହେଚ୍ ଜି  ଜୀବିକା ସଙ୍କଟ କୋରାପୁଟ, ୪ /୯ ବିଜୁ ଗ୍ରାମୀଣ ବହୁମୁଖୀ କୃଷି ଉଦ୍ୟୋଗୀ ଯୋଜନାରେ ୨୦୨୧-୨୨ରେ କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ୍‌ର ପଢେଇଗୁଡା ଗ୍ରାମରେ ୨…

    Leave a Reply

    Your email address will not be published. Required fields are marked *