ଡମ୍ପିୟାର୍ଡ ନ ଥୁବାରୁ ଅନେକ ସମସ୍ୟା ଖୁବଶୀଘ୍ର ସ୍ଥାୟୀ ସମାଧାନ କରାଯିବ

ଡମ୍ପିୟାର୍ଡ ନ ଥୁବାରୁ ଅନେକ ସମସ୍ୟା ଖୁବଶୀଘ୍ର ସ୍ଥାୟୀ ସମାଧାନ କରାଯିବ କୋରାପୁଟ:କୋରାପୁଟ ପୌର ପରିଷଦରେ ଡମିଂୟାର୍ଡ ନ ଥୁବାରୁ ଅନେକ ଅସୁବିଧା ହେଉଥୁବା ଜଣାପଡ଼ିଛି I ସହରର ମଇଳା ଆବର୍ଜନା ଗୁଡ଼ିକ ପୂର୍ବରୁ ଆକାଶଗୁଡା ଡମିଂୟାର୍ଡରେ ପକାଯାଉଥୁଲା ।କିନ୍ତୁ ଗ୍ରାମବାସୀଙ୍କ ବିରୋଧ ଯୋଗୁଁ ସେଠାରେ ସହରରୁ ବାହାରୁଥିବା ମ‌ଇଳା ଆବର୍ଜନା ରଥଶର୍ମା କଲୋନୀରେ ଥିବା ଏମସିସିରେ ପକାଯାଉଥୁଲା I ସାହି ବାସିନ୍ଦାଙ୍କ ବିରୋଧ ଯୋଗୁଁ ସେଠାରେ ନ ପକାଇ ସୁନାପୂରରେ ଥିବା ଏମସିସିରେ ପକାଯାଉଥିଲା ।କିନ୍ତୁ ସେଠାରେ ବିରୋଧ ଯୋଗୁଁ ମଇଳା ଆବର୍ଜନା ଗୁଡ଼ିକ କେଉଁଠି ପକାଯିବ ତାହାକୁ ନେଇ ସନ୍ଦେହ ଲାଗି ରହିଥୁଲା |ପରବର୍ତୀ ସମୟରେ ପୁରୁଣା ମଶାଣୀରେ ଖାଲିଥିବା ସ୍ଥା ସ୍ଥାନରେ ମଇଳା ଆବର୍ଜନା ପକାଯାଉଛି I ଯଦ୍ୱାରା ସେହି ବାଟଦେଇ ଯାଉଥିବା ଲୋକମାନେ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ହେ ପଡ଼ୁଥିବା ଅଭିଯୋଗ ହେଉଛି I କୋରାପୁଟ ପୌର ପରିଷଦର ଡମିଂୟାର୍ଡ ପାଇଁ ଖୁବଶୀଘ୍ର ସ୍ଥାୟୀ ସମାଧାନ କର ପ୍ରକଳ୍ପ * ନିର୍ଦ୍ଦେଶକ ବେଣୁଧର ଶବର କହିଛନ୍ତି ନହିଛନ୍ତି I ଏଥ୍ ନିମନ୍ତେ ଦିଆଯାଇଛି। ଗୃହୀତ ହୋଇ ଆସିବା ପରେ କରାଯିବ ବୋଲି ଡୁଡା ରାଜ୍ୟ ସରକାରଙ୍କୁ ପ୍ରସ୍ତାବ କାର୍ଯ୍ୟ ଆରମ୍ଭ କରାଯିବ ବୋଲି ସେ କହିଛନ୍ତି । ତେବେ କେବେ ପ୍ରସ୍ତାବ ଗୃହୀତ ହେବ ଏବଂ ନୂତନ ଡମିଂ ୟାର୍ଡ ନି ର୍ମାଣ କ ରାଯିବ ତାହା କୁ ସାଧାରଣରେ ପ୍ରଶ୍ନ ଉଠୁଛି?

Leave a Reply

Your email address will not be published. Required fields are marked *