ଦୁଇ ଗଞ୍ଜେଇ ଚାଲାଣକାରୀ ଗିରଫ

Spread the love

ଦୁଇ ଗଞ୍ଜେଇ ଚାଲାଣକାରୀ ଗିରଫ



କୋରାପୁଟ : ଜୟପୁର ସଦର ପୋଲିସ୍‌ର ସଫଳତା। ୮୦ କିଲେ । ୪୦୦ ଗ୍ରାମ ଗଂଜେଇ ଓ ଅଭିଯୁକ୍ତକୁ ଗିରଫ କରିଛି ସଦର ପୋଲିସ ସୂଚନା ଅନୁଯାୟୀ ଜୟପୁର ସଦର ଥାନା ଏସ୍ ଆଇ ସିରିସ୍ ମହାପାତ୍ର ଓ ପୋଲିସ ଦଳ ପେଟ୍ରୋଲିଙ୍ଗ କରୁ ଥିବା ବେଳେ ସଦର ଥାନ ଅନ୍ତର୍ଗତ ପାଞ୍ଜିଆଗୁଡା କେନାଲ ଏକ ଅଟୋ ରେ ଗଂଜେଇ ଚାଲାଣ ପାଇଥିଲେ। ପୋଲିସ ଦଳ ସେଠାରେ ପହଂଚିବା ବେଳେ ଅଟୋରୁ ତିନି ଜଣ ବ୍ୟ ବ୍ୟୁ ର

ଦୌଡିବାକୁ ଲାଗିଲେ ପୋଲିସ୍ ପିଛା କରି ଦୁଇ ଅଭିଯୁକ୍ତକୁ ଗିରଫ ପାର୍ଶ୍ଵରେ କରିଥିବା ବେଳେ ଅନ୍ୟ ଜଣେ ଅଭିଯୁକ୍ତ ଦୌଢ଼ିବାରେ ସକ୍ଷମ ହୋଇଥ୍ ଲା I ପୋଲିସ୍ ଅଟୋ କୁ ଯାକରି ସେଥ୍‌ରେ ୮୦ କିଲୋ ୪୦୦ ଗ୍ରାମ ଗଂଜେଇ ସହ ଗ”ଜେଇ ବୋଝେଇ ହୋଇଥିବା ବାଜାଜ ମ୍ୟାକ୍ସି ମା ଓଡି – ୨୪ଜେ – ୧୩୦୨ ଅଟୋକୁ ମଧ୍ୟ ଜବତ କରିଛି ଗିରଫ ଅଭି ଯୁକ୍ତ ହେଲେ ସ୍ମୃତି ମୁଦୁଲି (୨୫) ଏବଂ ତ୍ରିନାଥ ମୁଦୁଲି (୧୯) ଉଭୟ ମାଲକାନଗିରି ଜିଲ୍ଲା ଚିତ୍ରାକୋଣ୍ଡା ଅଞ୍ଚଳର ବୋଲି

ଜଣା ପଡେ ଛି। ด “ଢେଇ ମାଲକାନଗିରି ଜିଲ୍ଲାରୁ ନବରଙ୍ଗ ପୁର ଜିଲ୍ଲାକୁ ଚାଲାଣ ହେଉଥିବା ପୋଲିସ୍ ସୁଚନା ଦେଇଛି । ଏହି ମାମଲାରେ ଜୟପୁର ସଦର ପୋଲିସ ଏନଡିପିଏସ୍ ଧାରା ଅନୁ ଯାୟୀ ଏକ ମାମଲା ରୁଜୁ କରି ଦୁଇ ଅଭି ଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିବା ସହ ଏଥିରେ ଅନ୍ୟ କେଉଁ ମାନେ ସମ୍ପୃକ୍ତ ଅଛନ୍ତି ତାକୁ ନେଇ ପୋଲିସର ଖୋଳତାଡ଼ ଜାରି ରହିଛି ବୋଲି ସଦର ଥାନା ଅଧିକାରୀ ସଚ୍ଚିନ୍ଦ୍ର ପ୍ରଧାନ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

  • Related Posts

    ଜୟପୁରରେ କଂଗ୍ରେସ ଜିଲ୍ଲା ସଭାପତି ନିର୍ବାଚନ ବୈଠକ ଅନୁଷ୍ଠିତ।

    Spread the love

    Spread the loveକୋରାପୁଟ,ଜୟପୁର, ୫/୯ ଶୁକ୍ରବାର ଜୟପୁରର ବାବା ସାହେବ କଲ୍ୟାଣୀ ମଣ୍ଡପମ ଏବଂ ବାଙ୍କମଠରେ କୋରାପୁଟ ଜିଲ୍ଲା କଂଗ୍ରେସ କମିଟିର ସଭାପତି ପାଇଁ ଏକ ନିର୍ବାଚନ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଅଖିଳ ଭାରତ କଂଗ୍ରେସ କମିଟିର ମାନକ…

    ଦେଢ଼ କୋଟିର ଗ୍ରାମୀଣ ଶିଳ୍ପ ପାର୍କ ସ୍ଥାଣୁ

    Spread the love

    Spread the love*ବଜାର ବ୍ୟବସ୍ଥା ନାହିଁ, କଞ୍ଚାମାଲ ଅଭାବରେ ୧୨ ଏସ ହେଚ୍ ଜି  ଜୀବିକା ସଙ୍କଟ କୋରାପୁଟ, ୪ /୯ ବିଜୁ ଗ୍ରାମୀଣ ବହୁମୁଖୀ କୃଷି ଉଦ୍ୟୋଗୀ ଯୋଜନାରେ ୨୦୨୧-୨୨ରେ କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ୍‌ର ପଢେଇଗୁଡା ଗ୍ରାମରେ ୨…

    Leave a Reply

    Your email address will not be published. Required fields are marked *