ଦୁର୍ନୀତିର ଶୀର୍ଷରେ କୋରାପୁଟ ଜିଲ୍ଲା ପରିଷଦ କାର୍ଯ୍ୟାଳୟ

Spread the love

ଦୁର୍ନୀତିର ଶୀର୍ଷରେ କୋରାପୁଟ ଜିଲ୍ଲା ପରିଷଦ କାର୍ଯ୍ୟାଳୟ।

କୋରାପୁଟ : କୋରାପୁଟ ଜିଲ୍ଲା ର ଜିଲ୍ଲାପରିଷଦ କାର୍ଯ୍ୟାଳୟ ରେ ଦୁର୍ନୀତି ର ସୀମା ଟୋପି ଗଲାଣି , କିଛି କର୍ମଚାରି ଙ୍କ ନାମରେ ଦୁର୍ନୀତି ର ଅଭିଯୋଗ ଆସିଲେବି ସେମାନେ ତାକୁ ଘଣ୍ଟ ଘଡ଼ାଇବାକୁ ସମର୍ଥ, ଜିଲ୍ଲା ପରିଷଦ ଅଫିସ ରେ କାର୍ଯ୍ୟରତ ଶ୍ରୀ ରାଜେନ୍ଦ୍ର ଦୀପ, ସିନିଅର ରେଭିନ୍ୟୁ ଆସିଷ୍ଟାଣ୍ଟ , ଶ୍ରୀ ଜୟନ୍ତ ନାୟକ କମ୍ପୁଟର ପ୍ରୋଗ୍ରାମର , ଏବଂ ଶ୍ରୀ ଗଣେଶ୍ୱର କଂହର, ଅତିରିକ୍ତ ଇ ଓ , ଙ୍କ ବିରୁଦ୍ଧରେ ଜିଆରଏସ ମାନଙ୍କ ପଦନ୍ନତି ରେ ଦୁର୍ନୀତିରେ ଲିପ୍ତ ଥିବା ଲିଖିତ ଆବେଦନ ପତ୍ର ଅତିନିକଟ ରେ ପଞ୍ଚାୟତିରାଜ ବିଭାଗ ପ୍ରମୁଖ ସଚିବ ଙ୍କ ନିକଟରୁ ପ୍ରେରିତ ହେଇଥିଲା ତାହା ଉପରେ ଛାନ ଭିନ ହୋଇ ତଦନ୍ତ ପାଇଁ ପଞ୍ଚାୟତି ରାଜ ବିଭାଗରୁ ପତ୍ର ଆସି ଥିଲା, ଯାହା ତଥ୍ୟ ପ୍ରମାଣ ମିଳେ ପତ୍ର ସଂଖ୍ୟା ପଞ୍ଚାୟତି ରାଜ ଏବଂ ପାନୀୟ ଜଳ ବିଭାଗ ଙ୍କ PR-NREG-PG-0019 2023 9878 ଅନୁଯାଇ, ଏହି ପତ୍ର କୋରାପୁଟ ଜିଲ୍ଲାର ଶ୍ରୀ ହରିଶନ୍ଦ୍ର ଗେମେଲ, ଏବଂ ଅନ୍ୟ ସାତ ଆକାଉଣ୍ଟ/ଡି ଇ ଓ ଙ୍କ ଦ୍ୱାରା ବିଭାଗ କୁ ଦିଆଯାଇଥିବା ଆବେଦନ ଉପରେ ପ୍ରତିକ୍ରିୟା କରି ଅଗ୍ରେଶୀତ ପତ୍ର ଅଟେ, ଏହି ଆବେଦନରେ ଶ୍ରୀ ଗେମେଲ ଏବଂ ଅନ୍ୟ ସାତ ଜଣ ଡ଼ି ଇ ଅ ଉଲ୍ଲେଖ କରି ଥିଲେ ଯେ , ଅତି ଅଳ୍ପଦିନ ତଳେ, ଜିଲ୍ଲା ର ୧୫୮ ଜଣ ଜି ଆର୍ ଏସ ମାନଙ୍କୁ ଏକାଉନଟାଣ୍ଟ କମ୍ ଡି ଇ ଓ ଭାବେ ପଦନ୍ନତି କରାଗଲା ସେହିସମୟରେ ପ୍ରାୟ ପ୍ରତ୍ୟକ ଜି ଆର୍ ଏସ ଠାରୁ ପଚାଶ ହଜାର ରୁ ଏକ ଲକ୍ଷ୍ୟ ଟଙ୍କା ହିସାବରେ ଏକ କୋଟିରୁ ଉର୍ଦ୍ଧ ଟଙ୍କା ପଦନ୍ନତି ସକାଶେ ସଂଗ୍ରହ କରିଥିବା ଅଭିଯୋଗ କରିଥିଲେ, ପୁନଶ୍ଚ ଏହି ଉପୋରକ୍ତ ତିନିଜଣ ଜିଲ୍ଲାର ପ୍ରତ୍ୟକ ବ୍ଲକ ରେ ଏମ୍ ଆଇ ଏସ ଏକ୍ସପୋର୍ଟ ନିଯୁକ୍ତି ସମୟରେ ପ୍ରତ୍ୟକ ପ୍ରାର୍ଥୀଙ୍କ ଠାରୁ ପ୍ରାୟ ପଚାଶ ହଜାର ରୁ ସତୁରି ହଜାର ଟଙ୍କା ସଂଗ୍ରହ କରିଥିବା ଅଭିଯୋଗ ହୋଇଥିଲା, ଏଣୁ ସର୍ବତ ଭାବେ ଏହି ତିନିଜଣ ଏକ କୋଟି ରୁ ଉର୍ଦ୍ଧ ଟଙ୍କା ର ଦୁର୍ନୀତି ରେ ଲିପ୍ତ ଥିବା ବିଷୟ, ଉପରକ୍ତ ପତ୍ର ସଂଖ୍ୟା ରେ ଉଲେଖ କରିଥିଲେ, ଏବଂ ଉର୍ଦ୍ଧ ସଂଗୃହିତ ଟଙ୍କା ର ଅର୍ଧେକେ ଶ୍ରୀ ଗଣେଶ୍ୱର କଂହର ଅତିରିକ୍ତ ଇ ଓ , ନେଇଥିବା ଉଲ୍ଲେଖ କରାଯାଇଛି, ପଞ୍ଚାୟତି ରାଜ ବିଭାଗ ଦ୍ୱାରା କୋରାପୁଟ ଜିଲ୍ଲାପରିଷଦ କୁ ଦିଆ ଯାଇଥିଲା, କିନ୍ତୁ ଆଶ୍ଚର୍ଯ୍ୟ ର ବିଷୟ କୋରାପୁଟ ଜିଲ୍ଲାପରିଷଦ ଏକ ତରବରିଆ ଭାବେ ତଦନ୍ତ କରି ଉପୋରକ୍ତ ତିନି ଜଣକୁ କ୍ଲିନ୍ ଚିଟ୍ ଦେଇଛନ୍ତି, ଏଥି ପୂର୍ବରୁ ମଧ୍ୟ କୋରାପୁଟ ର ଆର୍ ଟି ଆଇ କର୍ମ କର୍ତା ଶ୍ରୀ ପ୍ରଦୀପ୍ତ କୁମାର ମିଶ୍ର ଉପୋରକ୍ତ ଦୁଇ ଜଣଙ୍କ ନାମରେ ଯଥା ଶ୍ରୀ ଜୟନ୍ତ ନାୟକ ଏବଂ ରାଜେନ୍ଦ୍ର ଦୀପ ଙ୍କ ନାମରେ ଦୁର୍ନୀତିର ଅଭିଯୋଗ କରି ଉଲ୍ଲେଖ କରିଥିଲେ ଯେ ମୋ ନରେଗା ଯୋଜନା ରେ ଭେଣ୍ଡୋର ସୃଷ୍ଟି ବେଳକୁ ଏବଂ ପ୍ରକଳ୍ପ ଚୟନ ଏବଂ ପ୍ରକଳ୍ପ ପରିବର୍ତନ ସମୟରେ କିଭଳି ପାଞ୍ଚ ହଜାର ରୁ ପନ୍ଦର ହଜାର ଟଙ୍କାର ଫୀସ ନିଅନ୍ତି ଏହିବିଷୟ ଉଲେଖ କରି ତା ୧୩-୧୧-୨୦୨୩ ରେ ଫାଇବ ଟି ଏବଂ ନବୀନ ଓଡିଶା ବିଭାଗକୁ ପତ୍ର ଦେଇଥିଲେ, କିନ୍ତୁ ଜିଲ୍ଲା ପରିଷଦ କାର୍ଯ୍ୟାଳୟ ରେ ଶ୍ରୀ ଜୟନ୍ତ ନାୟକ କୋମ୍ପୁଟର ପ୍ରୋଗ୍ରାମର, ଦୀର୍ଘ ୨୦ବର୍ଷ ପ୍ରାୟ ହେଲା ଅଛନ୍ତି ତାଙ୍କର ଜଡ ଅତି ମଜଭୂତ, ସିଏ ଦଶମନ୍ତପୁର ବ୍ଲକ ର ସି ପି ଵା କୋମ୍ପୁଟର ପ୍ରୋଗ୍ରାମମେର ଅଛନ୍ତି, ଏବଂ ପ୍ରାୟ ଦୀର୍ଘ ପାଞ୍ଚ ବର୍ଷ ହେଲା ଡି ଆର୍ ଡି ଏ ଵା ଜିଲ୍ଲା ପରିଷଦ ଅଫିସ ରୁ କୋମ୍ପୁଟର ପ୍ରୋଗ୍ରାମମେର ପଦବୀ ଉଛେଦ ହେଇଯାଇଥିଲେ ବି ସିଏ ଅତି ଚତୁରତାର ସହ ଡେପୁଟେସନ ରେ ପାଞ୍ଚ ବର୍ଷରୁ ଉର୍ଦ୍ଧ ହେଲା ଜିଲ୍ଲା ପରିଷଦ କାର୍ଯ୍ୟାଳୟ ରେ କାର୍ଯ୍ୟ କରନ୍ତି, ତା ଆଗରୁ ଜିଲ୍ଲା ପରିଷଦ ଵା ଡି ଆର୍ ଡି ଏ ଅଫିସ ରେ ସେ ପ୍ରାୟ ଦଶ ବର୍ଷ ରୁ ଉର୍ଦ୍ଧ କାର୍ଯ୍ୟରତ ଥିଲେ, ସର୍ବ ମୋଟ ରେ ସିଏ ପ୍ରାୟ କୁଡ଼ିଏ ବର୍ଷ ହେଲା ଜିଲ୍ଲା ପରିଷଦ ଵା ଡି ଆର୍ ଡି ଏ ରେ କାର୍ଯ୍ୟରତ ଏବଂ ସିଏ ସବୁ ଉପୋରସ୍ତ ଅଧିକାରୀଙ୍କୁ ଯଥା ସି ଡି ଓ ଏବଂ କାର୍ଯ୍ୟନିର୍ବାହୀ ଅଧିକାରୀ ଙ୍କୁ ଧରି ସବୁ ଦୁର୍ନୀତିକୁ ଘଣ୍ଟ ଘଡ଼ାଇବାରେ ସମର୍ଥ, ଏବଂ ଶୁଣା ଯାଏ ସିଏ ସି ଡି ଓ ଙ୍କ ପାଖ ଲୋକ, ଏଥିରୁ ସ୍ୱଷ୍ଟ ଯେ ତଦନ୍ତ କେତେଦୂର ଗଭୀର ଭାବେ ହେଇଥିବ, ପୁନଶ୍ଚ ଏବେବି ଜି ଆର୍ ଏସ ନିଯୁକ୍ତି ରେ ଉପୋରକ୍ତ କେତେଜଣ ଙ୍କୁ ହିଁ ଭାର ଦିଆ ଯାଇଛି ଆବେଦନ ଯାଞ୍ଚ ପାଇଁ, ଏଥିପାଇଁ ସାଧାରଣରେ ଦାବି ହେଉଛି ଜିଲ୍ଲା ପାଳ ଏକ ନିରପେକ୍ଷ ତଦନ୍ତ ଵା ଭିଜିଲାନ୍ସ ବିଭାଗ ଦ୍ୱାରା ତଦନ୍ତ ନିର୍ଦେଶ କଲେ ସତ୍ୟା ସତ୍ୟ ଲୋକ ଲଚନକୁ ଆସିବ କିମ୍ବା ଭିଜିଲାସନ୍ସ ବିଭଗ ନିଜସ୍ୱ ଆଡୁ ଏକ କେସ କରି ତଦନ୍ତ କଲେ ସବୁ ଜଣାପଡିବ ବୋଲି ବୁଦ୍ଧିଜୀବି ମହଲରେ ଚର୍ଚ୍ଚା ହେଉଛି।

  • Related Posts

    ଜୟପୁରରେ ମେନରୋଡ଼ରେ ପରିବା ବିକ୍ରି ପଛରେ ଦଲାଲ ଚକ୍ର, ଟ୍ରାଫିକ ସୁଧାର ଅଭିଯାନକୁ ବାଧା

    Spread the love

    Spread the loveଜୟପୁରରେ ମେନରୋଡ଼ରେ ପରିବା ବିକ୍ରି ପଛରେ ଦଲାଲ ଚକ୍ର, ଟ୍ରାଫିକ ସୁଧାର ଅଭିଯାନକୁ ବାଧ ଜୟପୁର ୧୩/୮  ଜୟପୁର ସହରର ମେନରୋଡ଼ କିମ୍ବା ଅନ୍ୟାନ୍ୟ ପଥଧାରରେ ପରିବା ବିକ୍ରି କରୁଥିବା ଅନେକ ଆଦିବାସୀ ନାରୀମାନେ ପ୍ରକୃତରେ ଗାଁରେ ଚାଷିତ…

    କେନ୍ଦୁପତ୍ର ଟ୍ରକ୍ ଯୋଗୁଁ କୋଲାବ ବ୍ରିଜ୍‌ରେ ଟ୍ରାଫିକ୍ ସମସ୍ୟା

    Spread the love

    Spread the loveଜୟପୁର/ବୈପାରିଗୁଡ଼ା, ୪/୮ କେନ୍ଦୁପତ୍ର ବୋଝେଇ ଟ୍ରକ୍ ଯୋଗୁଁ ବୈପାରିଗୁଡ଼ା ଅଞ୍ଚଳର କୋଟା ଛକ ନିକଟସ୍ଥ ସ୍ବଲପୁର କୋଲାବ ବ୍ରିଜ୍‌ରେ ଦୈନିକ ଟ୍ରାଫିକ୍ ସମସ୍ୟା ଜନ୍ମ ନେଉଛି। ଅଭିଯୋଗ ଅନୁଯାୟୀ, ମାଲକାନଗିରି ଜିଲ୍ଲାରୁ ଆସୁଥିବା ଏହି ଟ୍ରକ୍‌ଗୁଡିକ ନିୟମ ଉଲ୍ଲଂଘନ…

    Leave a Reply

    Your email address will not be published. Required fields are marked *