କଂଗ୍ରେସର ସମ୍ବିଧାନ ବଞ୍ଚାଅ ସମାବେଶ

Spread the love

କଂଗ୍ରେସର ସମ୍ବିଧାନ ବଞ୍ଚାଅ ସମାବେଶ



କୋରାପୁଟ : ଜାତୀୟ କଂଗ୍ରେସ ଦଳ ପକ୍ଷରୁ ଉଦିବାର ଦିନ ଜୟପୁର ଦଶହରା ପଡ଼ିଆରେ ସମ୍ବିଧାନ ବଞ୍ଚାଅ ସମାବେଶ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ପ୍ରଦେଶ କଂଗ୍ରେସ ସଭ ପତି ଭକ୍ତ ଚରଣ ଦାସ ଓ ଓଡ଼ିଶା ପ୍ରଦେଶ କଂଗ୍ରେସ ପ୍ରଭାରୀ ଅଜୟ କୁମାର ଲାଲୁ ଜି, କୋରାପୁଟ ସାଂସଦ ସପ୍ତଗିରୀ ଶଙ୍କର ଉଲ୍ଲାକା, ଜୟପୁର ବିଧାୟକ ତାରାପ୍ରସାଦ ବାହିନୀ ପତି, ପଟ୍ଟାଙ୍ଗି ବିଧାୟକ ରାମଚନ୍ଦ୍ର କାଡାମ୍, ଲକ୍ଷ୍ମୀପୁର ବିଧାୟକ ପବିତ୍ର ସାଉନ୍ତା, ରାୟଗଡ଼ା ବିଧାୟକ ଆପାଲାସ୍ଵାମୀ କାଡରକା, ଚିତ୍ରକୋଣ୍ଡା ବିଧାୟକ ମଙ୍ଗୁ ଖୁଲଙ୍କ ସହ ପୂର୍ବତନ ସାଂସଦ ଭୂଜବଳ ମାଝି, ପୂର୍ବତନ ବିଧାୟକ, ପୂର୍ବତନ କୋରାପୁଟ ସଂସଦ ଜୟରାମ ପାଙ୍ଗି, ମାଲକାନଗିରି ର ପୂର୍ବତନ ବିଧାୟକ ନିମ ଇଁ ସରକାର, ଜିଲ୍ଲା ସଭାପତି ଶଶୀଭୂଷଣ ପାତ୍ରଙ୍କ ଅନ୍ୟାନ୍ୟ ପ୍ରମୁଖ ନେତାମାନେ ଯୋଗ ଦେଇଥିଲେ କୋରାପୁଟ ଜିଲ୍ଲା କଂଗ୍ରେସ ପକ୍ଷରୁ ଆଜି ପୂର୍ବାହ୍ଣ ୧୧.୩୦ମି ସମୟରେ ଆତ୍ମାଗୁଡ଼ା ନିକଟରେ ପିସିସି ସଭାପତି ଏବଂ ଓଡ଼ିଶା ପ୍ରଲାଗଙ୍କୁ ଭବ୍ୟ ସ୍ଵାଗତ ସମ୍ପଦ୍ଧନା କରାଯାଇଥିଲା I ସେଠାରୁ ଏକ ବିଶାଳ ମୋଟର ସାଇକେଲ ରାଲିରେ ଜୟପୁର ଖ୍ରୀଷ୍ଟିଆନପେଟା ଛକରୁ ଭାୟା ମାଲକା ନଗିରି ବାରପାସ୍ ରାସ୍ତା, ପଞ୍ଚାନନ ମନ୍ଦର, ଚାରିଣୀ ଛକ, ରାଜା ନହର ଛକ ହୋଇ ଜୟପୁର କଂଗ୍ରେସଭବନରେ ମହାପୁରୁଷଙ୍କୁ ଘୁଷ୍ପମାଲ୍ୟ ଅର୍ପଣ କଲାପରେ, ଜଗତ ଜନନୀ ମନ୍ଦୀର ଛକ ଦେଇ ନୂଆସ ହିଁ ପ୍ରଥମ ଲାଇନ୍ ଦେଇ ଜୟପୁର ପୁରୁଣା ମେଡିକାଲ ମେଡିକା ଛକ ହୋଇ ଦଶହରା ପଡ଼ି ଆ ଠାରେ ପହ ଥ୍ ଲେ। ଆୟୋଜିତ ସଭାରେ ଓଡ଼ିଶା ପ୍ରଭାରୀ ଅଜୟ ଲାଲୁ କହିଥିଲେ ଯେ ବର୍ତମାନର କେନ୍ଦ୍ର ଓ ରାଜ୍ୟ ସରକାର କେବଳ କର୍ପୋରେଟର ମାନଙ୍କ ସରକ ରା କେନ୍ଦ୍ର ଓ ରାଜ୍ୟ ସରକାର ଆଦିବାସୀ ବିରୋଧୀ, ଯଦି ରାଜ୍ୟରେ କିମ୍ବା କେନ୍ଦ୍ରରେ କଂଗ୍ରେସ ଗଠନ କଲେ କୋରାପୁଟ ଜିଲ୍ଲାକୁ ମିନି ସୁଇଜର ଲେଣ୍ଡ ଭଳି ଗଢ ଜିବ ଏବଂ କୋରାପୁଟ ଜିଲ୍ଲାକୁ ପର୍ଯ୍ୟଟକଙ୍କ ସୁଅ ଛୁଟିବା ପିସିସି ସଭାପତି ତାଙ୍କ ଅଭିଭାଷଣରେ କହିଥିଲେ ଯେ ଓଡିଶା ର ବର୍ତ୍ତମାନର ସରକାର ଗୋଟେ ରଙ୍ଗ ମାରା ସରକାର, ଏଠୀ ନାରୀମାନଙ୍କ ସୁରକ୍ଷା ନିମନ୍ତେ ନାରୀ ସୁରକ୍ଷା ବିଲ ଆଣିବା ନିମନ୍ତେ ବିଧାନ ସଭା ରେ ୧୪ ବିଧାୟକ ଦାବି କରିଥିଲେ କିନ୍ତୁ ଚଳିତ ସରକାର ବିଧାନ ସଭାରେ ଅପମାନ କଲା । ଚତ୍ ସହିତ କଂଗ୍ରେସର ବିଧାୟକ ଓ ନେତାମାନଙ୍କୁ ଆରେଷ୍ଟ କରି ସରକାର ଭୟବିତ କରିବାକୁ ଚେଷ୍ଟା କଲେ କିନ୍ତୁ ଆମେ ନାରୀମାନଙ୍କୁ ସୁରକ୍ଷା ଦାବିରେ ସବୁବେଳେ ସ୍ମର ଉରେ ଜନ କରିଛୁ। ରାଜ୍ୟରେ କଂଗ୍ରେସ ସରକାର ସମୟରେ କୋଟିଆ ପ୍ରସଙ୍ଗ ଉଠିନଥୁଲା ସେତେବେଳେ କୋଟିଆ ଓଡ଼ିଶାର ଥିଲା ଏବେ ମଧ୍ୟ ଓଡ଼ିଶାର ଅଛି ଆଗକୁ ମଧ୍ୟ ଓଡ଼ିଶାର ରହିବ ବୋଲି କହିଛନ୍ତି। ସ୍ଥାନୀୟ ବିଧାୟକ ବାହିନୀପତି ନିଜ ଅଭିଭାଷଣରେ ନାରୀ ନିର୍ଯାତନା, ଚାଷୀଙ୍କ ସମସ୍ୟା କୁ ନେଇ ଓଡ଼ିଶା ସରକାର ବ୍ଲୁପ୍ ରହିଛନ୍ତି ଏହାର ଜବାବ ଆସନ୍ତା ୨୦୨୭ ପଞ୍ଚାୟତ ନିର୍ବାଚନରେ ଓଡ଼ିଶାର ଜନତା ନିଶ୍ଚିତ ଦେବେ ବୋଲି ସେ କହିଛନ୍ତି। ଆଜିର ଏହି ସମାବେଶରେ ଅବିଭକ୍ତ କୋରାପୁଟ ଜିଲ୍ଲାର ହଜାର ହଜାର ସଂଖ୍ୟାରେ କଂଗ୍ରେସ ସମର୍ଥକମାନେ ଯୋଗ ଦେଇଥିଲେ

  • Related Posts

    ଜୟପୁରରେ ମେନରୋଡ଼ରେ ପରିବା ବିକ୍ରି ପଛରେ ଦଲାଲ ଚକ୍ର, ଟ୍ରାଫିକ ସୁଧାର ଅଭିଯାନକୁ ବାଧା

    Spread the love

    Spread the loveଜୟପୁରରେ ମେନରୋଡ଼ରେ ପରିବା ବିକ୍ରି ପଛରେ ଦଲାଲ ଚକ୍ର, ଟ୍ରାଫିକ ସୁଧାର ଅଭିଯାନକୁ ବାଧ ଜୟପୁର ୧୩/୮  ଜୟପୁର ସହରର ମେନରୋଡ଼ କିମ୍ବା ଅନ୍ୟାନ୍ୟ ପଥଧାରରେ ପରିବା ବିକ୍ରି କରୁଥିବା ଅନେକ ଆଦିବାସୀ ନାରୀମାନେ ପ୍ରକୃତରେ ଗାଁରେ ଚାଷିତ…

    କେନ୍ଦୁପତ୍ର ଟ୍ରକ୍ ଯୋଗୁଁ କୋଲାବ ବ୍ରିଜ୍‌ରେ ଟ୍ରାଫିକ୍ ସମସ୍ୟା

    Spread the love

    Spread the loveଜୟପୁର/ବୈପାରିଗୁଡ଼ା, ୪/୮ କେନ୍ଦୁପତ୍ର ବୋଝେଇ ଟ୍ରକ୍ ଯୋଗୁଁ ବୈପାରିଗୁଡ଼ା ଅଞ୍ଚଳର କୋଟା ଛକ ନିକଟସ୍ଥ ସ୍ବଲପୁର କୋଲାବ ବ୍ରିଜ୍‌ରେ ଦୈନିକ ଟ୍ରାଫିକ୍ ସମସ୍ୟା ଜନ୍ମ ନେଉଛି। ଅଭିଯୋଗ ଅନୁଯାୟୀ, ମାଲକାନଗିରି ଜିଲ୍ଲାରୁ ଆସୁଥିବା ଏହି ଟ୍ରକ୍‌ଗୁଡିକ ନିୟମ ଉଲ୍ଲଂଘନ…

    Leave a Reply

    Your email address will not be published. Required fields are marked *